2023

‘ସମ୍ୱାଦ’ ଅଫିସରେ EOWର ଚଢାଉ

ଭୁବନେଶ୍ବର : ଭୁବନେଶ୍ବର ସମ୍ବାଦ ଅଫିସରେ କ୍ରାଇମବ୍ରାଞ୍ଚ EOWର ଟିମ୍ । ଖବରକାଗଜ ଅଫିସରେ ୧୨ ଜଣିଆ ଟିମ୍ ପହଞ୍ଚିଛି । କର୍ମଚାରୀଙ୍କୁ ଋଣ ମାମଲାରେ ସମ୍ବାଦ ଖବରକାଗଜ ଅଫିସରେ ଯାଞ୍ଚ କରୁଛି ତଦନ୍ତକାରୀ ଟିମ୍ । ତେବେ ଏନେଇ ସମ୍ବାଦ…

ଇଣ୍ଡିଆ ଏକତାକୁ ‘ବାମ’ ଝଟକା!

ବିଜେପି ବିରୋଧରେ ଏକାଠି ହୋଇଥିବା ବିରୋଧୀ ମେଣ୍ଟ ଇଣ୍ଡିଆ ଏକତାକୁ ଶକ୍ତ ଝଟକା। ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ-ଏମ ବଡ଼ ପଦକ୍ଷେପ ନେଇଛି। ବେଙ୍ଗଲ ଓ କେରଳରେ ସିପିଆଇ-ଏମ ମେଣ୍ଟ ବିରୋଧରେ ଯିବାକୁ ନିଷ୍ପତ୍ତି ନେଇଛି। ଏହି ଦୁଇ ରାଜ୍ୟରେ ସିପିଆଇ-ଏମର…

ଆସନ୍ତା ୨୫ରେ ଏନଆରଟିଏସ ପରୀକ୍ଷା

କଟକ: ଆସନ୍ତା ୨୫ ରେ ନ୍ୟାସନାଲ ରୁରାଲ ଟାଲେଣ୍ଟ ସ୍କଲାରସିପ (ଏନଆରଟିଏସ) ପରୀକ୍ଷା। । ରାଜ୍ୟର ୫୭ ହଜାର ୮୫୧ ଜଣ ଛାତ୍ରଛାତ୍ରୀ ଦେଉଛନ୍ତି ଏହି ପରୀକ୍ଷା। ରାଜ୍ ୩୭୦ ଟି କେନ୍ଦ୍ରରେ ହେବ ପରୀକ୍ଷା। ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳନା…

ଝାରଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ମିଳିଲାନି ଆଶ୍ୱସ୍ତି, ହାଇକୋର୍ଟ ଯିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ମନିଲଣ୍ଡରିଂ ମାମଲାରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ମିଳିନି ଆଶ୍ୱସ୍ତି। ଇଡି ତାଙ୍କୁ ଏହି ମାମଲାରେ ହାଜର ହେବାକୁ ସମନ କରିଥିଲା। ଏହା ବିରୋଧରେ ହେମନ୍ତ ସୋରେନ ସୁପ୍ରିମକୋର୍ଟ ଯାଇଥିଲେ। କିନ୍ତୁ ଏହାର ଶୁଣାଣି କରିବାକୁ ସର୍ବୋଚ୍ଚ ଅଦାଲତ ମନା କରି…

ମନ୍ଦିର ପ୍ରାଙ୍ଗଣରେ ଥିବା ବଉଳ ଗଛରୁ ପଡିଲା ପୁଳା ପୁଳା ସାପ ଛୁଆ

ଭୁବନେଶ୍ଵର: ଆଜି ହେଉଛି ବାଲି ତୃତୀୟା ଓଷା ତଥା ସୋମବାର । ସକାଳୁ ସକାଳୁ ମନ୍ଦିରରେ ଲାଗିଛି ଭକ୍ତଙ୍କ ଗହଳି । ହଠାତ୍ ସେତେବେଳେ ଭକ୍ତଙ୍କ ମୁଣ୍ଡରେ ପଡିଲା ସାପ ଛୁଆ । ଭୟରେ ଭକ୍ତ ଚାରିଆଡେ ଦୌଡିବାକୁ ଲାଗିଲେ ।…

