ଭବିଷ୍ୟତରେ ବିଜେପିରେ ଧୀରଜ ସାହୁ ସାମିଲ ହେଲେ କ୍ଲିନଚିଟ ଦେବ ନାହିଁ: ସାଂସଦ ପ୍ରିୟଙ୍କା ଚତୁର୍ବେଦୀ

ନୂଆଦିଲ୍ଲୀ: କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ପ୍ରସାଦ ସାହୁଙ୍କ ଭାଇଙ୍କ ଘରୁ ଆୟକର ବିଭାଗ ଚଢ଼ାଉ କରି ୨୦୦ କୋଟିରୁ ଅଧିକ ଟଙ୍କା ଜବତ କରିଛି | ଆଉ ଏହାକୁ ନେଇ ରାଜନୀତି ଜୋର ଧରିଛି | ବିଜେପି କଂଗ୍ରେସକୁ କଡା…

ବିଷ୍ଣୁଦେଓ ସାଏ ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ

ବିଷ୍ଣୁଦେଓ ସାଏ ହେବେ ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ। ଆଜି ରାୟପୁରରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଉପସ୍ଥିତିରେ ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ ତାଙ୍କ ନାଁରେ ଉପରେ ବାଜିଛି ମୋହର। ତାଙ୍କୁ ବିଜେପି ବିଧାୟକ ଦଳ ନେତା ନିର୍ବାଚିତ କରାଯାଇଛି। ୫୯ ବର୍ଷୀୟ ବିଷ୍ଣୁଦେଓ ସାଏ ଜଣେ ଆଦିବାସୀ ନେତା।…

ଖାଇକୁ ଖସିଲା କାର୍‌, ଚାଲିଗଲା ୪ କଲେଜ ଶିକ୍ଷାର୍ଥୀଙ୍କ ଜୀବନ

କଲେଜରେ ପାଠପଢ଼ୁଥିବା ୪ ଜଣ ଶିକ୍ଷାର୍ଥୀଙ୍କର କାର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। କର୍ଣ୍ଣାଟକାର ଚିକ୍କାବାଲ୍ଲାପୁରା ଉପକଣ୍ଠ ନିକଟରେ ଶିକ୍ଷାର୍ଥୀମାନେ ଯାଉଥିବା କାର ଭାରସାମ୍ୟ ହରାଇ ଖାଇକୁ ଖସିପଡ଼ିବାରୁ ଏତେ ବଡ଼ ଘଟଣା ଘଟିଛି। ୨ ଜଣ ଛାତ୍ର ସେମାନଙ୍କର ଦୁଇ ବନ୍ଧୁଙ୍କୁ…

ରାଜସ୍ଥାନ ପରାଜୟକୁ ନେଇ ଗେହଲୋଟ ଓ ରାହୁଲଙ୍କ ମଧ୍ୟରେ କଥା କଟାକଟି!

ଜୟପୁର: ରାଜସ୍ଥାନ ବିଧାନସଭା ନିର୍ବାଚନରେ ​ କଂଗ୍ରେସ ପରାଜିତ ହେବା ପରେ କଂଗ୍ରେସ ଶିବିରରେ ବିବାଦ ଦେଖାଯାଉଛି। ନିରନ୍ତର ପରିଶ୍ରମ ଏବଂ ପ୍ରଭାବଶାଳୀ ନିର୍ବାଚନ ପ୍ରଚାର ସତ୍ତ୍ୱେ କଂଗ୍ରେସ ରୀତିନୀତି ପରିବର୍ତ୍ତନ କରିବାରେ ସଫଳ ହୋଇପାରିଲା ନାହିଁ। ଚିରଞ୍ଜୀବୀ ଯୋଜନା ଏବଂ…

ବିଏସ୍‌ପିର ଉତ୍ତରାଧିକାରୀ ଘୋଷଣା କଲେ ମାୟାବତୀ

ବହୁଜନ ସମାଜ ପାର୍ଟି (BSP) ସୁପ୍ରିମୋ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଆଜି ତାଙ୍କ ରାଜନୀତିକ ଉତ୍ତରାଧିକାରୀଙ୍କ ନାମ ଘୋଷଣା କରିଛନ୍ତି। ସେ ତାଙ୍କ ପୁତୁରା ଆକାଶ ଆନନ୍ଦ (୨୮)ଙ୍କୁ ଉତ୍ତରାଧିକାରୀ ଘୋଷଣା କରିଛନ୍ତି। ଲକ୍ଷ୍ମୌରେ ଆଜି ବସିଥିବା…

