ତଲପତିଙ୍କ ହାରିବା ଗୁଜବ ଶୁଣି ପ୍ରଶଂସକଙ୍କ ଆତ୍ମହତ୍ୟା ଉଦ୍ୟମ

ନୂଆଦିଲ୍ଲୀ: ଆଜି ତାମିଲନାଡୁ ସମେତ ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା କରାଯାଉଛି। ଏହି ସମୟରେ ତାମିଲନାଡୁର କୃଷ୍ଣଗିରି ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଟିଭିକେ ପାର୍ଟି ମୁଖ୍ୟ ତଲପତି ବିଜୟ ନିର୍ବାଚନରେ ପରାଜିତ ହୋଇଥିବା ଗୁଜବ ଶୁଣି…

କେରଳରେ ପୁଣି ଫେରିଲା UDF

କେରଳ : କେରଳରେ କଂଗ୍ରେସର ବାଜିମାତ୍ । ବାମପନ୍ଥୀଙ୍କ ୧୦ ବର୍ଷର ଶାସନରେ ପଡ଼ିଲା ପୂର୍ଣ୍ଣଛେଦ । ପୁଣି ଫେରିଲା UDF । କେରଳ ରାଜନୀତିରେ ପୁଣି ଥରେ ପରିବର୍ତ୍ତନର ଧାରା । ଦୀର୍ଘ ୧୦ ବର୍ଷ ଧରି କ୍ଷମତାରେ ଥିବା ବାମପନ୍ଥୀ…

ତାମିଲନାଡୁ ନିର୍ବାଚନ ଫଳାଫଳ : ହାରିଗଲେ ଷ୍ଟାଲିନ, ବିଜୟ ବିଜୟୀ

ଚେନ୍ନାଇ: ତାମିଲନାଡ଼ୁ ବିଧାନସଭା ନିର୍ବାଚନ ଫଳାଫଳ ସମସ୍ତଙ୍କୁ ଚକିତ କରିଛି । ଏଠାରେ ନୂଆକରି ଗଠନ ହୋଇଥିବା ଟିଭିକେ ସରକାର ଗଠନ କରିବା ସ୍ଥିତିରେ ରହିଛି । ହେଲେ ସବୁଠାରୁ ବଡ଼ କଥା ଓ ଆଶ୍ଚର୍ଯ୍ୟକର କଥା ହେଉଛି ତାମିଲନାଡୁ ମୁଖ୍ୟମନ୍ତ୍ରୀ…

ଆସାମରେ ପୁଣି ଫୁଟିଲା ପଦ୍ମ

ଆସାମ : ଆସାମରେ ପୁଣି ବିଜେପି ସରକାର । ବହୁ ପଛରେ ପଡ଼ିଛି ପ୍ରତିଦ୍ୱନ୍ଦୀ କଂଗ୍ରେସ । ହିମନ୍ତ ବିଶ୍ୱଶର୍ମା ଜାଲୁକବାରି ବିଜେପି ଆଗୁଆ ରହିଛନ୍ତି । ୩ୟ ଥର ପାଇଁ ଆସାମରେ ବିଜେପି ସରକାର ହେବାକୁ ଯାଉଛି । ଭୋଟ ଗଣତି…

ଭିନ୍ନକ୍ଷମ, ଅସୁସ୍ଥ ଓ ଅସହାୟ ହିତାଧିକାରୀଙ୍କ ଘରେ ପହଞ୍ଚିବ ଭତ୍ତା

ଭୁବନେଶ୍ବର: ମଧୁ ବାବୁ ପେନ୍ସନ୍ ଯୋଜନା (MBPY) ଅଧୀନରେ ଭତ୍ତା ପାଉଥିବା ବୃଦ୍ଧ, ଅସହାୟ ଓ ଭିନ୍ନକ୍ଷମମାନଙ୍କୁ ଆଉ ଖରାରେ ବାହାରକୁ ଆସିବାକୁ ପଡ଼ିବ ନାହିଁ । ଏଣିକି ସେମାନଙ୍କୁ ସେମାନଙ୍କ ଘର ଦୁଆରମୁହଁରେ ଭତ୍ତା ଯୋଗାଇ ଦିଆଯିବ । ସାମାଜିକ…

ମାଛ ବଜାରରେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିବା ଘଟଣା: କଣାସ ଥାନାର ୩ ଏଏସ୍‌ଆଇଙ୍କ ବଦଳି, ୪ ଗିରଫ

