‘ଡିପ୍‌ଫେକ୍‌’ ଭିଡିଓ ଯାଞ୍ଚ କରିବାକୁ ନିଯୁକ୍ତ ହେବେ ଅଫିସର୍‌: କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର

ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମରେ ‘ଡିପ୍‌ଫେକ୍‌’ ଭିଡିଓ ପ୍ରସାରଣ ଯୋଗୁଁ ସର୍ବସାଧାରଣରେ ଆତଙ୍କ ଓ ଉଦ୍‌ବେଗ ଦେଖା ଦେଇଥିବା ବ‌େଳେ ଆଜି  ବୈଦ୍ୟୁତିକ ଓ ପ୍ରଯୁକ୍ତି ବିଭାଗର କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି ଯେ, ଏଭଳି ‘କଣ୍ଟେଣ୍ଟ୍‌’ (ଡିପ୍‌ଫେକ୍‌ ଭିଡିଓ) ଯାଞ୍ଚ…

ତେଲେଙ୍ଗାନା ନିର୍ବାଚନ ପୂର୍ବରୁ କାର୍‌ରୁ ମିଳିଲା ୭ କୋଟି

ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଆସନ୍ତା ୩୦ ତାରିଖରେ ଭୋଟିଂ ହେବ । ଏହା ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଜବତ ହେଉଛି ପୁଳା ପୁଳା ଟଙ୍କା । ହାଇଦ୍ରାବାଦର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରୁ ଦୁଇଟି କାର୍‌ରୁ ଗତକାଲି ୭…

୧.୪ ଲକ୍ଷ କୋଟିର ଡିଫେନ୍ସ ଡିଲ୍ ଉପରେ ବାଜିବ ମୋହର; ଆହୁରି ସଶକ୍ତ ହେବ ସେନା

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଶକ୍ତି ବଢ଼ିବ । କେନ୍ଦ୍ର ସରକାର ଖୁବ୍ ଶୀଘ୍ର ୩ଟି ବଡ଼ ସ୍ବଦେଶୀ ପ୍ରକଳ୍ପକୁ ପ୍ରାରମ୍ଭିକ ମଞ୍ଜୁରୀ ପ୍ରଦାନ କରିବାକୁ ଯାଉଛନ୍ତି । ଏଥିପାଇଁ ମୋଟ୍ ୧.୪ ଲକ୍ଷ କୋଟି ଟଙ୍କା ବ୍ୟୟ ହେବ ।…

ସରକାରୀ ସ୍କୁଲ୍‌ରେ ବ୍ରାହ୍ମଣଘର ଝିଅକୁ ଜବରଦସ୍ତି ଅଣ୍ଡା ଖୁଆଇଲେ ଶିକ୍ଷକ; ତଦନ୍ତ ପାଇଁ ଆଦେଶ

ଶିବମୋଗ୍ଗା: ଶିକ୍ଷକ ଜବରଦସ୍ତି ଅଣ୍ଡା ଖୁଆଇଛନ୍ତି ବୋଲି କର୍ଣ୍ଣାଟକର ଶିବମୋଗ୍ଗା ଜିଲ୍ଲାର ଏକ ସରକାରୀ ସ୍କୁଲ୍‌ରେ ୨ୟ ଶ୍ରେଣୀରେ ପଢୁଥିବା ଜଣେ ବ୍ରାହ୍ମଣଘର ଝିଅ ଅଭିଯୋଗ କରିଛି। ସେହି ସରକାରୀ ସ୍କୁଲ୍‌ରେ ଶିକ୍ଷକତା କରୁଥିବା ସେ ଝିଅର ବାପା ଭି. ଶ୍ରୀକାନ୍ତଙ୍କ…

ମୁମ୍ବାଇକୁ ଘାରିଲା ଜିକା ଭାଇରସ୍‌ ଚିନ୍ତା, ୧୦ ଆକ୍ରାନ୍ତ ଚିହ୍ନଟ

କରୋନା ସଂକ୍ରମଣ ପରେ ଏବେ ଆଉ ଏକ ସଂକ୍ରମଣ ଦେଶବାସୀଙ୍କ ଚିନ୍ତା ବଢ଼ାଇଛି। ତାହା ହେଉଛି ଜିକା ଭାଇରସ୍‌। କିଛି ଦିନ ହେଲା ଥମି ଯାଇଥିବା ଜିକା ଭାଇରସ ଉପଦ୍ରବ ପୁଣି ଥରେ ଆରମ୍ଭ ହୋଇଛି। ଏଥର କେବଳ ମହାରାଷ୍ଟ୍ରରେ ୧୦…

