ଶବଗଦା ଭିତରେ ୭ ଘଣ୍ଟା ଲୁଚି ଜୀବନ ବଞ୍ଚାଇଲେ ଇସ୍ରାଏଲ୍ ସଙ୍ଗୀତ ମହୋତ୍ସବକୁ ଯାଇଥିବା ଯୁବତୀ
ଜେରୁଜେଲମ୍: ଇସ୍ରାଏଲ୍ ସଙ୍ଗୀତ ମହୋତ୍ସବ ‘ନେଚର୍ ପାର୍ଟି’କୁ ଯାଇଥିବା ଜଣେ ଯୁବତୀ ହମାସ୍ ଆକ୍ରମଣ ବେଳେ ଶବଗଦା ଭିତରେ ଦୀର୍ଘ ୭ ଘଣ୍ଟା କାଳ ଆତ୍ମଗୋପନ କରି ଜୀବନ ରକ୍ଷା କରିଥିବା କଥା ‘ଦି ନ୍ୟୁୟର୍କ ପୋଷ୍ଟ୍’ ରିପୋର୍ଟ କରିଛି। ରିପୋର୍ଟରେ…
