ପ୍ରଳୟ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଡିଆରଡିଓ ପକ୍ଷରୁ ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ‘ପ୍ରଳୟ’ର ବ୍ୟବହାରିକ ପରୀକ୍ଷଣ ସଫଳ । ଧାମରା ଅବଦୁଲ କଲାମ ଦ୍ବୀପରୁ ସକାଳ ୯.୫୦ରେ ପ୍ରଳୟର ପରୀକ୍ଷଣ କରାଯାଇଛି । ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘ପ୍ରଳୟ’ର ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କ୍ଷମତା ରହିଛି ୧୫୦ରୁ…

ଭୂପେଶ ବଘେଲ ବିଜେପିରେ ଯୋଗଦେଲେ କ୍ଲିନ ଚିଟ ମିଳିବ: ଉଦ୍ଧବ ଠାକରେ

ମୁମ୍ବାଇ: ମହାଦେବ ବେଟିଂ ଆପ୍‌ ଦୁର୍ନୀତିରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କର ସମ୍ପୃକ୍ତି ଥିବା ନେଇ ଏବେ ବିଜେପି ଲଗାତାର କଂଗ୍ରେସକୁ ଟାର୍ଗେଟ କରୁଛି | କିଛିଦିନ ତଳେ ଭୂପେଶଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଏହି…

ବିଷ ବଳୟରେ ଦିଲ୍ଲୀ; ୨୨୦୦ ଗାଡ଼ି ଉପରେ ପଡ଼ିଲା ଫାଇନ୍‌

ବିଷ ବଳୟରେ ରାଜଧାନୀ ଦିଲ୍ଲୀ। ବିଷାକ୍ତ ବାୟୁ କବଳରେ ଛଟପଟ ହେଉଛନ୍ତି ଦିଲ୍ଲୀବାସୀ। ଲଗାତର ଭାବେ ଦିଲ୍ଲୀରେ ବାୟୁର ମାନ ଅତ୍ୟନ୍ତ ନିମ୍ନମାନକୁ ଚାଲିଯିବା ପରେ ରାଜଧାନୀରେ ବହୁ କଟକଣା ଲାଗୁ କରାଯାଇଛି। ମାତ୍ର ନିୟମ ଉଲ୍ଲଘଂନ ଅଭିଯୋଗରେ ୨୨୦୦ ଗାଡ଼ି…

ବଙ୍ଗୋପସାଗରରେ ଭୂକମ୍ପ ଝଟକା

ସକାଳୁ ସକାଳୁ ବଙ୍ଗୋପସାଗରରେ ଭୂକମ୍ପ ଅନୁଭୂତ । ଏହି ଭୂକମ୍ପ ସକାଳ ୫.୩୨ ରେ ହୋଇଥିବା ସୂଚନା ମିଳିଛି । ଏହାର ତୀବ୍ରତା ୪.୨ ରହିଥିଲା । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ବଙ୍ଗୋପସାଗରର ଖାଡିରେ ୧୦ କିଲୋମିଟର ଗଭୀରରେ…

ହିଂସ୍ର ହେଉଛି ଇସ୍ରାଏଲ: ଟାର୍ଗେଟ୍‌ରେ ଗାଜା ଶରଣାର୍ଥୀ ଶିବିର ଓ ହସ୍ପିଟାଲ୍‌

ତେଲ ଅଭିଭ: ଇସ୍ରାଏଲ-ହମାସ ଯୁଦ୍ଧ ମାସେ ପୂରିବାକୁ ବସିଥିବା ବେଳେ ରବିବାର ବିଳମ୍ବିତ ରାତିରେ ଇସ୍ରାଏଲ ସେନା ଘୋଷଣା କରିଛି ଯେ ଏହା ଗାଜା ସହରକୁ ଘେରାଉ କରି ଏହାକୁ ଦୁଇ ଭାଗରେ ବିଭକ୍ତ କରିଛି। ସେପଟେ ଆମେରିକାର ବୈଦେଶିକ ସଚିବ…

ଅଚାନକ ୱେଷ୍ଟ୍‌ ବ୍ୟାଙ୍କ ପହଞ୍ଚିଲେ ବ୍ଲିଙ୍କେନ: ପାଲେଷ୍ଟାଇନ ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ

