ବିଜେପି ଦେଲାନି ଟିକେଟ, ଗଧ ଉପରେ ବସି ନାମାଙ୍କନ ଦାଖଲ କଲେ ପ୍ରାର୍ଥୀ

ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ମଧ୍ୟପ୍ରଦେଶରୁ ଆସିଛି ଗୋଟିଏ ଅଜବ ଦୃଶ୍ୟ। ନିର୍ବାଚନରେ ପ୍ରାର୍ଥୀ ହେଉଥିବା ରାଜନେତାମାନେ ବଡ଼ବଡ଼ ଗାଡ଼ି କିମ୍ବା ଘୋଡ଼ା କିମ୍ବା ଅନ୍ୟାନ୍ୟ ଯାନବାହନରେ ବସି ନାମାଙ୍କନ ଦାଖଲ କରିବାକୁ ଆସନ୍ତି। ହେଲେ ବୁରହନପୁର ନିର୍ବାଚନ ମଣ୍ଡଳୀରୁ ଭିନ୍ନ ଏକ…

ବିଶ୍ୱ ବଜାର ପାଇଁ ଭାରତରେ ଆଇଫୋନ ତିଆରି କରିବ ଟାଟା ଗ୍ରୁପ୍‌

ନୂଆଦିଲ୍ଲୀ: ଟାଟା ଗ୍ରୁପ୍‌ ଆସନ୍ତା ଅଢ଼େଇ ବର୍ଷ ମଧ୍ୟରେ ଉଭୟ ଘରୋଇ ଓ ବିଶ୍ୱ ବଜାର ପାଇଁ ଭାରତରେ ଆପଲ୍‌ ଆଇଫୋନ୍‌ ତିଆରି କରିବ ବୋଲି ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଘୋଷଣା କରିଛନ୍ତି। ଚନ୍ଦ୍ରଶେଖର କହିଛନ୍ତି, ‘ଏବେ…

ନଭେମ୍ବର ୧୦ ଯାଏ ବଢ଼ିଲା ସଞ୍ଜୟ ସିଂହଙ୍କ ହାଜତ ମିଆଦ

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଆପ୍‌ ସାଂସଦ ସଞ୍ଜୟ ସିଂହଙ୍କୁ କୌଣସି ପ୍ରକାରର ଆଶ୍ୱସ୍ତି ମିଳିନି। ଆଜି ଦିଲ୍ଲୀର ଗୋଟିଏ କୋର୍ଟ ସଞ୍ଜୟ ସିଂହଙ୍କ ବିଚାର ବିଭାଗୀୟ ହାଜତ ମିଆଦକୁ ନଭେମ୍ବର ୧୦ ଯାଏ ବୃଦ୍ଧି କରି ଦେଇଛନ୍ତି। ଏହାର…

କୁଖ୍ୟାତ ମାଫିଆ ମୁଖତାର ଅନସାରୀକୁ ୧୦ ବର୍ଷ ଜେଲ୍

ଲକ୍ଷ୍ନୌ : କପିଳଦେବ ସିଂ ହତ୍ୟାକାଣ୍ଡ ମାମଲାରେ ଉତ୍ତରପ୍ରଦେଶର ଏମପି-ଏମଏଲଏ କୋର୍ଟ କୁଖ୍ୟାତ ମାଫିଆ ମୁଖତାର ଅନସାରୀକୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଅଦାଲତ ଅନସାରୀଙ୍କୁ ୫ ଲକ୍ଷ ଟଙ୍କା ଜରିମାନା ମଧ୍ୟ କରିଛନ୍ତି। ଏହି ମାମଲାରେ ସୋନୁ…

ଏଣିକି ଦ୍ବିତୀୟ ବିବାହ କଲେ ହରାଇବାକୁ ପଡ଼ିବ ସରକାରୀ ଚାକିରି: ଆସାମ ସରକାର

ଯଦି ପ୍ରଥମ ପତ୍ନୀ/ପତି ଜୀବିତ ଥିବେ, ତା’ହେଲେ ଆସାମର କୌଣସି ସରକାରୀ ଚାକିରିଆ ରାଜ୍ୟ ସରକାରଙ୍କ ବିନା ଅନୁମତିରେ ଦ୍ୱିତୀୟ ବିବାହ କରିପାରିବେ ନାହିଁ। ଅକ୍ଟୋବର ୨୦ ତାରିଖରେ ଆସାମ ସରକାର ତାଙ୍କର କର୍ମଚାରୀଙ୍କ ପାଇଁ ଏଭଳି ଏକ ନିର୍ଦ୍ଦେଶନାମା ଜାରି…

