୧୬ରେ ସରିବ ସୈନିକ ସ୍କୁଲରେ ନାମଲେଖା ପ୍ରବେଶିକା ପରୀକ୍ଷା ନିମନ୍ତେ ଅନ୍‌ଲାଇନ୍‌ ପଞ୍ଜୀକରଣ

  ଭୁବନେଶ୍ୱର: ଦେଶର ୩୩ଟି ସୈନିକ ସ୍କୁଲ୍‌ରେ ଷଷ୍ଠ ଓ ନବମ ଶ୍ରେଣୀରେ ନାମ ଲେଖା ନିମନ୍ତେ ଆସନ୍ତା ୨୧ ଜାନୁଆରି ୨୦୨୪ରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ୨୦୨୪-୨୫ ଶିକ୍ଷା ବର୍ଷ ପାଇଁ ଜାତୀୟ ପରୀକ୍ଷା ଏଜେନ୍ସି ପକ୍ଷରୁ…

‘ଓବେରୟ ଗ୍ରୁପ୍‌’ ମାଲିକ ପୃଥ୍ୱୀରାଜ ସିଂହ ଓବେରୟଙ୍କ ଦେହାନ୍ତ

ନୂଆଦିଲ୍ଲୀ : ଆଉ ନାହାନ୍ତି 'ଓବେରୟ ଗ୍ରୁପ୍‌'ର ଅଧ୍ୟକ୍ଷ ପୃଥ୍ୱୀରାଜ ସିଂହ ଓବେରୟ। ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି। ସେ ୯୫ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଭାରତୀୟ ହୋଟେଲ୍‌ ଶିଳ୍ପର ଜନକ ଭାବେ ସୁପରିଚିତ ପିଆର୍‌ଏସ୍‌…

କର୍ଣ୍ଣାଟକ ନିଯୁକ୍ତି ପରୀକ୍ଷା ହଲକୁ ମଙ୍ଗଳସୂତ୍ରକୁ ମିଳିଲା ଅନୁମତି, ମୁଣ୍ଡ ଘୋଡଣୀ ନିଷେଧ

ବେଙ୍ଗାଲୁର : ନିଯୁକ୍ତି ପରୀକ୍ଷାରେ ହେଡ୍ କଭର୍ ବାରଣ କଲେ କର୍ଣ୍ଣାଟକ ସରକାର। କର୍ଣ୍ଣାଟକ ପରୀକ୍ଷା ପ୍ରାଧିକରଣ (KEA) ବିଭିନ୍ନ ବୋର୍ଡ ଏବଂ କର୍ପୋରେଟର ପାଇଁ ନିଯୁକ୍ତି ପରୀକ୍ଷା ସମୟରେ ପରୀକ୍ଷା ହଲରେ ସମସ୍ତ ପ୍ରକାରର ହେଡ୍ କଭର ଉପରେ ପ୍ରତିବନ୍ଧକ…

ଭାରତ-ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍‌ ଟିକେଟ ଲକ୍ଷେ ଟଙ୍କାରେ ବିକ୍ରି କରି ବନ୍ଧା ହେଲେ ଯୁବକ

ମୁମ୍ବାଇ :ଆସନ୍ତାକାଲି ଭାରତ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ବିଶ୍ୱକପର ପ୍ରଥମ ସେମି ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିପାଇଁ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମ ପ୍ରସ୍ତୁତ ହୋଇ ରହିଛି। ତେବେ ଏହାପୂର୍ବରୁ ଭାରତ-ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍‌ ଟିକେଟର କଳାବଜାରୀ ଆରମ୍ଭ ହୋଇଯାଇଛି। ବିଭିନ୍ନ ସ୍ଥାନରେ କମ ଦାମର ଟିକେଟକୁ…

“ମୁଁ ଜାତି ଲୁଚାଏ ନାହିଁ“ ଜାଲ୍ ଜାତି ପ୍ରମାଣପତ୍ର ଭାଇରାଲ ହେବା ପରେ କହିଲେ ଶରଦ ପାଓ୍ବାର

ମୁମ୍ବାଇ : ନିକଟରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ନାମଥିବା ଏକ ସାର୍ଟିଫିକେଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା । ଯେଉଁଥିରେ ଶରଦ ପାୱାର ଓବିସି ବର୍ଗର ବୋଲି କୁହାଯାଇଛି। ଏହି ଦସ୍ତାବିଜକୁ ତାଙ୍କ ଝିଅ ସୁପ୍ରିୟା ସୁଲେ ଜାଲ୍…

