ବିହାରକୁ ବିଭାଜନ କରିବାରେ ଲାଗିପଡିଛନ୍ତି ନୀତୀଶ କୁମାର: ଆରସିପି ସିଂହ
ପାଟନା: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ଆରସିପି ସିଂ ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି | ସେ ଜାତି ଗଣନା ରିପୋର୍ଟକୁ ନେଇ ପ୍ରଶ୍ନ ଉଠାଇଥିଲେ। ଆରସିପି କହିଛନ୍ତି ଯେ ଜାତି ଗଣନା ରିପୋର୍ଟ…
