ମା’ଙ୍କ ଚିକିତ୍ସା ପାଇଁ ଚେନ୍ନାଇ ଯାଇଥିବା ବେଳେ ଜଳବନ୍ଦୀ ହୋଇଥିଲେ ଆମୀର ଖାନ୍
ଚେନ୍ନାଇ: ସାଇକ୍ଲୋନ୍ ‘ମିଗଜୋମ୍’ ଚେନ୍ନାଇରେ ହଇଚଇ ସୃଷ୍ଟି କରିଛି। ଗତ ଦୁଇ ଦିନ ହେବ ବାତ୍ୟା ପ୍ରଭାବରେ ହନ୍ତସନ୍ତ ହେଉଛନ୍ତି ସହରବାସୀ। ନିକଟରେ କାରପକ୍କମ୍ରେ ଫଶି ରହିଥିବା ଅଭିନେତା ବିଷ୍ଣୁ ବିଶାଲଙ୍କୁ ଅଗ୍ନିଶମ ବିଭାଗୀୟ କର୍ମଚାରୀ ଉଦ୍ଧାର କରିଛନ୍ତି। ଏକ ଏକ୍ସ…
