ଚାଲିଥିଲା ବ୍ରେନ୍‌ ଟ୍ୟୁମର ଅପରେସନ; ରୋଗୀ ବଜାଉଥିଲେ ଗିଟାର

ଅପରେସନ କଥା ଶୁଣିଲେ ସମସ୍ତେ ଛାନିଆ ହୋଇ ଯାଆନ୍ତି। ଅପରେସନ ଟେବୁଲକୁ ଗଲେ କଥା ସରିଲା। କିପରି ଭଲରେ ଭଲରେ ଅପରେସନ ସରିବ ସେଥିପାଇଁ ମୁଣ୍ଡିଆ ମାରୁଥାନ୍ତି ପରିବାର ଲୋକେ। ଆଉ ରୋଗୀ କଥା ତ ଛାଡ଼ । ମାତ୍ର ଏବେ…

ପଶ୍ଚିମବଙ୍ଗରେ କଂଗ୍ରେସ ଓ ଟିଏମସି ମଧ୍ୟରେ ବଢ଼ିବାରେ ଲାଗିଛି ବିବାଦ

କୋଲକାତା: ପଶ୍ଚିମବଙ୍ଗରେ କଂଗ୍ରେସ ଏବଂ ଟିଏମସି ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ଦାବି କରିଛନ୍ତି ଯେ ରାହୁଲ ଗାନ୍ଧୀ ପଶ୍ଚିମବଙ୍ଗର ସିଲିଗୁଡିରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଉଦ୍ଦେଶ୍ୟରେ ଏକ ସାଧାରଣ ସଭା ପାଇଁ…

୫ ଜଣଙ୍କୁ ପଦ୍ମ ବିଭୂଷଣ, ୧୭ ଜଣଙ୍କୁ ପଦ୍ମ ଭୂଷଣ ଓ ୧୧୦ ଜଣଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ

ସାଧାରଣ ଦିବସର ଅବ୍ୟବହିତ ପୂର୍ବରୁ ଗୁରୁବାର ସନ୍ଧ୍ୟାରେ କେନ୍ଦ୍ର ସରକାର ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି। ଚଳିତ ବର୍ଷ ୫ ଜଣଙ୍କୁ ପଦ୍ମ ବିଭୁଷଣ, ୧୭ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୧୧୦ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ । ଏଥିନିମନ୍ତେ ସେମାନଙ୍କ…

ଗଣତନ୍ତ୍ର ଦିବସ ପାଳନ ସମୟରେ ଅଚେତ ହୋଇପଡ଼ିଲେ ପୂର୍ବତନ ଡେପୁଟି ସିଏମ

ନୂଆଦିଲ୍ଲୀ: ଦେଶ ଆଜି ୭୫ତମ ଗଣତନ୍ତ୍ର ଦିବସ ପାଳନ କରୁଛି। ଗଣତନ୍ତ୍ର ଦିବସ ପାଳନ ଅବସରରେ ତେଲେଙ୍ଗାନାର ପୂର୍ବତନ ଡେପୁଟି ସିଏମ ମହମୁଦ ଅଲି ହଠାତ ଅଚେତ ହୋଇପଡ଼ିଥିଲେ। ସଙ୍ଗେସଙ୍ଗେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ…

ଭୁଶୁଡ଼ିଲା ସୁନା ଖଣି, ୭୩ ମୃତ

ସୁନା ଖଣିରେ ଅଘଟଣ। ସୁନା ଖଣି ଧସିବା ଯୋଗୁ ୭୦ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଛି। ଆଫ୍ରିକାର ମାଲିରେ ଘଟିଛି ଏହି ଅଘଟଣ। ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି। ବୁଧବାର ମାଲିରେ ଥିବା ଏକ ବେଆଇନ…

ଶୁକ୍ରବାର ସଂଧ୍ୟା ସୁଦ୍ଧା ଦ୍ବନ୍ଦ୍ବ ଦୂର କର : ନୀତୀଶଙ୍କୁ କହିଲା ଆରଜେଡି

ପଟନା: ବିହାରରେ ରାଜନୈତିକ ବିପର୍ଯ୍ୟୟକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଆରଜେଡି ଏବେ ସିଧାସଳଖ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଅଲଟିମେଟମ ଦେଇଛି । ବାସ୍ତବରେ ଆରଜେଡି ସାଂସଦ ମନୋଜ ଝା ଏକ ବୟାନ ଦେଇ କହିଛନ୍ତି ଯେ ବିହାର ରାଜନୀତିରେ ଦ୍ୱନ୍ଦ୍ୱର…

