2023

ବାଇକ୍ ରେ ୩୦କିମି ବୁହାହେଲା ମୃତଦେହ

ରେଢାଖୋଲ: ମୃତ୍ୟୁ ପରେ ଶବକୁ ଘରେ ପହଞ୍ଚାଇବା ପାଇଁ ମହାପ୍ରୟାଣ ଗାଡି ବ୍ୟବସ୍ଥା କରିଛନ୍ତି ସରକାର କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଆଜିର ଏହି ଘଟଣା ସରକାରଙ୍କ ମହାପ୍ରୟାଣ ଯୋଜନା ଉପରେ ପ୍ରଶ୍ନ ବାଚି ସୃଷ୍ଟି କରିଛି । ଗାଡ଼ି…

ପଶ୍ଚିମବଙ୍ଗରେ ଡେଙ୍ଗୁ ଆତଙ୍କ; ଆମେରିକା ଗସ୍ତ ବାତିଲ କଲେ ରାଜ୍ୟପାଳ

ପଶ୍ଚିମବଙ୍ଗରେ ଡେଙ୍ଗୁ ଆକ୍ରାନ୍ତଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏଥିସହ ରାଜ୍ୟର ଅର୍ଥନୈତିକ ସ୍ଥିତି ବି ଖରାପ ହେବାରେ ଲାଗିଛି। ଏପରି ସମୟରେ ରାଜ୍ୟ ଘଡ଼ିସନ୍ଧି ମୁହୂର୍ତ୍ତରେ ଗତି କରୁଥିବା ବେଳେ ନିଜ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତକୁ ବାତିଲ କରି ଦେଇଛନ୍ତି…

ସ୍କର୍ପିଓରୁ ଏୟାର ବ୍ୟାଗ୍‌ ଗାଏବ; ଆନନ୍ଦ ମହିନ୍ଦ୍ରାଙ୍କ ନାମରେ ମାମଲା

ସବୁବେଳେ ସୋଶାଲ ମିଡିଆରେ ଆକ୍ଟିଭ ରହୁଥିବା ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରାଙ୍କ ନାମରେ ରୁଜୁ ହୋଇଛି ଠକେଇ ମାମଲା। ମହିନ୍ଦ୍ରା ଓ ମହିନ୍ଦ୍ରା କମ୍ପାନୀର ସ୍କର୍ପିଓ ଗାଡ଼ିରୁ ଏୟାର ବ୍ୟାଗ୍‌ ଉଭାନ ହୋଇ ଯାଇଥିବା ଅଭିଯୋଗ ହୋଇଛି। ଏଥିନିମନ୍ତେ ଜଣେ ବ୍ୟକ୍ତି…

ଆଜି ପବିତ୍ର ସୁନିଆ: ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଆରମ୍ଭ ହେବ ୧୪୩୧ ସାଲ

ପୁରୀ: ଆଜି ପବିତ୍ର ସୁନିଆ ଉତ୍ସବ। ଆଜିଠାରୁ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କର ଆରମ୍ଭ ହେବ ୧୪୩୧ ସାଲ । ଏହି ଅବସରରେ ସନ୍ଧ୍ୟାରେ ପୁରୀ ଗଜପତିଙ୍କ ଶ୍ରୀନଅରରେ ପାଳିତ ହେବ ସୁନିଆଁ ଉତ୍ସବ। ଆଜିଠାରୁ ଗଜପତି ମହାରାଜାଙ୍କର ୬୬ ଅଙ୍କ…

ଦିଲ୍ଲୀ ମେଟ୍ରୋରେ ପୁଣି ଯାତ୍ରୀ ଲଗାଇଲେ ବିଡି, ଭିଡିଓ ଭାଇରାଲ

ଦିଲ୍ଲୀ ମେଟ୍ରୋ ଟ୍ରେନ୍‌ରେ ପୁଣି ଘଟିଛି ଏକ ଅଜବ ଘଟଣା। କେତେବେଳେ ଗଣ୍ଡଗୋଳ ତ କେତେବେଳେ ପ୍ରେମୀ ଯୁଗଳଙ୍କ ଅନ୍ତରଙ୍ଗ ମୁହୂର୍ତ୍ତ ପରେ ଏବେ ଦିଲ୍ଲୀ ମେଟ୍ରୋରେ ଘଟିଛି ଆଉ ଏକ କାରନାମା। ଜଣେ ବୟସ୍କ ବ୍ୟକ୍ତି ଟ୍ରେନ୍‌ରେ ଯାତ୍ରା କରୁଥିବା…

