2023

ଭୁଲବଶତଃ ଗୁଳିଭର୍ତ୍ତି ବନ୍ଧୁକରୁ ଚାଲିଲା ଗୁଳି: ଜଣେ ସେନା ଅଧିକାରୀଙ୍କର ମୃତ୍ୟୁ

ଶ୍ରୀନଗର: ଜମ୍ମୁକଶ୍ମୀରର ବାନ୍ଦିପୋରାସ୍ଥିତ ସେନାର ୧୪ ରାଷ୍ଟ୍ରୀୟ ରାଇଫଲ୍ସ (ଆରଆର) କ୍ୟାମ୍ପରେ ଆଜି ଏକ ଛୋଟ ଦୁର୍ଘଟଣାରେ ଜଣେ ଯବାନଙ୍କର ମୃତ୍ୟୁ ହୋଇଯାଇଛି | ବାସ୍ତବରେ ଜଣେ ସୈନିକଙ୍କ ହାତରୁ ଗୁଳି ଭର୍ତ୍ତି ବନ୍ଧୁକ ହଠାତ୍ ଖସିପଡ଼ିବାରୁ ଏଥିରୁ ଗୁଳି ଫାୟାରିଂ…

ଓଡ଼ିଶାର ୪ ଜଣ ସଙ୍ଗୀତ ନାଟକ ଏକାଡେମୀ ଅମୃତ ପୁରସ୍କାରରେ ସମ୍ମାନିତ

ଭୁବନେଶ୍ୱର: ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୮୪ ଜଣ କଳାକାରଙ୍କ ମଧ୍ୟରୁ ଓଡ଼ିଶାର ୪ ଜଣ ବରିଷ୍ଠ କଳାକାରଙ୍କୁ ମର୍ଯ୍ୟାଦାଜନକ ସଙ୍ଗୀତ ନାଟକ ଏକାଡେମୀ ଅମୃତ ପୁରସ୍କାରରେ ସମ୍ମାନିତ କରାଯାଇଛି। ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ୭୫ ବର୍ଷରୁ ଅଧିକ ବୟସର ୮୪…

ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଶ୍ବକର୍ମା ପୂଜା ଅବସରରେ ଯୋଜନାର ଶୁଭାରମ୍ଭ କରାଯାଇଛି। କୌଳିକ ବୃତ୍ତିକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଏପରି ଏକ ଯୋଜନାର ଆରମ୍ଭ କରିଛନ୍ତି। ଏହି ଯୋଜନା ମାଧ୍ୟମରେ କୌଳିକ ବୃତ୍ତିଧାରୀଙ୍କୁ…

ପାନବରଜ ଚାଷୀ ଓ କିଆଫୁଲ ଚାଷୀଙ୍କୁ ରାଜ୍ୟ ଯୋଜନରେ ମିଳିବ ସ୍ୱତନ୍ତ୍ର ସହାୟତା

ଭୁବନେଶ୍ୱର : ପାନବରଜ ଚାଷୀ ଓ କିଆଫୁଲ ଚାଷୀଙ୍କ ପାଇଁ ଖୁସି। ପାନ ଚାଷକୁ ‘ରାଜ୍ୟ ଯୋଜନା’ରେ ମିଳିବ ସ୍ବତନ୍ତ୍ର ଆର୍ଥିକ ସହାୟତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ 5T ସଚିବ ଭି.କେ. ପାଣ୍ଡିଆନଙ୍କ ପୁରୀ ଓ ଗଞ୍ଜାମ ଗସ୍ତ…