ମୁମ୍ବାଇରେ ଭୟଙ୍କର ଅଗ୍ନିକାଣ୍ଡ, ଜଣେ ମୃତ

ଗତକାଲି ବିଳମ୍ବିତ ରାତିରେ ଦକ୍ଷିଣ ମୁମ୍ବାଇର ଏକ ବଜାରରେ ଲାଗିଛି ଭୟଙ୍କର ଅଗ୍ନିକାଣ୍ଡ। ନିଆଁର ଭୟାବହତା ଏତେ ଅଧିକ ଯେ ଏହାକୁ ନିୟନ୍ତ୍ରଣ କରିବାକୁ ୨୦ଟି ଦମକଳ ଗାଡ଼ି ନିୟୋଜିତ ହୋଇଛି।  ଏହି ଅଗ୍ନିକାଣ୍ଡରେ ଜଣେ ମୃତାହତ ହୋଇଥିବା ନେଇ ସୂଚନା…

ପ୍ରଥମ ଥର ପାଇଁ ସାମରିକ ବ୍ୟାଣ୍ଡ ବଦଳରେ ବାଜିଲା ଶଙ୍ଖ, ନାଦସ୍ବର, ନଗାଡ଼ା ପରି ବାଦ୍ୟଯନ୍ତ୍ର

ନୂଆଦିଲ୍ଳୀ: ଭାରତ ଆଜି ୭୫ତମ ଗଣତନ୍ତ୍ର ଦିବସ ପାଳନ କରିଛି। ଏହି ୨୦୨୪ ମସିହାର ସାଧାରଣତନ୍ତ୍ର ଦିବସ ଏକ ମାଇଲଖୁଣ୍ଟକୁ ଚିହ୍ନିତ କରିଛି। କାରଣ ଚଳିତବର୍ଷ ରାଜଧାନୀ ଦିଲ୍ଲୀର କର୍ତ୍ତବ୍ୟ ପଥରେ ପ୍ରଥମ ଥର ପାଇଁ ନିଆରା ପରେଡ୍‌ ଦେଖିବାକୁ ମିଳିଛି। କର୍ତ୍ତବ୍ୟ…

ଦେଶ ପାଳୁଛି ୭୫ତମ ଗଣତନ୍ତ୍ର ଦିବସ; ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି

ବିଶ୍ୱର ସର୍ବବୃହତ୍ତ ଗଣତନ୍ତ୍ର ରାଷ୍ଟ ଭାରତ ଆଜି ପାଳୁଛି ତାର ୭୫ତମ ଗଣଣତନ୍ତ୍ର ଦିବସ। ଆଜିର ଏହି ପବିତ୍ର ଉତ୍ସବରେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଦିଲ୍ଲୀର କର୍ତ୍ତବ୍ୟ ପଥରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ପତାକା ଉତ୍ତୋଳନ…

ଅମୃତ କାଳରେ ଦେଶକୁ ନୂଆ ଉଚ୍ଚତାକୁ ନେବାର ସୁଯୋଗ ଆସିଛି : ରାଷ୍ଟ୍ରପତି

ନୂଆଦିଲ୍ଲୀ: ଦେଶ ଅମୃତ କାଳର ପ୍ରାରମ୍ଭିକ ସମୟରେ ଅଛି । ଦେଶକୁ ଏକ ନୂଆ ଉଚ୍ଚତାକୁ ନେବାକୁ ଆମ ହାତରେ ଏକ ସୁବର୍ଣ୍ଣ ସୁଯୋଗ ରହିଛି । ଏହି ଲକ୍ଷ୍ୟ ହାସଲ ପାଇଁ ପ୍ରତି ନାଗରିକଙ୍କ ଯୋଗଦାନ ଜରୁରୀ ବୋଲି କହିଛନ୍ତି…