ସୋନି-ଜୀ ମିଶ୍ରଣ ବାତିଲ

ନୂଆଦିଲ୍ଲୀ: ଦୀର୍ଘ ଦୁଇ ବର୍ଷ ପର୍ଯ୍ୟନ୍ତ ମୁଲଚାଲ ପରେ ମଧ୍ୟ ସହମତି ହୋଇନପାରିବାରୁ ଦେଶର ଦୁଇ ବଡ଼ ଟିଭି ପ୍ରସାରଣକାରୀ ସଂସ୍ଥା ସୋନି ଓ ଜୀ ମିଶ୍ରଣ ବାତିଲ ହୋଇଛି। ୨୦୨୧ ଡିସେମ୍ବରରେ ଏହି ଦୁଇ କଂପାନି ପରଷ୍ପର ସହ ହାତ…

ସୋନୁ ନିଗମଙ୍କ ରାମଚରିତମାନସ ଗାନ: ଅନୁରାଧା ପୌଡୱାଲ ଓ ଶଙ୍କର ମହାଦେବନଙ୍କ ଭକ୍ତି ସଂଗୀତ ପରିବେଷଣ

ଅଯୋଧ୍ୟା: ଅଯୋଧ୍ୟାର ରାମମନ୍ଦିରରେ ପ୍ରାଣପ୍ରତିଷ୍ଠା ସମାରୋହରେ ମନୋରଞ୍ଜନ ଜଗତର ଶ୍ରେଷ୍ଠ କଳାକାରମାନେ ଉପସ୍ଥିତ ଥିଲେ। ପ୍ରସିଦ୍ଧ ଗାୟକ ସୋନୁ ନିଗମ ଏହି ସମାରୋହରେ ରାମଚରିତମାନସର କିଛି ଦୋହା ଗାନ କରିଥିଲେ। ଏକ ଜଣାଶୁଣା ଗଣମାଧ୍ୟମ ଏଜେନ୍ସିକୁ ଗାୟକ କହିଛନ୍ତି ଯେ ରାମମନ୍ଦିର…

କ୍ରାଶ୍‌ ହେଲା ସେନା ବିମାନ, ଲ୍ୟାଣ୍ଡିଂ ବେଳେ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ : କ୍ରାଶ୍‌ ହେଲା ସେନା ବିମାନ। ବିମାନ ବନ୍ଦରରେ ଲ୍ୟାଣ୍ଡିଂ ବେଳେ ହେଲା ଦୁର୍ଘଟଣାଗ୍ରସ୍ତ। ମିଜୋରାମର ଲେଙ୍ଗପୁଇ ବିମାନ ବନ୍ଦରରେ ମିଆଁମାର୍‌ର ଏକ ସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି…

ହଂକଂକୁ ପଛରେ ପକାଇ ବିଶ୍ୱରେ ଚତୁର୍ଥ ବୃହତ୍ତମ ଶେଆର ବଜାର ହେଲା ଭାରତ

ନୂଆଦିଲ୍ଲୀ : ଭାରତୀୟ ଷ୍ଟକ୍ ମାର୍କେଟ ପ୍ରଥମ ଥର ପାଇଁ ହଂକଂକୁ ଅତିକ୍ରମ କରିଛି। ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ସୋମବାର ଭାରତୀୟ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ଷ୍ଟକଗୁଡ଼ିକର ମିଳିତ ବଜାର କ୍ୟାପ୍ (କମ୍ପାନୀଗୁଡିକର ଶେଆର୍ ମୂଲ୍ୟ) ୪ ଲକ୍ଷ ୩୩ ହଜାର କୋଟି…

ସବୁଠୁ ଧନୀ ମନ୍ଦିର ହେବ ଅଯୋଧ୍ୟା ରାମ ମନ୍ଦିର!

ନୂଆଦିଲ୍ଲୀ: ଅଯୋଧ୍ୟାରେ ନବନିର୍ମିତ ରାମ ମନ୍ଦିରରେ ଆଜି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି। ଏବେ ଅଯୋଧ୍ୟା ହିନ୍ଦୁ ଏବଂ ରାମଭକ୍ତମାନଙ୍କ ପାଇଁ ଏକ ‌ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଯାଇଛି। ତେଣୁ ଆଗାମୀ ଦିନରେ ଏହା ଉତ୍ତର ପ୍ରଦେଶ ସରକାରଙ୍କ ପାଇଁ ରାଜସ୍ବ…