ମଣିପୁର ହିଂସା: ଗୃହ ମନ୍ତ୍ରଣାଳୟର ବଡ଼ କାର୍ଯ୍ୟାନୁଷ୍ଠାନ, ୯ ମେତେଇ ଉଗ୍ରବାଦୀ ସଙ୍ଗଠନ ବ୍ୟାନ୍‌

ମଣିପୁରରେ ହୋଇଥିବା ହିଂସା ଭିତରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସୋମବାର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମେତେଇ ଉଗ୍ରବାଦୀ ସଙ୍ଗଠନ ‘ପିପୁଲ୍ସ ଲିବରେସନ୍ ଆର୍ମି (PLA)’କୁ ୫ ବର୍ଷ ପାଇଁ ବେଆଇନ ଘୋଷଣା କରିଛି ମନ୍ତ୍ରଣାଳୟ। PLAର ପଲିଟିକାଲ୍‌ ଓ୍ଵିଙ୍ଗ୍‌ ରିଭୋଲ୍ୟୁସନାରୀ…

ଟିଏମସି ନେତାଙ୍କୁ ଗୁଳି କରି ହତ୍ୟା, ଅଭିଯୁକ୍ତକୁ ପିଟିପିଟି ମାରିଦେଲେ ଲୋକେ

ଅଶାନ୍ତ ହୋଇପଡ଼ିଛି ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା। ଏଠାରେ ଜଣେ ଟିଏମସି ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହାପରେ ଅଭିଯୁକ୍ତକୁ କିଛି ଲୋକ ପିଟିପିଟି ମାରି ଦେଇଛନ୍ତି। ଏହି ଡବଲ ମର୍ଡରକୁ ନେଇ ପୂରା ଦକ୍ଷିଣ ୨୪ ପ୍ରଗଣାରେ ଉତ୍ତେଜନା…

ହାଇଦ୍ରାବାଦରେ ଭୟଙ୍କର ବିସ୍ଫୋରଣ, ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି

ହାଇଦ୍ରାବାଦର ଏକ ଆବାସିକ କୋଠାରେ ନିଆଁ ଲାଗିବା ଘଟଣାରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଛି। ଆଉ ତିନି ଜଣଙ୍କ ମୃତଦେହ ଉଦ୍ଧାର କଲେ ଉଦ୍ଧାରକାରୀ ଟିମ୍। ନୂଆ ସଦ୍ୟତମ ରିପୋର୍ଟ ଅନୁସାରେ, ମୃତ୍ୟୁସଂଖ୍ୟା ୯ରେ ପହଞ୍ଚିଛି। ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦର ନାମପଲ୍ଲୀ ଅଞ୍ଚଳରେ ଏହି…

ବଢ଼ିଲା ଜୈନ୍‌ଙ୍କ ଅଡୁଆ, ଯାଞ୍ଚ ପାଇଁ ଅନୁମତି ମାଗିଲା ସିବିଆଇ

ବଢ଼ିଲା ଆମ୍‌ ଆଦମ୍‌ ପାର୍ଟି ନେତା ତଥା ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଅଡୁଆ। ଜାମିନ୍‌ରେ ଥିଲେ ବି ତାଙ୍କ ପିଛା ଛାଡୁନି କେନ୍ଦ୍ର ତଦନ୍ତକାରୀ ସଂସ୍ଥା। ତାଙ୍କ ବିରୋଧରେ ଯାଞ୍ଚ କରିବା ପାଇଁ ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର…

ଇଟାଲୀରେ ଭୟଙ୍କର ଆଗ୍ନେୟଗିରି ଉଦଗିରଣ

ଇଟାଲୀରେ ଭୟଙ୍କର ଆଗ୍ନେୟଗିରି ଉଦଗିରଣ । ସିସିଲିରେ ମାଉଣ୍ଟ ଏଟନା ଆଗ୍ନେୟଗିରିରୁ ବାହାରିଲା ନିଆଁ ଓ ଲାଭା । ସମୁଦ୍ର ପତ୍ତନରୁ ପ୍ରାୟ ୧୪ ହଜାର ୭୬୩ ଫୁଟ ଉପରକୁ ଆକାଶକୁ ନିଆଁ ଉଠିଥିଲା । ଚାରିଆଡ଼କୁ ନିଆଁ ବିଛାଡ଼ି ହୋଇପଡ଼ିଥିଲା…