National & International

ରାଏବରେଲିରୁ ନାମାଙ୍କନ ଦାଖଲ କଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ରାଏବରେଲି ଲୋକସଭା ଆସନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧି ଶୁକ୍ରବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତାଙ୍କ ସହ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ ତାଙ୍କ ମା’ ସୋନିଆ ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ। ନାମାଙ୍କନ…

ଦିଲ୍ଲୀ ଏଲ୍‌ଜିଙ୍କ ଛାଟ, ବିଦା ହେଲେ ମହିଳା କମିଶନର ୨୨୩ କର୍ମଚାରୀ

ନୂଆଦିଲ୍ଲଈ : ଦିଲ୍ଲୀ ଏଲ୍‌ଜିଙ୍କ ଛାଟ। ଆକ୍ସନ ମୁଡ୍‌ରେ ଉପରାଜ୍ୟପାଳ ବିନୟ ସାକ୍ସେନା। ବିଦା ହେଲେ ଦିଲ୍ଲୀ ମହିଳା କମିଶନର ୨୨୩ କର୍ମଚାରୀ। ଦିଲ୍ଲୀ ଏଲ୍‌ଜିଙ୍କ ନିର୍ଦ୍ଦେଶ ପରେ ତୁରନ୍ତ ଏହି କର୍ମଚାରୀଙ୍କୁ ଚାକିରିରୁ ବିଦା କରାଯାଇଛି। ଦିଲ୍ଲୀ ମହିଳା ଆୟୋଗର…

ପୁଣି ଉବୁଟୁବୁ ଦୁବାଇ, ସ୍କୁଲ-କଲେଜ ବନ୍ଦ, ବିମାନ ଉଡାଣ ବାତିଲ

ଦୁବାଇ : ପୁଣି ଉବୁଟୁବୁ ହେଲା ଦୁବାଇ। ସଂଯୁକ୍ତ ଆରବ ଏମିରେଟ୍‌ରେ ପୁଣି ପ୍ରବଳ ବର୍ଷା ସାଙ୍ଗକୁ ହେଲା ଭୟଙ୍କର ଝଡ ତୋଫାନ୍‌। ବର୍ଷା ଯୋଗୁ ପୁଣି ଥରେ ରାସ୍ତାଘାଟ ପଣି ଜମିଛି। ପ୍ରବଳ ବର୍ଷା ଯୋଗୁ ୟୁଏଇରେ ଅରେଞ୍ଜ ଆଲର୍ଟ…

ପ୍ରଜ୍ଜ୍ୱଳ ରେଭାନ୍ନାଙ୍କୁ ଭଗବାନ କୃଷ୍ଣଙ୍କ ସହ ତୁଳନା କଲେ ମନ୍ତ୍ରୀ

ବେଙ୍ଗାଲୁରୁ : ଅଶ୍ଳୀଳ ଭିଡିଓ ମାମଲାରେ ଫଶିଛନ୍ତି କର୍ଣ୍ଣାଟକ ଜେଡିଏସ୍‌ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନା। ଏବେ ତାଙ୍କୁ ନେଇ ଏକ ନୂଆ ବିବାଦ ଆରମ୍ଭ ହୋଇଛି। କର୍ଣ୍ଣାଟକର କଂଗ୍ରେସ ସରକାରର ଜଣେ ମନ୍ତ୍ରୀ ରେଭାନ୍ନାଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କ ସହ ତୁଳନା କରିଛନ୍ତି।…

ଅନ୍‌ଲାଇନ୍‌ରେ ଆସିଥିଲା ପାର୍ସଲ, ବିସ୍ଫୋରଣରେ ୨ ମୃତ

ଅହମ୍ମଦାବାଦ : ଅନ୍‌ଲାଇନ୍‌ରେ ଆସିଥିଲା ପାର୍ସଲ। ଖୋଲିବା ପରେ ହେଲା ଭୟଙ୍କର ବିସ୍ଫୋରଣ। ଚାଲିଗଲା ବାପା-ଝିଅଙ୍କ ଜୀବନ। ସେହିପରି ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁଜରାଟର ସାବରକଣ୍ଠାରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଗୁଜରାଟର ସାବରକଣ୍ଠା ବଡାଲି ତାଲୁକାର…

