2023

କ୍ୟାବ ଡ୍ରାଇଭରଙ୍କ ଆକାଉଣ୍ଟକୁ ଚାଲିଗଲା ୯ ହଜାର କୋଟି, ଇସ୍ତଫା ଦେଲେ ବ୍ୟାଙ୍କ ସିଇଓ

ଚେନ୍ନାଇ : ନିଜ ପଦରୁ ଅଚାନକ ଇସ୍ତଫା ଦେଲେ ତାମିଲନାଡ଼ୁ ମଙ୍କେଟାଇଲ ବ୍ୟାଙ୍କ (TMB) ର ଏମଡି ଓ ସିଇଓ ଏସ୍‌ କୃଷ୍ଣ । କିଛି ଦିନ ପୂର୍ବେ ବ୍ୟାଙ୍କରୁ ଜଣେ କ୍ୟାବ୍‌ ଡ୍ରାଇଭରଙ୍କ ଆକାଉଣ୍ଟକୁ ଭୁଲବଶତଃ ୯ ହଜାର କୋଟି…

ଅନ୍ୟମାନଙ୍କଠାରୁ ବାକ୍‌ସ୍ବାଧୀନତା ଶିଖିବାର ଆବଶ୍ୟକତା ନାହିଁ: ଜୟଶଙ୍କର

ନୂଆଦିଲ୍ଲୀ: ବାକ୍‌ସ୍ବାଧୀନତା କ’ଣ ତାହା ଆମର ଅନ୍ୟମାନଙ୍କ ପାଖରୁ ଶିଖିବାର ଆବଶ୍ୟକତା ନାହିଁ ବୋଲି ଆଜି ଭାରତ ଓ କାନାଡା କୂଟନୈତିକ ତିକ୍ତତା ପ୍ରସଙ୍ଗରେ କହିବା ବ‌େଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି। ଏ ପ୍ରସଙ୍ଗରେ ନିଜର ବିବୃତି…

୯ ମାସରେ ୧୪୬ ବାଘ ମୃତ; ଗତ ୧୧ ବର୍ଷରେ ଚଳିତ ବର୍ଷର ମୃତ୍ୟୁସଂଖ୍ୟା ସର୍ବାଧିକ: ‘ଏନ୍‌ଟିସିଏ’

ପୁଣେ: ଚଳିତ ବର୍ଷ ଜାନୁଆରି ମାସରୁ ସେପ୍ଟେମ୍ବର ୨୮ ତାରିଖ ମଧ୍ୟରେ ଭାରତ ୧୪୬ଟି ବାଘମୃତ୍ୟୁ ପଞ୍ଜିକୃତ କରିଛି ବୋଲି ‘ନ୍ୟାସ୍‌ନାଲ୍‌ ଟାଇଗର୍‌ କଞ୍ଜର୍‌ଭେସନ୍‌ ଅଥରିଟି’ ତଥ୍ୟାବଳିରୁ ଜଣାପଡ଼ିଛି। ୨୦୧୨ ପରଠାରୁ ଚଳିତ ବର୍ଷର ବାଘ ମୃତ୍ୟୁସଂଖ୍ୟା ସର୍ବାଧିକ ବୋଲି ମଧ୍ୟ…

ବ୍ୟାନର୍‌ ଲାଗିବନି, ଚା ମଧ୍ୟ ଦିଆଯିବନି: ଲୋକସଭା ନିର୍ବାଚନ ପ୍ରଚାର ପାଇଁ ଗଡ଼କରୀଙ୍କ ରଣନୀତି

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପ୍ରଚାର ନିମନ୍ତେ ତାଙ୍କ ନିର୍ବାଚନ ମଣ୍ଡଳୀ ନାଗପୁରରେ ତାଙ୍କର କୌଣସି ବ୍ୟାନର୍‌ କି, ପୋଷ୍ଟର୍‌ ଲାଗିବ ନାହିଁ ଏବଂ ଜନସାଧରଣଙ୍କୁ ଚା ମଧ୍ୟ ପିଆଇବେ ନାହିଁ ବୋଲି ଶୁକ୍ରବାର ଦିନ କେନ୍ଦ୍ର ସଡ଼କ ପରିବହନ ଓ…

ମଞ୍ଚରେ ବାଟ ପାଉନାହାନ୍ତି… ଝୁଣ୍ଟି ପଡୁଥିବା ବାଇଡେନ୍‌ଙ୍କୁ ଉପହାସ କଲେ ଟ୍ରମ୍ପ୍‌

ଆନ୍‌ହାଇମ୍‌: ଆମେରିକାର ଆନ୍‌ହାଇମ୍‌ରେ ଆୟୋଜିତ ‘କାଲିଫର୍ଣ୍ଣିଆ ଷ୍ଟେଟ୍‌ ରିପବ୍ଲିକାନ୍‌ ପାର୍ଟି କନ୍‌ଭେନ୍‌ସନ୍’ରେ ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ରାଷ୍ଟ୍ରପତି ଜୋ ବାଇଡେନ୍‌ ବିଭିନ୍ନ ସମୟରେ ଝୁଣ୍ଟି ପଡୁଥିବା ଘଟଣାରେ ଉପହାସ କରି କହିଛନ୍ତି କି, ସେ (ବାଇଡେନ୍‌) ବାଟ ପାଉନାହାନ୍ତି। ସମବେତ ଜନତାକୁ ଉଦ୍‌ବ‌ୋଧନ…

