2023

ଆଦିତ୍ୟ L1: ବୈଜ୍ଞାନିକ ତଥ୍ୟ ସଂଗ୍ରହ ଆରମ୍ଭ କଲା ସୂର୍ଯ୍ୟ ମିଶନ

ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଇସ୍ରୋ ସୂର୍ଯ୍ୟ ମିଶନର କାର୍ଯ୍ୟ ଆରମ୍ଭ। ଆଦିତ୍ୟ L1 ପ୍ରଥମ ଲାଗ୍ରେଞ୍ଜ ପଏଣ୍ଟକୁ ଯାତ୍ରା କରିବା ପୂର୍ବରୁ ମହାକାଶରେ ବୈଜ୍ଞାନିକ ତଥ୍ୟ ସଂଗ୍ରହ ଆରମ୍ଭ କରିଦେଇଛି। ଇସ୍ରୋ ସୁପ୍ରା ଥର୍ମାଲ୍ ଆଣ୍ଡ୍ ଏନର୍ଜେଟିକ୍ ପାର୍ଟିକାଲ୍ ସ୍ପେକ୍ଟ୍ରୋମିଟର (STEPS)…

ସୁନ୍ଦରଗଡକୁ ସ୍କ୍ରବ ଟାଇଫସ୍ ଚିନ୍ତା; ପୁଣି ୩ ପଜିଟିଭ ଚିହ୍ନଟ, ସମୁଦାୟ ସଂଖ୍ୟା ୧୮୩

ସୁନ୍ଦରଗଡ: ସୁନ୍ଦରଗଡ଼ରେ ସ୍କ୍ରବ ଟାଇଫସ୍ରେ ଲାଗୁନି ଲଗାମ। ଗତକାଲି ୧୧ ଚିହ୍ନଟ ହୋଇଥିବାବେଳେ ଆଜି ପୁଣି ଚିହ୍ନଟ ହୋଇଛନ୍ତି ୩ଜଣ। ଏହା ସହ ସଂଖ୍ୟା ୧୮୩ରେ ପହଞ୍ଚିଛି। ଗତ ଜାନୁୟାରୀ ୧ରୁ ସେପଟେମ୍ବର ୧୨ ତାରିଖ ମଧ୍ୟରେ ଜିଲ୍ଲାରେ ୧୩୨ ଜଣ…

ସ୍ୱତନ୍ତ୍ର ଅଧିବେଶନ ଛୋଟ ହେଲେ ବି ଐତିହାସିକ ହେବ: ପ୍ରଧାନମନ୍ତ୍ରୀ

ଆରମ୍ଭ ହେଲା ସଂସଦର ସ୍ୱତନ୍ତ୍ର ଅଧିବେଶନ। ପୁରୁଣା ସଂସଦ ଭବନରେ ଆଜି ବସିଛି ଶେଷ ଅଧିବେଶନ। ପୂର୍ବାହ୍ନ 11ଟାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ଅଧିବେଶନ। ଦେଶର 75 ବର୍ଷର ସଂସଦୀୟ ଯାତ୍ରା ଉପରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।…

ମେରାଇନ ଡ୍ରାଇଭରେ ମୋ ବସ-କାର ଧକ୍କା: ଚାଳକ ମୃତ

ପୁରୀ:ପୁରୀ-କୋଣାର୍କ ମେରାଇନ ଡ୍ରାଇଭରେ ସକାଳୁ ସକାଳୁ ମର୍ମନ୍ତୁଦ ଦୁର୍ଘଟଣା । ‘ମୋ ବସ’-କାର ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ କାର ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି । ଅନ୍ୟ ୫ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କ ଅବସ୍ଥା ଗୁରୁତର ଅଛି ।…

ଭାରତ ଏସିଆ କପ ଚାମ୍ପିୟନ, ୮ମ ଥର ପାଇଁ ଭାରତ ଏସିଆ କପ୍‌ ବିଜୟୀ; ୫୦ ରନ୍‌ରେ ଶ୍ରୀଲଙ୍କା ଅଲ୍‌ଆଉଟ୍‌

କଲମ୍ବୋ: ଏସିଆ କପ୍‌-୨୦୨୩ ନିଜ ନାଁରେ କରିଛି ଭାରତ। ୧୯ ଦିନର ଏହି ଟୁର୍ନାମେଣ୍ଟରେ ୧୩ଟି ମ୍ୟାଚ୍ ଖେଳାଯାଇଥିଲା। ଫାଇନାଲରେ ଶ୍ରୀଲଙ୍କାକୁ ଶୋଚନୀୟ ଭାବେ ୧୦ ଓ୍ବିକେଟରେ ପରାସ୍ତ କରି ୮ମ ଥର ପାଇଁ ଟାଇଟଲ ହାତେଇଛି ଟିମ୍ ଇଣ୍ଡିଆ। କମ୍‌…

