ମୁଁ ଇସ୍ତଫା ଦେବିନି’, ‘ଇଣ୍ଡିଆ’ ମେଣ୍ଟକୁ ଶକ୍ତିଶାଳୀ କରିବି : ମମତା ବାନାର୍ଜୀ

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗରେ ଟିଏମସିର ପରାଜୟ ପରେ ମମତାଙ୍କ ବଡ଼ ଘୋଷଣା । ମମତା ବାନାର୍ଜୀ ନିର୍ବାଚନ ଆୟୋଗକୁ ମୁଖ୍ୟ ଖଳନାୟକ ବୋଲି କହିଛନ୍ତି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜୟ ସତ୍ତ୍ୱେ ପଦ ତ୍ୟାଗ କରିବେ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ…

ଓଭରଟେକ୍ ବେଳେ କାରକୁ ପିଟିଲା ସ୍କର୍ପିଓ, ୫ ପୋଲିସ କର୍ମୀ ମୃତ

ହରିୟାଣା : ହରିୟାଣା ନୁହ ଜିଲ୍ଲାରେ କୁଣ୍ଡଲୀ-ମାନେସର-ପଲବଲ ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୪ ପୋଲିସ କର୍ମୀଙ୍କ ସମତେ ୫ ଜଣଙ୍କ ଜୀବନ ଚାଲିଯାଇଛି । ଦୁର୍ଘଟଣାରେ ସ୍କର୍ପିଓ କାର୍ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ସକାଳ…

ବନ୍ୟାରେ ନିଖୋଜ ବ୍ୟକ୍ତିଙ୍କ ଶରୀର କୁମ୍ଭୀର ପେଟରୁ ଉଦ୍ଧାର

ଦକ୍ଷିଣ ଆଫ୍ରିକା : ଦକ୍ଷିଣ ଆଫ୍ରିକାରୁ ଏକ ଘଟଣା ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ବନ୍ୟାରେ ନିଖୋଜ ହୋଇଥିବା ଜଣେ ହୋଟେଲ ମାଲିକ ଗାବ୍ରିଏଲ୍ ବାଟିଷ୍ଟାଙ୍କ ଦେହାବଶେଷ ଏକ ବିଶାଳ କୁମ୍ଭୀରର ପେଟରୁ ଉଦ୍ଧାର କରାଯାଇଛି ।…

ଦିଲ୍ଲୀ ଆରବିଆଇ ବିଲଡିଂରେ ଭୟଙ୍କର ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : ଦିଲ୍ଲୀ ଆରବିଆଇ ବିଲିଡିଂରେ ଭୟଙ୍କର ଅଗ୍ନିକାଣ୍ଡ । ସୂଚନା ମିଳିବା ପରେ ଦମକଳ ବିଭାଗର ୬ଟି ଗାଡି ନିୟୋଜିତ ହୋଇଛି । ଦିଲ୍ଲୀର ଫାୟାର ସର୍ଭିସର ଜଣେ ଅଧିକାରୀଙ୍କ କହିବା ମୁତାବକ, ପାର୍ଲିଆମେଣ୍ଟ ଷ୍ଟ୍ରିଟ ସ୍ଥିତ ଭାରତୀୟ ରିଜର୍ଭ ବ୍ୟାଙ୍କ…

ୟୁଏଇ ଉପରେ ଇରାନର ଭୟାବହ ମିସାଇଲ୍ ଓ ଡ୍ରୋନ୍ ମାଡ଼, ୩ ଭାରତୀୟ ଆହତ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଯୁଦ୍ଧର କଳାବାଦଲ । ୟୁଏଇ ଉପରେ ଇରାନର ଭୟାବହ ମିସାଇଲ୍ ଓ ଡ୍ରୋନ୍ ମାଡ଼। ମଧ୍ୟପ୍ରାଚ୍ୟରେ ସଙ୍କଟ ଘନେଇବାରେ ଲାଗିଛି । UAE ଉପରେ ଇରାନର ଆକସ୍ମିକ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ ପରେ ସମଗ୍ର ଅଞ୍ଚଳରେ ଯୁଦ୍ଧ ପରିସ୍ଥିତି…

