ଭୁଲରେ ମହିଳାଙ୍କ ମୁଣ୍ଡକୁ ଗୁଳି ମାରି ଦେଲେ ପୁଲିସ୍ ବାବୁ
ଉତ୍ତର ପ୍ରଦେଶର ଅଲିଗଡ଼ ସ୍ଥିତ ଗୋଟିଏ ପୁଲିସ୍ ଷ୍ଟେସନରେ ବଡ଼ ଅଘଟଣ ଘଟିଛି। ପାସପୋର୍ଟ ଭେରିଫିକେସନ ପାଇଁ ଯାଇଥିବା ମହିଳାଙ୍କ ମୁଣ୍ଡକୁ ଗୁଳି ମାରି ଦେଇଛନ୍ତି ପୁଲିସ୍ ବାବୁ। ସବ ଇନସପେକ୍ଟର ମନୋଜ ଶର୍ମା ନିଜ ସର୍ଭିସ ପିସ୍ତଲ ସଜାଡ଼ୁ ଥିବା…
