ରାମଲଲାଙ୍କ ପାଇଁ ବ୍ୟାରିକେଡ୍ ଭାଙ୍ଗିଲେ ଶ୍ରଦ୍ଧାଳୁ, ଲାଠି ଚାର୍ଜ କଲା ପୁଲିସ
ଅଯୋଧ୍ୟା : ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟାରେ ଆଜିଠୁ ଆରମ୍ଭ ହୋଇଛି ସାଧାରଣ ଦର୍ଶନ। ରାମଲଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟାରେ ଜମିଛି ଭକ୍ତଙ୍କ ଅସମ୍ଭାଳ ଭିଡ଼। ଭୋର ୩ଟାରୁ ରାମଙ୍କ ଦର୍ଶନ ପାଇଁ ଲୋକ ଭିଡ ଜମାଇଛନ୍ତି। ମନ୍ଦିର ଖୋଲିବା ମାତ୍ରାରେ…