ଘରୋଇ ସହାୟିକାରୁ ବିଧାୟିକା ହେଲେ କଳିତା ମାଝୀ

ପଶ୍ଚିମବଙ୍ଗ : ବିଜେପି ଭାଙ୍ଗିଲା ଦିଦିଙ୍କ ଗର୍ବ । ପଶ୍ଚିମବଙ୍ଗରେ ଟିଏମସି ଦେଲା ଚିତପଟାଙ୍ଗ । ଆଉ ବାଜିମାରିନେଲା ବିଜେପି । ପଶ୍ଚିମବଙ୍ଗ ନିର୍ବାଚନରେ ଅନେକ ଇମୋସନର ବିଜୟ ଦେଖିବାକୁ ମିଳିଛି । ଆରଜି କର ମେଡିକାଲ ଦୁଷ୍କର୍ମ ପୀଡିତାଙ୍କ ମା’ ହୁଅନ୍ତୁ…

ଆସନ୍ତା ୯ରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ସମାରୋହ, କିଏ ହେବେ ମୁଖ୍ୟମନ୍ତ୍ରୀ ଚାଲିଛି ଅଙ୍କକଷା

କୋଲକତା : ପଶ୍ଚିମବଙ୍ଗରେ ମମତାଙ୍କୁ ହରାଇ ମୋଦିଙ୍କ ବିଶାଳ ବିଜୟ । ଏବେ ସରକାର ଗଠନ ପାଇଁ ପ୍ରକ୍ରିୟା ଜୋରଦାର ଚାଲିଛି । ୯ ତାରିଖରେ ଶପଥ ନେବେ ନୂଆ ସରକାର । ରବିନ୍ଦ୍ରନାଥ ଟାଗୋରଙ୍କ ଜୟନ୍ତୀ ହୋଇଥିବାରୁ ୯ ତାରିଖରେ ଶପଥ…

ଟ୍ରକ ତଳେ ଚାପିହେଲା କାର୍, ଚାଲିଗଲା ସ୍ବାମୀ-ସ୍ତ୍ରୀଙ୍କ ସମେତ ୩ ଜୀବନ

ଉତ୍ତରପ୍ରଦେଶ : ଗ୍ରେଟର ନୋଏଡା ଇଷ୍ଟର୍ଣ୍ଣ ପେରିଫେରଲ ଏକ୍ସପ୍ରେସ ଓେ୍ବରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ସ୍ବାମୀ ସ୍ତ୍ରୀଙ୍କ ସମେତ ୩ ଜଣଙ୍କ ଜୀବନ ଚାଲିଯାଇଛି । ଘଟଣାରେ ୭ ବର୍ଷର ପିଲା ମଧ୍ୟ ଆହତ ହୋଇଛି । ଘଟଣାସ୍ଥଳରେ କୋତୱାଲି…

ଖରାପ ପାଗ ଯୋଗୁଁ ୩ ଜିଲ୍ଲାରେ ୧୨ ଜଣଙ୍କର ମୃତ୍ୟୁ

ବିହାର : ବିହାରର ୩ଟି ଜିଲ୍ଲାରେ ଖରାପ ପାଗ ଯୋଗୁଁ ୧୨ ଜଣଙ୍କର ମୃତ୍ୟୁ ଘଟିଛି । ପ୍ରବଳ ବର୍ଷା ପାଇଁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଥିଲା । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ କ୍ଷତିପୂରଣ ଘୋଷଣା କରିଛନ୍ତି…

ବାଣ କାରଖାନାରେ ବିସ୍ଫୋରଣ: ୨୧ ମୃତ, ୬୧ ଆହତ 

ନୂଆଦିଲ୍ଲୀ: ଚୀନରୁ ଆସିଛି ବଡ଼ ଖବର । ଆଜି ଚୀନର ହୁନାନ୍ ପ୍ରଦେଶର ଲିୟୁୟାଙ୍ଗ ସହରରେ ଥିବା ଏକ ବାଣ ତିଆରି କାରଖାନାରେ ବିସ୍ଫୋରଣ ଘଟିଛି । ଏହି ଦୁର୍ଘଟଣାରେ ୨୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୬୧ ଜଣ ଆହତ ହୋଇଥିବା…