କଟିଲା ବ୍ରିଜଭୂଷଣଙ୍କ ଟିକେଟ୍‌, ପୁଅକୁ ପ୍ରାର୍ଥୀ କଲା ବିଜେପି

ନୂଆଦିଲ୍ଲୀ : ହେବିଓ୍ୱେଟ୍‌ ନେତାଙ୍କୁ ଆଉଟ୍‌ କଲା ବିଜେପି। ମହିଳା କୁସ୍ତି ଯୋଦ୍ଧାଙ୍କୁ ଯୌନ ନିର୍ଯାତନା ଅଭିଯୋଗ ମାମଲାରେ ଛନ୍ଦି ହୋଇଥିବା ବିଜେପି ନେତା ବ୍ରିଜଭୂଷଣ ଶରଣଙ୍କ କଟିଲା ଟିକେଟ୍‌। ଏଥିର ବିଜେପି ତାଙ୍କୁ ନିର୍ବାଚନ ରେସ୍‌ରୁ ଆଉଟ୍‌ କରିଛି। ତାଙ୍କ…

ବାର୍‌ ଆସୋସିଏସନ୍‌ରେ ଏକ ତୃତୀୟାଂଶ ମହିଳା ସଂରକ୍ଷଣ ଲାଗୁ କରିବାକୁ ଦେଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ : ମହିଳା ସଶକ୍ତିକରଣ ଦିଗରେ ସୁପ୍ରିମକୋର୍ଟଙ୍କ ବଡ଼ ପଦକ୍ଷେପ। ବାର୍‌ ଆସୋସିଏସନ୍‌ରେ ଏକ ତୃତୀୟାଂଶ ମହିଳା ସଂରକ୍ଷଣ ଲାଗୁ କରିବାକୁ ଦେଲେ ନିର୍ଦ୍ଦେଶ। ମେ’ ୧୬ ରେ ହେବାକୁ ଥିବା ସୁପ୍ରିମକୋର୍ଟର ବାର୍‌ ଆସୋସିଏସନ୍ ନିର୍ବାଚନର ଠିକ୍ ପୂର୍ବରୁ ସର୍ବୋଚ୍ଚ…

ମନୀଷ ସିସୋଦିଆଙ୍କୁ ମିଳିଲାନି ଜାମିନ୍‌

ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦମୀ ପାର୍ଟିର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କୁ ଝଟ୍‌କା। ତାଙ୍କୁ ମିଳିଲାନି ଜାମିନ। ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ସିସୋଦିଆଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ଏହାକୁ…

ଜମ୍ମୁ କଶ୍ମୀରରେ ଲଗାଣ ବର୍ଷା ପରେ ଭୂସ୍ଖଳନ, ୫ ମୃତ

ଜମ୍ମୁ କଶ୍ମୀରରେ ପ୍ରବଳ ବର୍ଷା ପରେ ଭୂସ୍ଖଳନ ଓ ବନ୍ୟା କାରଣରୁ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏଥିସହ ଏକାଧିକ ଲୋକ ଆହତ ହୋଇଥିବା ବେଳେ ଅନେକ ଘର କ୍ଷତିଗ୍ରସ୍ତ ହୋଇଛି ଏବଂ ଶହ ଶହ ଲୋକେ ପ୍ରଭାବିତ…

ଜେଡିଏସ୍‌ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନା ନିଲମ୍ବିତ

ଜନତା ଦଳ (ସେକ୍ୟୁଲାର) ତଥା ଜେଡିଏସ୍‌ରୁ ନିଲମ୍ବିତ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବଗୌଡାଙ୍କ ନାତି ତଥା ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନ। ତାଙ୍କ ସହ ଜଡିତ ଅଶ୍ଳୀଳ ଭିଡିଓ ଭାଇରାଲ ହେବା ଓ ଏହାକୁ ନେଇ ବିବାଦ ଉପୁଜିବା ପରେ ତାଙ୍କ…