ପୁରୀରେ ଶୁଭାରମ୍ଭ ହେଲା ବିଶ୍ଵକର୍ମା ଯୋଜନା

ପୁରୀ: ଶୁଭାରମ୍ଭ ହୋଇଛି ପିଏମ ବିଶ୍ଵକର୍ମା ଯୋଜନା । ଏହି ଯୋଜନା ମାଧ୍ୟମରେ କୌଳିକ ବୃତ୍ତିଗତଙ୍କୁ ମିଳିବ ବିଶ୍ୱକର୍ମା ପରିଚୟ । ୫% ସୁଧ ହାରରେ ୨ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଋଣ ଯୋଗାଇଦେବେ କେନ୍ଦ୍ର ସରକାର । ଏଥିପାଇଁ ୫…

ପତ୍ନୀଙ୍କୁ ସହିଦ ଡିଏସପି ହୁମାୟନ ଭଟ୍ଟଙ୍କ ଶେଷ କଲ୍: ଯଦି ମୁଁ ମରିଯାଏ, ଦୟାକରି ଆମ ଝିଅର ଯତ୍ନ ନେବ

ହାଲୋ ଶୁଣ…ମୋ ଶରୀରରେ ଗୁଳି ବାଜିଛି । ପ୍ରବଳ ରକ୍ତ ବୋହୁଛି । ମୁଁ ଆଉ ବଞ୍ଚିନପାରେ । ଯଦି ମୁଁ ମରିଯାଏ, ଦୟାକରି ଆମ ଝିଅର ଯତ୍ନ ନେବ । ଏମିତି କିଛି ଶେଷଥର ପାଇଁ ଭିଡିଓ କଲ୍ କରି…

କନ୍ଦରପୁର ଡକାୟତି ଘଟଣା: ଆଉ ୬ ଅଭିଯୁକ୍ତ ଗିରଫ

କଟକ: କମିସନରେଟ ପୁଲିସ କଟକ କନ୍ଦରପୁର ଡକାୟତି ଘଟଣାର ପର୍ଦାଫାଶ କରିଛି। ଏହି ମାମଲା ଡକାୟତ ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ମନୋଜ ମହାରଣା ଓରଫ ମଙ୍ଗୁକୁ ଦୁଇ ଦିନ ତଳେ ପୁଲିସ ଏନକାଉଣ୍ଟର କରିଥିବା ବେଳେ ଆଜି ଏହି ଗ୍ୟାଙ୍ଗର ଅନ୍ୟ…

ଆତଙ୍କବାଦୀଙ୍କୁ ଖୋଜି ବାହାର କରିବ ଏହି ନୂତନ ଡ୍ରୋନ, ନିୟୋଜିତ ହେଲା ହେରୋନ୍ ମାର୍କ-୨

ଶ୍ରୀନଗର: ଅନନ୍ତନାଗର କୋକେରନାଗ ଜଙ୍ଗଲରେ ଆଜି ବି ଜାରି ରହିଛି ଏନକାଉଣ୍ଟର। ଆଜି ଷଷ୍ଠ ଦିନ ହେବ ଏହି ଅଞ୍ଚଳରେ ଏନକାଉଣ୍ଟର ଚାଲିଛି। କୁହାଯାଉଛି ଉକ୍ତ ଅଞ୍ଚଳରେ ୨ ଜଣ ଆତଙ୍କବାଦୀ ଲୁଚି ରହିଥିବାର ଅନୁମାନ କରାଯାଉଛି। ଏହି ଆତଙ୍କବାଦୀଙ୍କୁ ଖୋଜିବା…

ଆଉ ଏକ ଜୀବନ ନେଲା ସ୍କ୍ରବ୍ ଟାଇଫସ୍

ଭୁବନେଶ୍ଵର: ସାରା ରାଜ୍ୟରେ ଅହେତୁକ ଭାବେ ବୃଦ୍ଧି ହେବାରେ ଲାଗିଛି ସ୍କ୍ରବ୍ ଟାଇଫସ୍ ସଂକ୍ରମିତଙ୍କ ସଂଖ୍ୟା । ଏହାରି ଭିତରେ ଏହି ରୋଗରେ ଗତକାଲି ଆଉ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ମୋଟ୍ ୬ ଜଣଙ୍କର ଜୀବନ ହାନି…