ମଣିପୁରରେ ଥମୁନି ହିଂସା, ୩ ଯବାନ ଆହତ

ଇମ୍ଫାଲ : ମଣିପୁରରେ ଥମୁନି ହିଂସା। ଆଜି ପୁଣି ମଣିପୁରର ଥୌବଲ ଜିଲ୍ଲାରେ ବନ୍ଧୁକଧାରୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ କରିଛନ୍ତି। ଏଥିରେ ତିନି ଜଣ ବିଏସ୍‌ଏଫ୍‌ ଯବାନ ଆହତ ହୋଇଛନ୍ତି। ଏନେଇ ଆଜି ପୁଲିସ ସୂଚନା ଦେଇଛି। ସୂଚନା ମୁତାବକ, ବୁଧବାର…

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ବିରୋଧ, ଆହ୍ଲାବାଦ ହାଇକୋର୍ଟରେ ପିଟିସନ୍ ଦାଖଲ

ଅଯୋଧ୍ୟା : ଜାନୁଆରୀ ୨୨ ତାରିଖରେ ରାମ ମନ୍ଦିରର ପ୍ରତିଷ୍ଠା ହେବ। ତେବେ ତା’ ପୂର୍ବରୁ ଏହାକୁ ବିରୋଧ କରି ଆହ୍ଲାବାଦ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଗାଜିଆବାଦର ଜଣେ ବ୍ୟକ୍ତି ଏହି ପିଟିସନ୍ ଦାଖଲ କରିଛନ୍ତି। ଆବେଦନକାରୀ କହିଛନ୍ତି…

ରାମ ଲଲ୍ଲାଙ୍କ ଦର୍ଶନ ପାଇଁ ଆସିଲେ ଲୋକେ ଅଯୋଧ୍ୟାବାସୀଙ୍କ ଘରେ ରହିପାରିବେ’: ଓୟୋ କମ୍ପାନି

ଅଯୋଧ୍ୟା: ଜାନୁଆରି ୨୨ତାରିଖରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଥିବାବେଳେ ଗୁରୁବାର ମନ୍ଦିରରେ ମୂର୍ତ୍ତି ପ୍ରତିଷ୍ଠା ହୋଇଛି। ଜାନୁଆରି ୨୨ ତ‌ାରିଖ ପରେ ଲକ୍ଷାଧିକ ସଂଖ୍ୟାରେ ଲୋକେ ଅଯୋଧ୍ୟା ଯିବାକୁ ପ୍ରସ୍ତୁତ ହୋଇ ରହିଛନ୍ତି। ଯାତ୍ରୀଙ୍କ ଆଗମନକୁ ଦୃଷ୍ଟିରେ ରଖି ଅନଲାଇନ…

ବିବାଦୀୟ ସ୍ଥାନରେ ମନ୍ଦିର ନିର୍ମାଣକୁ ବିରୋଧ କରୁଛି : ଷ୍ଟାଲିନ୍

ଚେନ୍ନାଇ: ତାମିଲନାଡୁ ସରକାରରେ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ ରାମ ମନ୍ଦିରକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି । ଆମ ନେତାମାନେ କହିଥିଲେ, ଧର୍ମ ଓ ରାଜନୀତିକୁ ମିଶାନ୍ତୁ ନାହିଁ। ଆମେ କୌଣସି ମନ୍ଦିର…

ଯୁଦ୍ଧର ଦ୍ବାରଦେଶରେ ଇରାନ-ପାକିସ୍ତାନ ! ଇରାନ ଉପରେ ଜବାବୀ ଆକ୍ରମଣ କଲା ପାକିସ୍ତାନ

ଇସ୍ଲାମାବାଦ : ଇରାନ ପକ୍ଷରୁ ପାକିସ୍ତାନୀ ଅଂଚଳ ଉପରେ କରାଯାଇଥିବା ଆକ୍ରମଣର ୪୮ ଘଣ୍ଟା ପରେ ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପାକିସ୍ତାନ ସେନା । ଇରାନର ସିସ୍ତାନ-ବେଲୁଚିସ୍ତାନ ପ୍ରଦେଶରେ ଥିବା ଆତଙ୍କବାଦୀ ଆଶ୍ରୟସ୍ଥଳୀ ଉପରେ ଗୁରୁବାର ସକାଳେ ପାକିସ୍ତାନ ସାମରିକ…

