କୁହୁଡ଼ି ହେଲା କାଳ; ପିଟାପିଟି ହେଲେ ୭ଟି ଗାଡ଼ି

ଘନ କୁହୁଡ଼ି ହେଲା କାଳ। କୁହୁଡ଼ି ପାଇଁ ପଶ୍ଚିମବଙ୍ଗର ଉତ୍ତର ଦିନାଜପୁର ଜିଲ୍ଲାରେ ଗତ ରାତିରେ ଏକ ମର୍ମନ୍ତୁଦ ସିରିଜ ଦୁର୍ଘଟଣା ଘଟିଛି। ରାସ୍ତା ପାର୍ଶ୍ୱରେ ଏକ ଖରାପ ହୋଇ ଯାଇଥିବା ଟ୍ରକ୍‌ ଛିଡ଼ା ହୋଇଥିବା ବେଳେ ସେଥିରେ ଏକ କାର୍‌…

ରାମ ମନ୍ଦିର ପାଖରେ ତିଆରି ହେବ ଆଉ ୧୩ଟି ମନ୍ଦିର, ବିରାଜିବେ ମା’ ସୀତା

ଅଯୋଧ୍ୟାରେ ବିରାଜି ସାରିଛନ୍ତି ପ୍ରଭୁ ଶ୍ରୀ ରାମ। ରାମଲଲାଙ୍କ ସାଧାରଣ ଦର୍ଶନ ମଧ୍ୟ ଆରମ୍ଭ ହୋଇସାରିଛି। ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ରାମଲଲାଙ୍କୁ ଦର୍ଶନ କରିବା ପାଇଁ ଅଯୋଧ୍ୟାରେ ଭିଡ ଜମାଇଛନ୍ତି। ତେବେ ନୂଆ ରାମ ମନ୍ଦିରଟି ସମ୍ପୂର୍ଣ୍ଣ ହୋଇନାହିଁ। ଏହା ଅର୍ଦ୍ଧନିର୍ମିତ…

ରାମଲଲ୍ଲାଙ୍କ ଆଖି ଓ ହସକୁ ନେଇ ଶିଳ୍ପୀ ‌ଯୋଗୀରାଜ ଦେଲେ ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: କର୍ଣ୍ଣାଟକର ମୂର୍ତ୍ତି ଗଢ଼ୁଥିବା ଶିଳ୍ପୀ ଅରୁଣ ଯୋଗୀରାଜଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। କାରଣ ଇଏ ହେଉଛନ୍ତି ସେହି ବ୍ୟକ୍ତି ଯିଏ ରାମଲଲ୍ଲାଙ୍କ ମୂର୍ତ୍ତି ଗଢ଼ିଥିଲେ। ଆଜି ବିଶ୍ବ ଯେଉଁ ରାମଲଲ୍ଲାଙ୍କ ମୂର୍ତ୍ତିକୁ ଦେଖି ଖୁସି ହେବା ସହିତ ଭକ୍ତିଭାବରେ…

ପ୍ରତିଶୋଧ ନେଲେ ଇଡି ଅଧିକାରୀ; ଏଥର ପୂରା ସୁରକ୍ଷା ବଳୟରେ ଟିଏମସି ନେତାଙ୍କ ଘରେ ପଶିଲେ

ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନେତା ଶାହଜାହାନ ଶେଖ ଘରକୁ ଚଢ଼ାଉ ପାଇଁ ଯାଇ ଆକ୍ରମଣର ଶିକାର ହୋଇଥିବା ଇଡି ଟିମ୍‌ ଆଜି ପୁଣି ତରେ ଶାହଜାହାନଙ୍କ ଘର ଉପରେ ଚଢ଼ାଉ କରିଛି। ଗତ ଥର ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା…

ରାହୁଲଙ୍କ ନାଁରେ ମାମଲା ରୁଜୁ; ଅମିତ ଶାହଙ୍କୁ ଚିଠି ଲେଖିଲେ ଖଡଗେ

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ନିର୍ଦ୍ଦେଶ କ୍ରମେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପୁଲିସ୍‌ ସହ ମୁହାଁମୁହିଁ ହେବା ତଥା ଭିଡ଼କୁ ଉସକାଇବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧି, କେସି ବେଣୁଗୋପାଳଙ୍କ ସମେତ ଶତାଧିକ…