ସଂରକ୍ଷଣ ନାଁରେ ଆଗକୁ ଆସିବେ ଲିପଷ୍ଟିକ୍ ଓ ବବ୍ କଟ୍ ହେୟାର ଷ୍ଟାଇଲ୍ ମହିଳା: ଆରଜେଡି ନେତା

ମୁଜାଫର୍‌ପୁର୍‌: ମହିଳା ସଂରକ୍ଷଣ ବିଲ୍‌ ନାଁରେ ଲିପ୍‌ଷ୍ଟିକ୍‌ ଲଗାଇଥିବା ଓ ବବ୍‌-କଟ୍‌ କେଶବିନ୍ୟାସ କରିଥିବା ମହିଳାମାନେ ଆଗେଇ ଆସିବେ ବୋଲି କହି ବରିଷ୍ଠ ‘ଆର୍‌ଜେଡି’ ନେତା ଅବ୍ଦୁଲ୍‌ ବାରି ସିଦ୍ଦିକି ବିବାଦର ସୂତ୍ରପାତ କରିଛନ୍ତି ବ‌ୋଲି ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।…

ଦେଶରେ କଂଗ୍ରେସ କ୍ଷମତାକୁ ଆସିଲେ, ଜାତିଗତ ଗଣନା କରାଯିବ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ଦେଶରେ ଯଦି କଂଗ୍ରେସ କ୍ଷମତାକୁ ଆସେ, ତେବେ ପ୍ରଥମେ ଜାତିଗତ ଗଣନା କରାଯିବ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି। ଶନିବାର ମଧ୍ୟ ପ୍ରଦେଶର ଶାଜାପୁରଠାରେ ଜନଆକ୍ରୋଶ ରାଲିରେ ଯୋଗ ଦେଇ ସେ କହିଛନ୍ତି, ଯଦି କୌଣସି…

ସ୍କୁଲରେ ରିଲ୍‌ କରୁଛନ୍ତି ଶିକ୍ଷୟିତ୍ରୀ; ଲାଇକ୍‌, ସବସ୍କ୍ରାଇବ୍‌ କରିବାକୁ ଛାତ୍ରଙ୍କ ଉପରେ ପକାଉଛନ୍ତି ଚାପ

ଲକ୍ଷ୍ନୌ : ଶିକ୍ଷକଙ୍କୁ ଘାରିଛି ରିଲ୍‌ କରିବା ନିଶା। ସ୍କୁଲରେ ପାଠ ପଢ଼ାଇବା ବଦଳରେ କରୁଛି ରିଲ୍‌ । ଆଉ ତାହାକୁ ଲାଇକ୍‌, ସବ୍‌ସ୍କ୍ରାଇବ କରିବାକୁ ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରୁଛନ୍ତି। ଏପରି ନ କଲେ ମାଡ଼ ମାରିବାର ଧମକ ବି ଦେଉଛନ୍ତି।…

ବ୍ରିଟେନରେ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ଗୁରୁଦ୍ୱାର ପ୍ରବେଶ ବାରଣ, ପ୍ରଶ୍ନ କଲା ଭାରତ

ନୂଆଦିଲ୍ଲୀ : ସ୍କଟଲ୍ୟାଣ୍ଡରେ ଭାରତୀୟ ଉଚ୍ଚ ଆୟୁକ୍ତ(ହାଇ କମିଶନର୍)ଙ୍କୁ ପ୍ରବେଶ ଅନୁମତି ନ ଦେବାକୁ ନେଇ ଉପୁଜିଛି ବିବାଦ। ବ୍ରିଟେନରେ ଥିବା ଭାରତୀୟ ହାଇ କମିଶନର ବିକ୍ରମ ଦୋରାଇସ୍ୱାମୀଙ୍କୁ ଖାଲିସ୍ତାନୀ ଉଗ୍ରବାଦୀମାନେ ସ୍କଟଲ୍ୟାଣ୍ଡର ଗୁରୁଦ୍ୱାରରେ ପ୍ରବେଶ କରାଇ ଦେଉନଥିବାର ଏକ ଭିଡିଓ…

ଉଜ୍ଜୈନ ଦୁଷ୍କର୍ମ ମାମଲା: ଫାଶୀ ଦେବାକୁ ଦାବି କଲେ ଅଭିଯୁକ୍ତର ବାପା

ନୂଆଦିଲ୍ଲୀ : ଉଜ୍ଜୈନରେ ଦୁଷ୍କର୍ମ ମାମଲା ଅଭିଯୁକ୍ତର ବାପାଙ୍କ ବୟାନ। ପୁଅକୁ ଫାଶୀ ଦେବାକୁ ଦାବି କଲେ ଅଭିଯୁକ୍ତର ବାପା। ସେ ଅପରାଧ କରିଛି, ନା ତାକୁ ଭେଟିବାକୁ ପୁଲିସ ଷ୍ଟେସନ ଯାଇଛି, ନା କୋର୍ଟକୁ ଯିବି। ତାକୁ ଫାଶୀ ଦଣ୍ଡ…