‘ସୋୟୁଜ୍’ ମହାକାଶଯାନରେ ୨୫୦ ମାଇଲ୍ ଉପରେ ଥିବା ମହାକାଶ କେନ୍ଦ୍ରକୁ ଗଲେ ଆମେରିକା ଓ ରୁଷ୍ ମହାକାଶଚାରୀ
ନୂଆଦିଲ୍ଲୀ: ୨ଜଣ ରୁଷୀୟ ଓ ଜଣେ ଆମେରିକୀୟ ମହାକାଶଚାରୀଙ୍କୁ ନେଇ ଶୁକ୍ରବାର ରାତିରେ ରୁଷ୍ର ଏକ ମହାକାଶଯାନ କାଜାଖସ୍ତାନର ବୈକୋନୁର୍ ‘କସ୍ମୋଡ୍ରମ୍’ରୁ ‘ଆନ୍ତର୍ଜାତିକ ମହାକାଶ କେନ୍ଦ୍ର’ ଅଭିମୁଖେ ଯାତ୍ରା କରିଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ ରିପୋର୍ଟ କରିଛି। ରୁଷୀୟ…
