ବାୟୁ ପ୍ରଦୂଷିତ ହେବା ପଛରେ ହରିୟାଣା ଦାୟୀ : କେଜ୍ରିୱାଲ
ଦିଲ୍ଲୀରେ ବଢ଼ି ଚାଲିଛି ପ୍ରଦୂଷଣ ମାତ୍ରା। ରାଜଧାନୀର ଅନେକ ଅଞ୍ଚଳରେ ବାୟୁର ଗୁଣବତ୍ତା ଅତି ନିମ୍ନମାନର ରହିଛି। ଏହାରି ଭିତରେ ପ୍ରଦୂଷଣକୁ ନେଇ ଆରମ୍ଭ ହୋଇଛି ରାଜନୀତି। ସୋଶାଲ ମିଡିଆ ଜରିଆରେ ପରସ୍ପର ଉପରେ ଦୋଷ ଲଦାଲଦି ହୋଇଛନ୍ତି ବିଜେପି ଓ…
