ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ ନୀତୀଶ

ବିହାର ରାଜନୀତିରେ ଘଡିକେ ଘୋଡ଼ା ଛୁଟୁଛି। ନୀତୀଶ କୁମାର ସକାଳେ ଇସ୍ତଫା ଦେଇଥିବା ବେଳେ ଏବେ ସନ୍ଧ୍ୟାରେ ଶପଥ ନେଇଛନ୍ତି। ୯ମ ଥର ପାଇଁ ବିବହାର ମୁଖ୍ୟମନ୍ତ୍ରୀ ଭାବେ ପୁଣି ଶପଥ ଗ୍ରହଣ କରିଛନ୍ତି ନୀତୀଶ କୁମାର। ରାଜଭବନରେ ତାଙ୍କୁ ରାଜ୍ୟପାଳ ପଦ ଗୋପନୀୟତାର…

ଅଳିଆ ପୁଣି ଅଳିଆ ଗଦାକୁ ଗଲା: ନୀତୀଶ କୁମାରଙ୍କୁ ସମାଲୋଚନା କରି କହିଲେ ଲାଲୁଙ୍କ ଝିଅ

ନୂଆଦିଲ୍ଲୀ: ଅଳିଆ ଏବେ ପୁଣି ଅଳିଆ ଗଦାକୁ ଗଲା ବୋଲି ଆଜି ନୀତୀଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ‘ଆର୍‌ଜେଡି’ ମୁଖ୍ୟ ଲାଲୁ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ସମାଲୋଚନା କରି କହିଛନ୍ତି।…

କାଲିଫର୍ଣ୍ଣିଆରେ ଆତଙ୍କ ଆଣିଛି ଏଭିଏନ୍ ଫ୍ଲୁ

ନୂଆଦିଲ୍ଲୀ : କାଲିଫର୍ଣ୍ଣିଆରେ ଆତଙ୍କ ଆଣିଛି ଏଭିଏନ୍ ଫ୍ଲୁ । ମଣିଷ ଓ ଗୃହପାଳିତ ପଶୁମାନଙ୍କୁ କବଳିତ କରିଚାଲିଛି ଏଭିଏନ୍ ଭୁତାଣୂ । ଏଭିଆନ୍ ଫ୍ଲୁ ନିର୍ଦ୍ଦିଷ୍ଟ ପ୍ରକାରର ଭୂତାଣୁ ଯାହା ଶ୍ବାସନଳୀକୁ ସଂକ୍ରିମିତ କରିଥାଏ । ପକ୍ଷୀଙ୍କ ଠାରୁ ମନୁଷ୍ଯକୁ ବ୍ୟାପିଥାଏ…

ବ୍ରିଟିଶ ଜାହାଜକୁ ମିସାଇଲ ମାଡ଼ ଘଟଣା; ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କଲା ଭାରତୀୟ ନୌସେନା

ସାହସିକତା ଦେଖାଇଲା ଭାରତୀୟ ନୌସେନା। ଆଡେନ ଗଫରେ ବ୍ରିଟିଶ ବାଣିଜ୍ୟିକ ଜାହାଜରେ ଫସିଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିଛି। ଦୀର୍ଘ ଛଅ ଘଣ୍ଟାର ପ୍ରୟାସ ପରେ ଶେଷରେ ନିଆଁକୁ ଆୟତ୍ତ କରି ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି ଭାରତୀୟ ନୌସୈନିକ।…

ପ୍ରଭୁ ରାମଙ୍କ ଶାସନ ଥିଲା ଆମ ସମ୍ବିଧାନ ନିର୍ମାତାଙ୍କ ପ୍ରେରଣାର ଉତ୍ସ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଭୁ ରାମଙ୍କ ଶାସନ ଆମ ସମ୍ବିଧାନ ନିର୍ମାତାମାନଙ୍କ ପ୍ରେରଣାର ଉତ୍ସ ଥିଲା ବୋଲି ଆଜି ମାସିକ ବେତାର କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’ର ୧୦୯ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଲେ, ଏଭଳି ତୀବ୍ର ମାନସମନ୍ଥନ ପରେ…