୯୧ ବର୍ଷରେ ପଦାର୍ପଣ କଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ଆଜି ୯୧ ତମ ଜନ୍ମଦିନ । ଏହି ଅବସରରେ ସମଗ୍ର ଦେଶରୁ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ମିଳୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କୁ ଜନ୍ମଦିନରେ ଶୁଭେଚ୍ଛା…

୯ ଦିନରେ ଓଡିଶା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ ଦ୍ୱାରା ୧୧୬୦ରୁ ଊର୍ଦ୍ଧ୍ୱ ଆଇଡିଆ ସଂଗ୍ରହ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ଆଜି ଓଡିଶାର ୩ଟି ପ୍ରମୁଖ ଜିଲ୍ଲା ସୋନପୁର, ଗଜପତି ଏବଂ ବାଲେଶ୍ୱରରେ ପହଞ୍ଚି ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ କରିଛି । ଏହି ଯାତ୍ରା ଅର୍ନ୍ତଗତ ଭ୍ୟାନଗୁଡିକ ଆଜି…

ବିଧାନସଭା ନିର୍ବାଚନ ଲଢ଼ିବେ ୩ କେନ୍ଦ୍ରମନ୍ତ୍ରୀ ଓ ୩ ସାଂସଦ

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଲଢ଼ିବେ ୩ କେନ୍ଦ୍ରମନ୍ତ୍ରୀ। ନରେନ୍ଦ୍ର ସିଂହ ତୋମାର, ପ୍ରହ୍ଲାଦ ସିଂହ ପଟେଲ ଓ ଫଗନ ସିଂହ କୁଲସ୍ତେଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଛି ବିଜେପି। ଦଳ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ୩୯…

ଗୁଣି ଗାରେଡି ସନ୍ଦେହରେ ଡବଲ୍ ମର୍ଡର, ସ୍ବାମୀ-ସ୍ତ୍ରୀଙ୍କୁ ବୀଭତ୍ସ ହତ୍ୟା

ଗଜପତି : ଗୁଣି ଗାରେଡି ସନ୍ଦେହରେ ଡବଲ୍ ମର୍ଡର । ସ୍ବାମୀ-ସ୍ତ୍ରୀଙ୍କୁ ବୀଭତ୍ସ ହତ୍ୟା । ଗଜପତି ଜିଲ୍ଲା ଅଡବା ଥାନା ଘୋଡ଼ାପଙ୍କା ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକମାନେ ହେଲେ ଘୋଡ଼ାପଙ୍କା ଗାଁର କପିଳେନ୍ଦ୍ର ମଳିକ ଓ ତାଙ୍କ…

ଆତଙ୍କୀ ଲଖବୀର ସିଂହ ଲାଣ୍ଡାର ୪୮ଟି ଠିକଣାରେ ରେଡ୍‌

ଖଲିସ୍ତାନୀ ଆତଙ୍କବାଦୀ ଲଖବୀର ସିଂହ ଲାଣ୍ଡା ଓ ଏହାର ସହଯୋଗୀମାନଙ୍କର ପ୍ରାୟ ୪୮ଟି ଠିକଣାରେ ଆଜି ପଞ୍ଜାବ ପୁଲିସ ଏକକାଳୀନ ରେଡ କରିଛି। ଫିରୋଜପୁର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଖଲିସ୍ତାନୀ ସପକ୍ଷବାଦୀଙ୍କ ଠିକଣାରେ ଏପରି ଚଢ଼ଉ କରାଯାଇଛି। ଏହାପୂର୍ବରୁ…