ୱେଷ୍ଟ୍‌ ବ୍ୟାଙ୍କ: ଆମେରିକାର ବିଦେଶ ମନ୍ତ୍ରୀ ଏଣ୍ଟୋନି ବ୍ଲିଙ୍କେନ ଆଜି ଅଚାନକ ଇସ୍ରାଏଲ ଅଧିକୃତ ୱେଷ୍ଟ୍‌ ବ୍ୟାଙ୍କ ଗସ୍ତ କରି ପାଲେଷ୍ଟାଇନ ରାଷ୍ଟ୍ରପତି ମହମୁଦ ଅବ୍ବାସଙ୍କୁ ଭେଟିଛନ୍ତି। ପାଲେଷ୍ଟାଇନକୁ ନେଇ ଆମେରିକାର ଆଭିମୁଖ୍ୟରେ ହଠାତ୍‌ ଏଭଳି ପରିବର୍ତ୍ତନ ସମସ୍ତଙ୍କୁ ବିସ୍ମିତ କରିଛି।…

କାନ୍ଦି ପକାଇଲେ କଂଗ୍ରେସ ବିଧାୟକ, କହିଲେ- ବିଜେପି କରୁଛି ଫେକ୍‌ MMS

ଛତିଶଗଡ଼ରେ ଆଜି ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି । କିନ୍ତୁ ଏହା ପୂର୍ବରୁ ରାଜ୍ୟରେ ବିଜେପି ଓ କଂଗ୍ରେସ ମଧ୍ୟରେ ଆରମ୍ଭ ହେଲାଣି ଆରୋପ ପ୍ରତ୍ୟାରୋପ । ନିର୍ବାଚନ ପୂର୍ବରୁ ଭିଲାଇ ବିଧାନସଭା ଆସନ ନିମନ୍ତେ କଂଗ୍ରେସ ପ୍ରାର୍ଥୀ ଦେବେନ୍ଦ୍ର ଯାଦବଙ୍କ…

ମୋବାଇଲ ଭ୍ୟାନରେ ବିକ୍ରି ହେବ ‘ଭାରତ ଅଟା’

ନୂଆଦିଲ୍ଲୀ : ଦେଶର ପ୍ରାୟ ୮୦ କୋଟି ହିତାଧିକାରୀଙ୍କୁ ଆସନ୍ତା ୫ ବର୍ଷ ପାଇଁ ମାଗଣା ଖାଦ୍ୟଶସ୍ୟ ଯୋଗାଣ ସଂପର୍କରେ ଘୋଷଣା କରିବାର ଦୁଇଦିନ ପରେ ମୋଦୀ ସରକାର ଆଉ ଏକ ବଡ଼ ଘୋଷଣା କରିଛନ୍ତି । ସରକାର ସାରା ଦେଶରେ…

ପଞ୍ଜାବର ଆପ୍‌ ବିଧାୟକ ଜସବନ୍ତ ସିଂହ ଗଜ୍ଜନ ମାଜରାଙ୍କୁ ଉଠାଇ ନେଲା ଇଡି

ଦିଲ୍ଲୀ ପରେ ଏବେ ପଞ୍ଜାବରେ ମଧ୍ୟ ଆମ୍‌ ଆଦମୀ ପାର୍ଟି ନେତାଙ୍କ ଅଡୁଆ ବଢ଼ିଛି। ପଞ୍ଜାବର ଆପ୍‌ ବିଧାୟକ ଜସବନ୍ତ ସିଂହ ଗଜ୍ଜନ ମାଜରାଙ୍କୁ ଉଠାଇ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏକ ପୁରୁଣା ବ୍ୟାଙ୍କ କେସ୍‌ ମାମଲାରେ ଇଡି ଆଜି ଏହି…

ଦିଲ୍ଲୀରେ ଭୂକମ୍ପ ଅନୁଭୂତ

ଦୋହଲିଲା ଦେଶର ରାଜଧାନୀ ଦିଲ୍ଲୀ। ଏନ୍‌ସିଆର୍‌ରେ ଆଜି ପୁଣି ଥରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। ତେବେ ଏଥିରେ କ'ଣ ସବୁ କ୍ଷୟକ୍ଷତି ଘଟିଛି ସେ ନେଇ କିଛି ସୂଚନା ମିଳି ନାହିଁ। ୩୦ ସେକେଣ୍ଡ ମଧ୍ୟରେ ଦିଲ୍ଲୀରେ ଦୁଇ ଥର ଭୂମିକମ୍ପ…