ମଣିପୁର: ଦୁଇ ସଶସ୍ତ୍ର ଗୋଷ୍ଠୀ ମଧ୍ୟରେ ଗୁଳି ବିନିମୟ; ଜଣେ ମୃତ, ୪ ଗୁରୁତର

ମଣିପୁରର କାଙ୍ଗପୋକପି ଜିଲ୍ଲାରେ ଶନିବାର ସକାଳେ ଦୁଇ ସଶସ୍ତ୍ର ଗୋଷ୍ଠୀ ମଧ୍ୟରେ ଗୁଳି ବିନିମୟ ହୋଇ ଜଣେ ଗ୍ରାମୀଣ ସ୍ୱେଚ୍ଛାସେବୀଙ୍କ ମୃତ୍ୟୁ ଘଟିଛି । ଏଥିରେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଯେତେବେଳେ ଏକ ସଶସ୍ତ୍ର ଗୋଷ୍ଠୀ…

ମନ୍ଦିରରେ ମଞ୍ଚ ଭୁଶୁଡ଼ି ଜଣେ ମହିଳା ମୃତ, ୧୭ ଆହତ

ଦିଲ୍ଲୀର କାଲକାଜୀ ମନ୍ଦିରରେ ମଞ୍ଚ ଭୁଶୁଡ଼ି ପଡ଼ିବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି। ଶନିବାର ମଧ୍ୟରାତ୍ରରେ ଏକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏହି ଘଟଣା ଘଟିଥିଲା। ମଞ୍ଚ ଭୁଶୁଡ଼ି ପଡ଼ିବା ପରେ ଗୁରୁତର ଭାବେ…

ଜଣଙ୍କୁ ବିବାହ, ଆଉ ଜଣଙ୍କ ସଙ୍ଗେ ସମ୍ପର୍କ: ନୀତୀଶ କୁମାରଙ୍କ ପ୍ରତି ବିଦ୍ରୂପ କରି କହିଲେ କଂଗ୍ରେସ ନେତା

ନୂଆଦିଲ୍ଲୀ: ଜଣଙ୍କୁ ବିବାହ କଲ ଓ ଆଉ ଜଣଙ୍କ ସହିତ ସମ୍ପର୍କ ରଖିଲ ବୋଲି ଆଜି କଂଗ୍ରେସ ନେତା ତାରିକ୍‌ ଅନ୍‌ୱାର୍‌ ବିବାହରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପ୍ରତି ବିଦ୍ରୂପ କରି କହିଛନ୍ତି। ମାଇକ୍ରୋବ୍ଲଗିଙ୍ଗ୍‌ ସାଇଟ୍‌ ‘ଏକ୍ସ୍‌’ରେ ତାରିକ୍‌ ଅନ୍‌ୱାର୍‌ ଲେଖିଛନ୍ତି,…

ଆମେରିକାରେ ପ୍ରଥମ; ନାଇଟ୍ରୋଜେନ୍ ଗ୍ୟାସରେ ଦୋଷୀକୁ ମିଳିଲା ମୃତ୍ୟୁଦଣ୍ଡ

ନିୟୁର୍କ : ନାଇଟ୍ରୋଜେନ୍ ଗ୍ୟାସରେ ମୃତ୍ୟୁଦଣ୍ଡ ଦେବାରେ ପ୍ରଥମ ଦେଶ ହେଲା ଆମେରିକା। ନାଇଟ୍ରୋଜେନ ବା ଯବକ୍ଷାରଜାନ ବ୍ୟବହାର କରି ଆମେରିକାର ଅଲବାମାରେ ଜଣେ ହତ୍ୟାକାରୀକୁ ମୃତ୍ୟୁଦଣ୍ଡ ଦିଆଯାଇଛି । ତାଙ୍କ ନାଁ କେନେଥ୍ ଇଉଜିନ୍ ସ୍ମିଥ୍। ୩୫ ବର୍ଷ ତଳେ…

କେରଳରେ ଆଜିଠୁ ଏନ୍‌ଡିଏର ପଦଯାତ୍ରା

କନ୍ନୁର: ଆଗାମୀ ଦୁଇ/ତିନି ମାସ ପରେ ଦେଶରେ ସାଧାରଣ ନିର୍ବାଚନ ହେବ। ଲୋକକସଭା ନିର୍ବାଚନ ପୂର୍ବରୁ ସାଂସଦ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସର ଭାରତ ଯୋଡ଼ ନ୍ୟାୟ ଯାତ୍ରା ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟିର ନେତୃତ୍ବରେ ଏନ୍‌ଡିଏ…