ରାଜ୍ୟସଭା ଅଧ୍ୟକ୍ଷଙ୍କୁ କ୍ଷୋଭ ଜଣାଇଲେ ଖଡଗେ

କଂଗ୍ରେସ ମୁଖିଆ ତଥା ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ଆଜି ଗୃହର ଅଧ୍ୟକ୍ଷ ଜଗଦୀପ ଧନକରଙ୍କ ଆଗରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ବିରୋଧୀ ଦଳର ନେତାମାନଙ୍କୁ ସେମାନଙ୍କର ପକ୍ଷ ରଖିବାକୁ ଗୃହରେ ଉପଯୁକ୍ତ ସମୟ ମିଳୁ ନାହିଁ।…

କମେଣ୍ଟମରାକୁ ନେଇ ତୁମୁଳକାଣ୍ଡ: ଯୁବକଙ୍କୁ ଖଣ୍ଡା, ଭୁଜାଲିରେ ଆକ୍ରମଣ କଲେ ୮ ଦୁର୍ବୃତ୍ତ

ଭୁବନେଶ୍ୱର : କମେଣ୍ଟମରାକୁ ବିରୋଧ କରିବାରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଲକ୍ଷ୍ମସାଗର ଥାନା ବମିଖାଲର ରାକେଶ କୁମାର ବାରିକ ସେଲୁନରେ ଥିବା ୮ ଜଣ ଯୁବକ ଖଣ୍ଡା, ଭୁଜାଲି ଓ ଲୁହା ରଡରେ ଆକ୍ରମଣ କରିଥିଲେ । ଏଥିରେ ରାକେଶଙ୍କ…

ପଞ୍ଚଭୂତରେ ବିଲୀନ ହେଲେ ପ୍ରଖ୍ୟାତ ସାହିତ୍ୟିକା ଓ ସାମ୍ବାଦିକା ଗୀତା ମେହେଟ୍ଟା

ନୂଆଦିଲ୍ଲୀ: ଅନ୍ତିମ ଯାତ୍ରାରେ ଗୀତା ମେହେଟ୍ଟା।ପଞ୍ଚଭୂତରେ ବିଲୀନ ହେଲେ ପ୍ରଖ୍ୟାତ ସାହିତ୍ୟିକା ଓ ସାମ୍ବାଦିକା ଗୀତା ମେହେଟ୍ଟା। ଦିଲ୍ଲୀ ଲୋଧି ରୋଡ୍ ସ୍ମଶାନରେ ଗୀତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଅବଦୁଲ କଲାମ ରୋଡ଼ରେ ଥିବା ପୈତୃକ ବାସଭବନରୁ ତାଙ୍କ ମରଶରୀରକୁ…

୬୧ କୋଟି ଟଙ୍କାରେ ବିକ୍ରି ହେଲା ଅମୃତା ଶେର୍-ଗିଲଙ୍କ ଚିତ୍ରକଳା

ଜଣାଶୁଣା ଶିଖ-ହଙ୍ଗେରୀ ଚିତ୍ରକାର ଅମୃତା ଶେର୍-ଗିଲଙ୍କ ଚିତ୍ରକଳା ଆଉ ଏକ ରେକର୍ଡ କରିଛି। ୧୯୩୭ର ତାଙ୍କ ଅଏଲ୍-ଅନ୍-କାନଭାସ ‘ଦ ଷ୍ଟୋରୀ ଟେଲର୍’ ଚିତ୍ରକୁ ୬୧ କୋଟି ୮ ଲକ୍ଷ ଟଙ୍କାରେ ନିଲାମ କରାଯାଇଛି। କୌଣସି ଭାରତୀୟ ଚିତ୍ରକାରଙ୍କ କୃତିକୁ ଏତେ ମୂଲ୍ୟରେ…

ଘରୋଇ କଳହକୁ କେନ୍ଦ୍ର କରି ଭାଇକୁ ହାଣିଲା ଭାଇ

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଲଙ୍ଗଳେଶ୍ବର ଗାଁରେ ଅଭାବନୀୟ ଘଟଣା । ଘରୋଇ କଳହକୁ କେନ୍ଦ୍ର କରି ଭାଈକୁ ହାଣି ଦେଇଛି ଭାଈ । ସୂଚନା ଅନୁସାରେ ଗତକାଲି କୌଣସି କଥାକୁ ନେଇ ସୁଶାନ୍ତ ଗିରିଙ୍କର ତାଙ୍କ ମାଆ ସାବିତ୍ରୀ ଗିରିଙ୍କ ସହ…