କୁନୋରେ ଶାବକ ଜନ୍ମକଲା ନାମିବୀୟ ଚିତା ‘ଜ୍ବାଳା’: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: କୁନୋ ଜାତୀୟ ଉଦ୍ୟାନରେ ନାମିବୀୟ ଚିତା ‘ଜ୍ବାଳା’ ୩ଟି ଶାବକ ଜନ୍ମ କରିଥିବା କଥା ମଙ୍ଗଳବାର ଦିନ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି। ‘ଜ୍ବାଳା’ ଶାବକ ଜନ୍ମ କରିବା ସଂକ୍ରାନ୍ତ ଭିଡିଓ…

ପୂରା ପରିବାର ସହ ଅଯୋଧ୍ୟାରେ ଅମ୍ବାନୀ; ରାମ ମନ୍ଦିର ଟ୍ରଷ୍ଟ୍‌କୁ ଦାନ କରିଛନ୍ତି ୨.୫୧ କୋଟି ଟଙ୍କା

ଅଯୋଧ୍ୟା: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଦେଶର ଅନେକ ଶିଳ୍ପପତିଙ୍କୁ ଅଯୋଧ୍ୟାରେ ଦେଖିବାକୁ ମିଳିଥିଲା। ଏହି ଅବସରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କୁ ପୂରା ପରିବାର ସହ ଅଯୋଧ୍ୟାରେ ଦେଖିବାକୁ ମିଳିଥିଲା। ପୂରା ପରିବାର କଡ଼ା ସୁରକ୍ଷାର ସହ…

ରାମମନ୍ଦିର ପ୍ରାଣପ୍ରତିଷ୍ଠାକୁ ନେଇ ମାୟାବତୀଙ୍କ ଉତ୍ତରାଧିକାରୀଙ୍କ ବୟାନ, ବିଜେପି ବଡ ଭୁଲ କରିଦେଲା

ନୂଆଦିଲ୍ଲୀ: ପ୍ରାୟ ୫୦୦ ବର୍ଷର ବ୍ୟବଧାନ ପରେ ଅଯୋଧ୍ୟାରେ ନିର୍ମିତ ନୂଆ ମନ୍ଦିରରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ସ୍ଥାନ ପାଇଛନ୍ତି। ଗତକାଲି ଅତ୍ୟନ୍ତ ଭକ୍ତି ଓ ଭାବ ସହକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନବ୍ୟ-ଭବ୍ୟ-ଦିବ୍ୟ ମନ୍ଦିରରେ ସ୍ଥାପିତ ବାଳରୂପୀ ରାମ (ରାମଲାଲା)ଙ୍କର…

ମୋଦୀ ନଥିଲେ ରାମମନ୍ଦିର ନିର୍ମାଣ ହୋଇପାରିନଥାନ୍ତା: ସମାରୋହରେ ଯୋଗଦେବା ପରେ ଏଭଳି କହିଲେ କଂଗ୍ରେସ ନେତା

ନୂଆଦିଲ୍ଲୀ: ଗତକାଲି ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ସମାପନ ହୋଇଥିବାବେଳେ ଏହି କାର୍ଯ୍ୟକ୍ରମକୁ ବିରୋଧୀ ଦଳଗୁଡ଼ିକୁ ଆମନ୍ତ୍ରଣ କରାଯାଇଥିଲା। କିନ୍ତୁ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ରାମମନ୍ଦିର ପ୍ରସଙ୍ଗକୁ ନେଇ ରାଜନୀତି କରୁଥିବା ଅଭିଯୋଗ କରି ଏଥିରେ ଯୋଗ ଦେଇ…

ରାମଲଲ୍ଲାଙ୍କପ୍ରାଣପ୍ରତିଷ୍ଠା ପରେ ଯାତ୍ରୀଙ୍କ ଭ୍ରମଣ ପାଇଁ ରେଳବାଇର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା

ନୂଆଦିଲ୍ଲୀ: ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଆଇଆରସିଟିସି ସମୟ ସମୟରେ ଭ୍ରମଣ ପ୍ୟାକେଜର ଘୋଷଣା କରିଥାଏ। ଏହି ପ୍ୟାକେଜ ଆଧାରରେ ଯାତ୍ରୀମାନଙ୍କୁ ଦେଶବିଦେଶର ଅନେକ ପର୍ଯ୍ୟଟନସ୍ଥଳୀ ବୁଲିବା ପାଇଁ ସୁଯୋଗ ମିଳିଯାଇଥାଏ। ଏହି କ୍ରମରେ ଆଇଆରସିଟିସି ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠା ପ‌ରେ ନିଜର…