ସରକାର ଗଠନ ପାଇଁ ଦାବି କରି ରାଜ୍ୟପାଳଙ୍କୁ ଭେଟିଲେ ବିଜୟ
ତାମିଲନାଡୁ : ତାମିଲନାଡ଼ୁରେ ସରକାର ଗଠନ ପାଇଁ କସରତ ଆରମ୍ଭ ହୋଇଛି । ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକରଙ୍କୁ ଭେଟିଛନ୍ତି ଟିଭିକେ ମୁଖ୍ୟ ଥାଲାପତି ବିଜୟ । ରାଜ୍ୟପାଳଙ୍କୁ ଭେଟି ସରକାର କଂଗ୍ରେସ ସହ ଟିଭିକେ ମିଶି ସରକାର ଗଠନ ପାଇଁ ଦାବି…