ଦୌଡ଼ି ଦୌଡ଼ି ଥକି ଯିବ, କିନ୍ତୁ ଆଇନ ତୁମକୁ ଛାଡ଼ିବ ନାହିଁ: ଜେପି ନଡ୍ଡା

ଝାଡ଼ଖଣ୍ଡର କଂଗ୍ରେସ ସାଂସଦ ଧୀରଜ ପ୍ରସାଦ ସାହୁଙ୍କ ପରିବାରର ବ୍ୟବସାୟିକ ପ୍ରତିଷ୍ଠାନରୁ ଶହ ଶହ କୋଟି ଟଙ୍କା ମିଳିବା ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାରେ କଂଗ୍ରେସ ଧୀରଜଙ୍କ ଠାରୁ ଦୂରତା ଅବଲମ୍ବନ କରୁଥିବା ସତ୍ତ୍ୱେ…

ଶାହରୁଖ, ଅକ୍ଷୟ ଓ ଅଜୟଙ୍କୁ ନୋଟିସ୍‌

ତମାଖୁ କଂପାନୀଗୁଡ଼ିକର ବିଜ୍ଞାପନ କରୁଥିବା ବଲିଉଡ୍ ଅଭିନେତା ଶାହରୁଖ ଖାନ, ଅକ୍ଷୟ କୁମାର ଓ ଅଜୟ ଦେବଗନଙ୍କୁ କେନ୍ଦ୍ରୀୟ ଖାଉଟି ସୁରକ୍ଷା ପ୍ରାଧିକରଣ (CCPA) ଅକ୍ଟୋବର ୨୦ ତାରିଖରେ ନୋଟିସ୍ ପଠାଇଛନ୍ତି। ଏକ ଅଦାଲତ ଅବମାନନା ପିଟିସନ ଉପରେ ଆହ୍ଲାବାଦ ହାଇକୋର୍ଟଙ୍କ…

ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ମୁଖ୍ୟଙ୍କ ହତ୍ୟା ଘଟଣାରେ ୨ ଶୁଟରଙ୍କ ସମେତ ୪ ଗିରଫ

ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ମୁଖ୍ୟ ସୁଖଦେବ ସିଂହ ଗୋଗାମେଡିଙ୍କ ହତ୍ୟା ଘଟଣାରେ ଗତକାଲି ବିଳମ୍ବିତ ରାତିରେ ତିନି ଜଣଙ୍କୁ ଗିରଫ କରିଛି ଦିଲ୍ଲୀ କ୍ରାଇମ ବ୍ରାଞ୍ଚ ଓ ରାଜସ୍ଥାନ ପୁଲିସର ମିଳିତ ଟିମ୍। ସେମାନଙ୍କୁ ଚଣ୍ଡିଗଡ଼ରୁ ଗିରଫ କରାଯାଇଛି। ଏହି…

ସାମାନ୍ୟ କଳିରୁ ଶାଶୁଙ୍କୁ ଲୁହା ରଡ୍‌ରେ ପିଟି ମାରିଦେଲା ବୋହୂ

କଟକ : ସାମାନ୍ୟ କଳିରୁ ଶାଶୁଙ୍କୁ ଲୁହା ରଡ୍‌ରେ ପିଟି ମାରିଦେଲା ବୋହୂ। ଏପରି ହୃଦୟବିଦାରକ ଘଟଣା କଟକ ଜିଲ୍ଲା ବାରଙ୍ଗ ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବାର ୫ ଦିନ ପରେ ପୁଲିସ୍‌ ଘଟଣାର ପର୍ଦ୍ଦାଫାସ କରିଛି। ଅଭିଯୁକ୍ତ…

୨୦୧୮ରୁ ଏଯାଏଁ ବିଦେଶରେ ୪୦୩ ଭାରତୀୟ ଛାତ୍ରଙ୍କ ମୃତ୍ୟୁ: କାନାଡ଼ାରେ ସର୍ବାଧିକ

ନୂଆଦିଲ୍ଲୀ: ୨୦୧୮ ମସିହାରୁ ବର୍ତ୍ତମାନ ସୁଦ୍ଧା ୪୦୩ ଜଣ ଭାରତୀୟ ଛାତ୍ର ବିଦେଶରେ ମୃତ୍ୟୁବରଣ କରିଛନ୍ତି। ବିଦେଶରେ ମୃତ୍ୟୁବରଣ କରିଥିବା ଉକ୍ତ ଛାତ୍ରଙ୍କ ମଧ୍ୟ‌ରୁ କାନାଡ଼ାରେ ସର୍ବାଧିକ ୯୧ ଜଣଙ୍କର ମୃତ୍ୟୁ ହୋଇଛି। ଗୁରୁବାର ରାଜ୍ୟସଭାରେ କେନ୍ଦ୍ର ସରକାର ଏହି ସୂଚନା…