କେରଳ-ତାମିଲନାଡୁରେ ପ୍ରବଳ ବର୍ଷା, IMD ଜାରି କଲା ଆଲର୍ଟ

ମୁମ୍ଵାଇ : ଗୁରୁବାର ୨୩ ନଭେମ୍ବର  ତାମିଲନାଡୁ ଏବଂ କେରଳର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିଲା। ଏହି ବର୍ଷା ଯୋଗୁଁ ତାମିଲନାଡୁର ଅନେକ ଜିଲ୍ଲାରେ ଭୂସ୍ଖଳନ ମଧ୍ୟ ଦେଖିବାକୁ ମିଳିଥିଲା। ​​ଯେଉଁଥିପାଇଁ ଯାତାୟତରେ ମଧ୍ୟ ବ୍ୟାହତ ହୋଇଥିଲା। ରାଜ୍ୟ PWD ବିଭାଗ…

ବିବାହିତା ମହିଳାଙ୍କ ସହିତ ‘ଲିଭ୍‌-ଇନ୍‌’ରେ ରହି ଚାକିରି ହରାଇଲେ ପୁଲିସ କର୍ମଚାରୀ

ମୁମ୍ବାଇ: ଜଣେ ବିବାହିତା ମହିଳାଙ୍କ ସହିତ ‘ଲିଭ୍‌-ଇନ୍‌’ ସମ୍ପର୍କ ରଖିବା ଓ ତାଙ୍କ ପ୍ରତି ବିଶ୍ବାସଘାତକତା କରିଥିବା କାରଣରୁ ମୁମ୍ବାଇ ପୁଲିସର ଜଣେ କନେଷ୍ଟବଳ ଚାକିରିରୁ ବିଦା ହୋଇଥିବା କଥା ଜଣେ ସରକାରୀ ଅଧିକାରୀ କହିଛନ୍ତି। ସରକାରୀ ଅଧିକାରୀଜଣକ କହିଛନ୍ତି, କେନ୍ଦ୍ରୀୟ…

‘୧୦ ଲକ୍ଷ ବିଟ୍‌ କଏନ ଦିଅ, ନଚେତ ମୁମ୍ବାଇ ଏୟାରପୋର୍ଟ ଉଡ଼ାଇ ଦେବୁ ’

‘୪୮ ଘଣ୍ଟା ଭିତରେ ୧୦ ଲକ୍ଷ ଦିଅ, ତାହା ପୁଣି ବିଟ୍‌  କଏନ ହୋଇଥିବା ଦରକାର। ନଚେତ ମୁମ୍ବାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟକୁ ଉଡ଼ାଇଦେବୁ ।’ ଏପରି ଏକ ଧମକପୂର୍ଣ୍ଣ ଇ-ମେଲ୍‌ ମୁମ୍ବାଇ ପୁଲିସ୍‌ର ନିଦ ହଜାଇ ଦେଇଛନ୍ତି। ମୁମ୍ବାଇ ପୁଲିସ୍‌ ସୂଚନା…

ଟନେଲ ଟ୍ରାଜେଡି: ଭାଙ୍ଗିଲା ଡ୍ରିଲିଂ ମେସିନ, ନିଆଗଲା ଡ୍ରୋନର ସହାୟତା

ଗତ ୧୩ ଦିନ ହେଲାଣି ଉତ୍ତରକାଶୀ ସୁଡ଼ଙ୍ଗ ଭିତରେ ଫସି ରହିଛି  ୪୧ ଜୀବନ । ସେମାନଙ୍କୁ ଉଦ୍ଧାର ନିମନ୍ତେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବା କାମ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଗତକାଲି ସୁଦ୍ଧା ଶ୍ରମିକଙ୍କୁ ବାହାର କରି ଦିଆଯିବ ବୋଲି ଆକଳନ କରାଯାଉଥିବା…

‘ପନୌତି’ ବୟାନ ପାଇଁ ରାହୁଲଙ୍କୁ ନୋଟିସ ପଠାଇଲେ EC

ନୂଆଦିଲ୍ଲୀ : କଂଗ୍ରେସ ନେତା ତଥା ଓ୍ୱାଇନାଡ ସାଂସଦ ରାହୁଲ ଗାନ୍ଧିଙ୍କ ବଢ଼ିଲା ଅଡୁଆ। ତାଙ୍କୁ ନୋଟିସ୍‌ ପଠାଇଲେ ନିର୍ବାଚନ କମିଶନର। ରାଜସ୍ଥାନ ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପରୋକ୍ଷରେ ଟାର୍ଗେଟ୍‌ କରି 'ପନୌତି' ଶବ୍ଦ ପ୍ରୟୋଗ କରିଥିଲେ ରାହୁଲ।…