ମୋବାଇଲ ଛଡ଼ାଇବାକୁ ଚେଷ୍ଟା କରି ଫସିଲା ଚୋର

ପାଟନା: ମୋବାଇଲ ଛଡ଼ାଇବାକୁ ଚେଷ୍ଟା କରି ଫସିଲା ଚୋର। ଟ୍ରେନର ଝରକା ପଟେ ଯାତ୍ରୀଙ୍କଠାରୁ ମୋବାଇଲ ଫୋନ ଛଡ଼ାଇବାକୁ ଚୋର ଚେଷ୍ଟା କରୁଥିବା ବେଳେ ତାକୁ ଯାତ୍ରୀମାନେ ଧରି ପକାଇଥିଲେ। କେବଳ ଏତିକି ନୁହେଁ, ଟ୍ରେନ ଚାଲୁଥିବାରୁ ଯାତ୍ରୀମାନେ ଚୋରକୁ ଧରି…

କରସେବକଙ୍କୁ ଗୁଳି କରିବା ଉଚିତ ନିଷ୍ପତ୍ତି ଥିଲା : ଶିବପାଳ ଯାଦବ

ଲକ୍ଷ୍ନୌ: ଅଯୋଧ୍ୟାର ରାମମନ୍ଦିର ଏବେ ଚର୍ଚ୍ଚାର କେନ୍ଦ୍ରରେ ଥିବାବେଳେ ରାଜନୈତିକ ନେତାମାନେ ଭଳିକି ଭଳି ବୟାନ ଦେଇଚାଲିଛନ୍ତି । ଏପରିକି କେତେକ ନେତା ପୁରୁଣା ବିବାଦକୁ ନେଇ ପୁଣି ଥରେ ବୟାନ ଦେଇଚାଲିଛନ୍ତି । ସମାଜବାଦୀ ପାର୍ଟି ନେତା ତଥା ଗୁଳି…

ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ସାମଗ୍ରୀ ‌ନେଇ ଅଯୋଧ୍ୟା ଯାଉଥିବା ଗାଡ଼ି ଦୁର୍ଘଟଣାଗସ୍ତ; ୨ମୃତ, ୫ଜଣ ଆହତ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବସ୍ତି ଜିଲ୍ଲାରେ ଗୁରୁବାର ସକାଳେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ୫ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ବସ୍ତିର ସଦର କୋତବାଲି ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି।…

ଏଲ୍‌ଓସିରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ, ଜଣେ ଯବାନ ସହିଦ

ଶ୍ରୀନଗର : ଜମ୍ମୁ-କଶ୍ମୀରର ନୌସେରା ସ୍ଥିତ ଏଲ୍‌ଓସି ନିକଟରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ହୋଇଛି। ଏଥିରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ଆଜି ସକାଳୁ ଏହି ବିସ୍ଫୋରଣ ଘଟିଛି। ଆହତ ଯବାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି…

ସିଭିଲ ସର୍ଭିସ କୋଚିଂ କ୍ଲାସ୍‌ରେ ଟଳିପଡ଼ିଲେ ଛାତ୍ର

ଇନ୍ଦୋର : ବୟସ ମାତ୍ର ୨୦ ବର୍ଷ। ଆଖିରେ ଥିବ ଆଖିଏ ସ୍ୱପ୍ନ। ପ୍ରାଶାସନିକ ପରୀକ୍ଷାରେ କୃତକାର୍ଯ୍ୟ ହେବେ। ବାପାମା’ଙ୍କ ଆଶାଆକାଙ୍‌କ୍ଷା ପୂରଣ କରିବେ। ନିଜର ସ୍ୱପ୍ନ ସାକାର କରିବେ। ସେଥିପାଇଁ ରାଜା ଲୋଧି ଜୋରଦାର ପ୍ରସ୍ତୁତି ଚଳାଇଥିଲେ। କିନ୍ତୁ କିଏ…