‘ଘୋଡ଼ା ବେପାର’ ମାମଲାରେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କୁ ସମନ କଲା ସିବିଆଇ

ନୂଆଦିଲ୍ଲୀ: ବିଧାୟକଙ୍କୁ ଲାଞ୍ଚ ଓ ଘୋଡ଼ା ବେପାର ମାମଲାରେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହରିଶ ରାୱତଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ସମନ କରିଛି। ବିଧାୟକଙ୍କ ଘୋଡ଼ା ବେପାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ୨୦୧୯ରେ କେନ୍ଦ୍ରୀୟ ତଦନ୍ତକାରୀ…

ରିଲାଏନ୍ସ ବୋର୍ଡ ଅଫ୍ ଡାଇରେକ୍ଟର୍ସରେ ଈଶା, ଆକାଶ ଓ ଅନନ୍ତ ସାମିଲ

ରିଲାଏନ୍ସ ଇଣ୍ଡଷ୍ଟ୍ରୀରେ ଆଜିଠାରୁ ନୂଆ ଯୁଗର ଆରମ୍ଭ ହୋଇଛି। ରିଲାଏନ୍ସ ଇଣ୍ଡଷ୍ଟ୍ରୀର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ଝିଅ ଈଶା ଓ ଦୁଇ ପୁଅ ଆକାଶ ଏବଂ ଅନନ୍ତଙ୍କୁ ‘ବୋର୍ଡ ଅଫ୍ ଡାଇରକ୍ଟେର୍ସ’ରେ ସାମିଲ କରାଯାଇଛି। ରିଲାଏନ୍ସର ବୋର୍ଡ ଅଫ୍ ଡାଇରେକ୍ଟର୍ସରେ ସାମିଲ ହେବା…

‘୫ଜି’ ପରେ ‘୬ଜି’ରେ ଭାରତ ଅଗ୍ରଣୀ ହେବାକୁ ଲକ୍ଷ୍ୟ ରଖିଛି: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ‘୬ଜି’ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ମଧ୍ୟ ନେତୃତ୍ବ ନେବା ଦିଗରେ ଭାରତ ଅଗ୍ରସର ହେଉଛି ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଆଜି ନୂଆଦିଲ୍ଲୀରେ ଚାଲିଥିବା ‘ଇଣ୍ଡିଆ ମୋବାଇଲ୍‌ କଂଗ୍ରେସ’ରେ ଉଦ୍‌ବୋଧନ ଦେବା ବ‌େଳେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶରେ ଆମେ…

ଇସ୍ରାଏଲର ଷ୍ଟ୍ରାଇକ ପରଠାରୁ ପ୍ରାଣ ହରାଇଲେଣି ୫୦% ପଣବନ୍ଦୀ!

ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ବଡ଼ ସୂଚନା ସାମ୍ନାକୁ ଆସିଛି। ଇସ୍ରାଏଲ ଗାଜା ଷ୍ଟ୍ରିପ ଉପରେ ହମଲା କରିବା ପରଠାରୁ ଇତି ମଧ୍ୟରେ ହମାସ ଦ୍ୱାରା ପଣବନ୍ଦୀ ହୋଇ ରହିଥିବା ୫୦% ଲୋକ ପ୍ରାଣ ହରାଇ ସାରିଲେଣି।…

‘ଅବାନ୍ତର ସୂଚନା‘ କହି କ୍ୟାନ୍‌ସର୍‌ ଯୋଗୁଁ ଭ୍ଲାଦିମିର୍‌ ପୁଟିନ୍‌ଙ୍କ ମୃତ୍ୟୁ ଖବରକୁ ଅସ୍ବୀକାର କଲା ରୁଷ୍‌

ମସ୍କୋ: ଉତ୍ତର ମସ୍କୋ ଅନ୍ତର୍ଗତ ଭାଲ୍‌ଦାଇ ବାସଭବନରେ କର୍କଟ ରୋଗ କାରଣରୁ ଭ୍ଲାଦିମିର୍‌ ପୁଟିନ୍‌ଙ୍କର ଗୁରୁବାର ଦିନ ମୃତ୍ୟୁ ହୋଇଛି ବୋଲି ଯେଉଁ ଖବର ପ୍ରସାରିତ ହେଉଛି ତାହାକୁ ଗତରାତିରେ କ୍ରେମ୍‌ଲିନ୍‌ ଅସ୍ବୀକାର କରିଛି। ‘ଟେଲିଗ୍ରାମ୍‌’ ଚାନେଲ୍‌ ‘ଜେନେରାଲ୍‌ ଏସ୍‌ଭିଆର୍‌’ରେ ରୁଷ୍‌ର…