ଜନ୍ମଦିନରେ ‘ଯଶୋଭୂମି’ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

ଜନ୍ମଦିନରେ ପ୍ରଧାନମନ୍ତ୍ରୀଙ୍କ ଉପହାର। ‘ଯଶୋଭୂମି’ ଏକ୍ସପୋ ସେଣ୍ଟରର ପ୍ରଥମ ପର୍ଯ୍ୟାୟ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିଲ୍ଲୀର ଦ୍ୱାରକାଠାରେ ଇଣ୍ଟରନ୍ୟାସନାଲ କନଭେନସନ୍ ସମେତ ‘ଯଶୋଭୂମି’ ଏକ୍ସପୋ ସେଣ୍ଟରର ଉଦଘାଟନ କରିଛନ୍ତି। ଆଜି ଜନ୍ମଦିନ ଅବସରରେ ଦିଲ୍ଲୀର ଦ୍ୱାରକା ସେକ୍ଟର 21ରୁ…

କଟକ ମତଗଜପୁର ଫାୟାରିଂ କରି ଲୁଟ ଘଟଣା, ୫ ଅଭିଯୁକ୍ତ ଗିରଫ

କଟକ: କଟକ ମତଗଜପୁର ଫାୟାରିଂ କରି ଲୁଟ ଘଟଣାରେ ଆଉ ୫ ଅଭିଯୁକ୍ତ ଗିରଫ । ୫ ଅଭିଯୁକ୍ତଙ୍କୁ ଗିରଫ କଲା କନ୍ଦରପୁର ଥାନା ପୋଲିସ୍ । ଗତ ୬ ତାରିଖରେ ଅଳଙ୍କାର ବ୍ୟବସାୟୀ ବିକାଶ ପାତ୍ର ନିଜର ଦୁଇ ଚକିଆ…

ନୂଆ ସଂସଦ ଭବନରେ ଉଡିଲା ତ୍ରିରଙ୍ଗା

ନୂଆ ସଂସଦ ଭବନରେ ଉଡିଲା ତ୍ରିରଙ୍ଗା। ଜାତୀୟ ପତାକା ଉତ୍ତୋଳନ କଲେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ। ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ଗଜଦ୍ୱାରରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ଉପରାଷ୍ଟ୍ରପତି। ଏହି ଅବସରରେ ବାଚସ୍ପତି ଓମ୍ ବିର୍ଲା, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ…

ଆଜି ପୁଣି ସୁନ୍ଦରଗଡ଼ରେ ୧୧ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ

ସୁନ୍ଦରଗଡ଼ : ସୁନ୍ଦରଗଡ଼ରେ ଚିନ୍ତା ବଢାଉଛି ସ୍କ୍ରବ ଟାଇଫସ୍। ଆଜି ପୁଣି ୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଛି ୧୮୦ । ଏନେଇ ସୂଚନା ଦେଲେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ଗତକାଲି ୭…

ଉତ୍ତରାଖଣ୍ଡର ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ

ଉତ୍ତରାଖଣ୍ଡର ମୁସୁରୀର ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଅଘଟଣ। ହୋଟେଲରେ ପାର୍କିଂ ହୋଇଥିବା ଦୁଇଟି ଗାଡି ପୋଡି ପାଉଁସ ହୋଇଯାଇଛି। ଖବର ଲେଖାହେବା ସୁଦ୍ଧା କୌଣସି ମୃତାହତଙ୍କ ସୂଚନା ମିଳିନଥିଲା। ସୂଚନା ଅନୁସାରେ, ମସୁରୀର…

ଜଳାନ୍ତକକୁ ସୂଚୀତ ରୋଗ ଭାବେ ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଜୀବଜନ୍ତୁଙ୍କ କାମୁ଼ଡିବା ଦ୍ୱାରା ମଣିଷ ମାନେ ଯେଉଁ ରୋଗରେ ସଂକ୍ରମିତ ହୁଅନ୍ତି ବା ଆକ୍ରାନ୍ତ ହୁଅନ୍ତି ତାଙ୍କୁ ଜଳାନ୍ତକ ରୋଗ କୁହାଯାଏ। ଏବେ ଏହାକୁ ଏକ ସୂଚୀତ ରୋଗ ବୋଲି ସରକାର ଘୋଷଣା କରିଛନ୍ତି। ସୂଚୀତ ରୋଗ ଘୋଷଣା କରିବାର…