ପିପିଲି : ପୁରୀ ଜିଲ୍ଲା କଣାସରେ ମାଛ ବଜାରରେ ଯୁବକଙ୍କୁ ଗୋଡାଇ ଗୋଡାଇ ପନିକିରେ ହାଣିବା ଘଟଣା। କଣାସ ଥାନାର ୩ ଏଏସ୍‌ଆଇଙ୍କୁ ପୁରୀ ଏସ୍‌ପି ବଦଳି କରିଛନ୍ତି। ଜୁମର ବିଶ୍ଵାଳ, ସଞ୍ଜୟ ପାଟ୍ଟଶାଣୀ ଓ ସନ୍ତୋଷ ଉଦୟସିଂହଙ୍କୁ ଅସ୍ତରଙ୍ଗ, କାକଟପୁର…

୧.୨୩ ଲକ୍ଷ ବଞ୍ଚିତ ମହିଳାଙ୍କ ଖାତାକୁ ଗଲା ସୁଭଦ୍ରା ଟଙ୍କା

ଭୁବନେଶ୍ଵର: ବଞ୍ଚିତ ସୁଭଦ୍ରା ହିତାଧିକାରୀଙ୍କୁ ମିଳିଲା ଟଙ୍କା । ୩ୟ କିସ୍ତିରୁ ବଞ୍ଚିତ ଥିବା ୧ ଲକ୍ଷ ୨୩ ହଜାର ୮୪୯ ହିତାଧିକାରୀଙ୍କୁ ଆଜି ଟଙ୍କା ମିଳିଛି। ୬୧ କୋଟିରୁ ଊର୍ଦ୍ଧ୍ବ ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଇଛି। ଏହି ମହିଳା…

୬ ଦିନ ହେଲା ଜଳ ଯୋଗାଣ ଠପ, ରାସ୍ତାରୋକ କଲେ ମହିଳା

ଟିଟିଲାଗଡ଼: ତତଲାଗଡ଼ ଭାବରେ ପରିଚିତ ଟିଟିଲାଗଡ଼ ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି । ବ୍ଲକର ଦେଶିଲ ଏବଂ ବାନ୍ଧୁପଳା ଗାଁରେ ଦୀର୍ଘ ୬ ଦିନ ହେଲା ପାନୀୟ ଜଳ ଯୋଗାଣ ଠପ ହୋଇପଡିଛି । ଏହାକୁ…

ରାଜ୍ୟରେ ଆତଙ୍କ ଖେଳାଇଛନ୍ତି ସୁପାରିକିଲର

ଭୁବନେଶ୍ୱର : ରାଜ୍ୟରେ ପୁଣି ଆତଙ୍କ ଖେଳାଇଛନ୍ତି ସୁପାରିକିଲର (ଭଡ଼ାଟିଆ ହତ୍ୟାକାରୀ)। ସୁପାରିକିଲରଙ୍କ ସହାୟତାରେ ଯୋଜନାବଦ୍ଧ ଭାବେ ଷଡ଼ଯନ୍ତ୍ର ରଚୁଛନ୍ତି ଷଡ଼ଯନ୍ତ୍ରକାରୀ। ବ୍ୟବସାୟିକ ଶତ୍ରୁତା, ରାଜନୈତିକ ଛକାପଞ୍ଝା, ଜମିବାଡ଼ି ବିବାଦ, ପ୍ରେମରେ ପ୍ରତାରଣା ଘଟଣାକୁ ନେଇ ସୁପାରିକିଲରଙ୍କ ସହାୟତାରେ ଚାଲୁଛି ଅପରାଧ।…

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାରପ୍ରସାର କରୁଛି ଓଡ଼ିଶା ପରିବାର

ଭୁବନେଶ୍ବର : ଇଂଲଣ୍ଡରୁ ଜାପାନ ଆଉ ଦୁବାଇରୁ ଘାନା। ନିକଟରେ ଦକ୍ଷିଣ ଆଫ୍ରିକା ଏବଂ କୁଏତରେ ଥିବା ପ୍ରବାସୀ ଓଡ଼ିଆଙ୍କ ସହ ଯୋଡ଼ି ହୋଇଛି ଓଡ଼ିଶା ପରିବାର ନିର୍ଦେଶାଳୟ। ଏହା ରାଜ୍ୟ ତଥା ଦେଶ ବାହାରେ ଥିବା ପ୍ରତିଟି ପ୍ରବାସୀ ଓଡ଼ିଆଙ୍କୁ…