କାନାଡାରେ କ୍ରାଶ ହେଲା ବିମାନ; ୬ ମୃତ, ଜଣେ ଗୁରୁତର

କାନାଡାରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୬ ଜଣଙ୍କର ପ୍ରାଣହାନୀ ହୋଇଛି। କାନାଡାର ଉତ୍ତର ପଶ୍ଚିମାଞ୍ଚଳ ଫୋର୍ଟସ୍ମିଥ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଥିବା ସୂଚନା…

କଂଗ୍ରେସ ନେତାଙ୍କ ପ୍ରଶ୍ନ – ସତରେ କ’ଣ ମୋଦି ୧୧ ଦିନିଆ ବ୍ରତ ପାଳନ କରିଥିଲେ?

ଅଯୋଧ୍ୟା ରାମ ମନ୍ଦିରର ଉଦ୍‌ଘାଟନ ପୂର୍ବରୁ ୧୧ ଦିନର ଉପବାସ ବ୍ରତ ପାଳନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। ଭଗବାନ ରାମଙ୍କ ଆଖିରୁ ପଟି ଖୋଲିବା ପରେ ମୋଦି ଚରଣାମୃତ ପିଇ ନିଜ ୧୧ ଦିନର ଉପବାସ ଭାଙ୍ଗିଥିଲେ। ମାତ୍ର ମୋଦିଙ୍କ ଉପବାସ…

ଅଦାଲତରେ ମହାଭାରତ; ଜଜ୍‌ଙ୍କ ଉପରକୁ ଜୋତା ଫିଙ୍ଗିଲେ ଓକିଲ

ଅଦାଲତରେ ହେଲା ମହାଭାରତ । ଏକ ମାମଲାର ଶୁଣାଣି ଚାଲିଥିବା ବେଳେ ଉଭୟ ପକ୍ଷ ଓକିଲଙ୍କ ମଧ୍ୟରେ କଥା କଟାକଟି ଚାଲିଥିବା ବେଳେ ଟାର୍ଗେଟକୁ ଚାଲି ଆସିଲେ ଜଜ୍‌ । ନିଜ ଉପରୁ ନିୟନ୍ତ୍ରଣ ହରାଇ ଜଣେ ଓକିଲ ବିଚାରପତିଙ୍କ ଉପରକୁ ଜୋତା…

ଲୋକସଭା ନିର୍ବାଚନ ଏପ୍ରିଲ ୧୬ରେ ହେବା ଖବରକୁ ଖଣ୍ଡନ କଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ଏପ୍ରିଲ ୧୬ରେ ହେବ ବୋଲି କୁହାଯାଉଥିବା ଖବରକୁ ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ମଙ୍ଗଳବାର ଖଣ୍ଡନ କରିଛନ୍ତି। ସିଇଓଙ୍କ କାର୍ଯ୍ୟାଳୟରୁ ଏକ ଚିଠି ସୋସିଆଲ ମିଡିଆରେ ଆସିବା ପରେ ମତଦାନ ତାରିଖକୁ ନେଇ ଚର୍ଚ୍ଚା…

ମାର୍ଚ୍ଚରୁ ଆରମ୍ଭ ହେବ IPL ଫାଇଟ୍ !

ନୂଆଦିଲ୍ଲୀ : ମାର୍ଚ୍ଚରୁ ଆରମ୍ଭ ହୋଇପାରେ ଫଟାଫଟ୍ କ୍ରିକେଟ ଆଇପିଏଲ୍ ସମର୍। ୧୭ତମ ଆଇପିଏଲ୍ ମାର୍ଚ୍ଚ ୨୨ରୁ ଆରମ୍ଭ ହେବାର ସମ୍ଭାବନା ରହିଛି।ଲୋକସଭା ନିର୍ବାଚନ ତାରିଖ ଘୋଷଣା ପରେ ଟୁର୍ନାମେଣ୍ଟ ତାରିଖ ସ୍ପଷ୍ଟ ହୋଇଯିବ। କ୍ରିକବୁଜ୍ ରିପୋର୍ଟ ଅନୁଯାୟୀ, ଆଇପିଏଲ ଟୁର୍ନାମେଣ୍ଟ…