ଶିଶୁଙ୍କ ଉପରେ ହମାସ୍ର ବର୍ବର ଆକ୍ରମଣ; କାହାର ମୁଣ୍ଡ ନାହିଁ ତ କାହା ଶରୀରରେ ଅସଂଖ୍ୟ କ୍ଷତ
ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଲାଗିଥିବା ଘମାଘୋଟ ଯୁଦ୍ଧରେ ବଳି ପଡ଼ୁଛନ୍ତି ନିରୀହ ଶିଶୁ। ଅମାନବୀୟ କାଣ୍ଡ ଘଟାଉଛନ୍ତି ହମାସ୍ ଆତଙ୍କବାଦୀ। ପାଲଟି ଯାଇଛନ୍ତି ଅମଣିଷ । ଜୀବନ କ’ଣ ଜାଣିବା ପୂର୍ବରୁ ଅତି ବର୍ବରତାର ସହ ତାଙ୍କୁ ହତ୍ୟା କରୁଛନ୍ତି…
