ବିଜେପି ବିରୋଧରେ କେଜ୍ରିୱାଲଙ୍କ ଖୁଲାସା; ଆପ୍‌ ବିଧାୟକଙ୍କୁ ମିଳିଛି ୨୫ କୋଟି ଲେଖାଏଁର ଅଫର

ନୂଆଦିଲ୍ଲୀ : ‘ଦିଲ୍ଲୀରେ ପଦ୍ମ ଫୁଟାଇବାକୁ ଫୁଲ୍‌ ଦମରେ ଲାଗିଛି ବିଜେପି। ଏପରିକି ଆପ୍‌ ଛାଡ଼ି ବିଜେପିରେ ମିଶିବାକୁ ୨୫ କୋଟି ଲେଖାଏର ଅଫର । ଏଥିସହ ବିଜେପି ଟିକେଟରେ ନିର୍ବାଚନ ଲଢ଼ିବାର ଲୋଭ ବି ଦେଖାଯାଉଛି। ’ ବିଜେପି ବିରୋଧରେ…

ଅର୍ଦ୍ଧନଗ୍ନ ଅବସ୍ଥାରେ ଆମ୍ବେଦକରଙ୍କ ଫଟୋ ମୁଣ୍ଡାଇ ରାସ୍ତାରେ ବୁଲିଲେ ଛାତ୍ର

ବେଙ୍ଗାଲୁରୁ : ଜଣେ ହଷ୍ଟେଲ ଛାତ୍ରଙ୍କୁ ଅର୍ଦ୍ଧନଗ୍ନ କରାଇ ରାସ୍ତାରେ ବୁଲାଇଲେ ଅନ୍ୟ ଅନ୍ତେବାସୀ। ଛାତ୍ର ଜଣକ ମୁଣ୍ଡରେ ବିଆର ଆମ୍ବେଦକରଙ୍କ ଫଟୋ ଥୋଇ ରାସ୍ତାରେ ବୁଲୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ଆମ୍ବେଦକରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଛାତ୍ର…

କେରଳ ରାଜ୍ୟପାଳଙ୍କୁ ଦିଆଗଲା Z+ ସୁରକ୍ଷା

ତ୍ରିଭେନ୍ଦ୍ରମ୍ : କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ ଦିଆଗଲା Z+ ସୁରକ୍ଷା। ଷ୍ଟୁଡେଣ୍ଟ ଫେଡେରେସନ୍ ଅଫ୍ ଇଣ୍ଡିଆ (SFI) ସହ ବିବାଦ ପରେ ରାଜ୍ୟପାଳଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଛି। ଆଜି ଗୃହମନ୍ତ୍ରଣାଳୟ ରାଜ୍ୟପାଳଙ୍କୁ Z+ ସୁରକ୍ଷା ଦେଇଛି। କିଛିଦିନ ତଳେ…

‘ନୀତୀଶ ଯଦି ଇଣ୍ଡିଆ ମେଣ୍ଟରେ ରହନ୍ତେ, ତେବେ ପ୍ରଧାନମନ୍ତ୍ରୀ ହୋଇପାରନ୍ତେ’

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଜେପି ସହ ମେଣ୍ଟ କରିବା ନେଇ ଚର୍ଚ୍ଚା ମଧ୍ୟରେ ବଡ ବୟାନ ଦେଇଛନ୍ତି ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ। ଅଖିଳେଶ କହିଛନ୍ତି, ଯଦି ନୀତୀଶ କୁମାର ଦୃଢ ଭାବେ ଇଣ୍ଡିଆ ମେଣ୍ଟରେ ରହନ୍ତେ, ତେବେ…

ଏବେ କାଶୀ, ମଥୁରା ବାକି ଅଛି :ଗିରିରାଜ ସିଂ

ନୂଆଦିଲ୍ଲୀ: ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ଜ୍ଞାନବାପି ମସଜିଦ ପରିସରର ସର୍ଭେ ରିପୋର୍ଟ ହିନ୍ଦୁ ଓ ମୁସଲମାନ ପକ୍ଷକୁ ପ୍ରଦାନ କରାଯାଇଛି। ହିନ୍ଦୁ ପକ୍ଷର ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନ ଗୁରୁବାର (ଜାନୁଆରୀ ୨୬) ଦାବି କରିଛନ୍ତି ଯେ ଏଏସଆଇ…

ସମ୍ପର୍କରେ ତିକ୍ତତା ମଧ୍ୟରେ ଭାରତକୁ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲା କାନାଡା

ଭାରତ-କାନାଡା ସମ୍ପର୍କରେ ତିକ୍ତତା ମଧ୍ୟରେ ଭାରତକୁ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲା କାନାଡା। ଭାରତରେ ଥିବା କାନାଡାର ହାଇକମିଶନ ୭୫ତମ ଗଣତନ୍ତ୍ର ଦିବସ ଅବସରରେ ଅଭିନନ୍ଦନ ଜଣାଇଛନ୍ତି। ଏକ ଏକ୍ସ ପୋଷ୍ଟ ମାଧ୍ୟମରେ ହାଇକମିଶନର କହିଛନ୍ତି, "ଭାରତକୁ ଗଣତନ୍ତ୍ର ଦିବସର ଶୁଭେଚ୍ଛା…

ଭାଙ୍ଗିଯିବ ବିହାର ସରକାର! ପୁଣି ମୁଖ୍ୟମନ୍ତ୍ରୀ ହେବ ନୀତୀଶ କୁମାର

ଶେଷରେ ଭାଙ୍ଗିବାକୁ ଯାଉଛି ଆରଜେଡି-ଜେଡିୟୁ ମେଣ୍ଟ। ବିହାରରେ ଗଠନ ହୋଇପାରେ ବିଜେପି-ଜେଡିୟୁ ସରକାର। ଆସନ୍ତା ଜାନୁଆରୀ 28ରେ ଜେଡିୟୁ-ବିଜେପି ସରକାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ନୀତୀଶ କୁମାର। ବିଶେଷ ସୂତ୍ରରୁ ପ୍ରକାଶ ରିପୋର୍ଟ ଅନୁସାରେ, ଆସନ୍ତା ରବିବାର ନୀତୀଶ କୁମାର…

ମୂର୍ତ୍ତି ଗଢ଼ିବା ସମୟରେ ପ୍ରତିଦିନ ସନ୍ଧ୍ୟା ୪ରୁ ୫ଟା ମଧ୍ୟରେ ଏକ ମାଙ୍କଡ଼ ଆସି ରାମଲଲ୍ଲାଙ୍କୁ ଦେଖି ଚାଲିଯାଏ: ଅରୁଣ ଯୋଗୀରାଜ

ନୂଆଦିଲ୍ଲୀ: ଶିଳ୍ପୀ ଅରୁଣ ଯୋଗୀରାଜ ଅଯୋଧ୍ୟା ରାମମନ୍ଦିର ପାଇଁ ରାମଲଲ୍ଲାଙ୍କ ମୂର୍ତ୍ତି ତିଆରି କରିଛନ୍ତି। ଉକ୍ତ ମୂର୍ତ୍ତିର ପ୍ରାଣପ୍ରତିଷ୍ଠା ଜାନୁଆରି ୨୨ ତାରିଖରେ ହୋଇସାରିଛି। ତେବେ ରାମଲଲ୍ଲାଙ୍କ ମୂର୍ତ୍ତି ତିଆରି କରିବା ସମୟରେ ଅରୁଣ ଯୋଗୀରାଜଙ୍କ  ସହ କ’ଣ କ’ଣ ବିତିଥିଲା…

ବିହାର ରାଜନୀତିରେ ହଲଚଲ; ନୀତୀଶ ଓ ତେଜସ୍ୱୀଙ୍କ ମଧ୍ୟରେ ଦେଖାଦେଲା ଫାଟ

ବିହାର ରାଜନୀତିରେ ଦେଖାଦେଲାଣି ହଲଚଳ । ଜେଡିୟ ଓ ଆରଜେଡି ମଧ୍ୟରେ ସବୁ କିଛି ଠିକ୍‌ ନ ଥିବା ଆକଳନ କରାଯାଉଥିବା ବେଳେ ଏହାର ଏକ ଦୃଶ୍ୟ ସାମନାକୁ ଆସିଛି। ଏକ ଫଟୋରେ କ୍ଷମତାସୀତ ଦୁଇ ଦଳ ମଧ୍ୟରେ ଦେଖାଦେଇଥିବା ଫାଟ…

ବାପାଙ୍କ ସ୍ଥାନ ସ୍ୱର୍ଗଠାରୁ ବି ଉଚ୍ଚ: ଯୁଧିଷ୍ଠିରଙ୍କ ଉତ୍ତରକୁ ଭିତ୍ତି କରି ରାୟ ଶୁଣାଇଲେ ବିଚାରପତି

ରାଞ୍ଚି: ଝାଡ଼ଖଣ୍ଡ ହାଇକୋର୍ଟ ଆଜି ଜଣେ ପିତା ଏବଂ ପୁଅଙ୍କ ବିବାଦରେ ନିଜର ରାୟ ପ୍ରଦାନ କରି ମହାଭାରତ ଏବଂ ବେଦକୁ ସୂଚାଇ କହିଛନ୍ତି ଯେ ପୁଅର ପିତାମାତାଙ୍କ ପ୍ରତି କର୍ତ୍ତବ୍ୟ ଅଛି ଏବଂ ପିତାଙ୍କ ସ୍ଥାନ ସ୍ୱର୍ଗଠାରୁ ଅଧିକ। ଜଷ୍ଟିସ…