ଓଏଏସ୍ ଅଫିସର ସଂଗ୍ରାମ କେଶରୀ ଜେନା ଗିରଫ
ଓଏଏସ୍ ଅଫିସର ସଂଗ୍ରାମ କେଶରୀ ଜେନାଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ତାଙ୍କୁ ଗିରଫ କରାଯାଇଛି। ସେ ତାଙ୍କ ଆୟ ତୁଳନାରେ ୧୯୭% ଅଧିକ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ପୂର୍ବରୁ…
ଓଏଏସ୍ ଅଫିସର ସଂଗ୍ରାମ କେଶରୀ ଜେନାଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ତାଙ୍କୁ ଗିରଫ କରାଯାଇଛି। ସେ ତାଙ୍କ ଆୟ ତୁଳନାରେ ୧୯୭% ଅଧିକ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ପୂର୍ବରୁ…
କଟକ ତାଳଦଣ୍ଡା କେନାଲରେ ଛତ୍ରବଜାରର ଜଣେ ମାଛ ବ୍ୟବସାୟୀ ବୁଡ଼ି ଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ହରିଶ୍ଚନ୍ଦ୍ର ଦାସ। ହରିଶ୍ଚନ୍ଦ୍ର ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ କେନାଲକୁ ଧୋଇ ହେବାକୁ ଯାଇଥିବାବେଳେ ନିଖୋଜ ହୋଇଯାଇଥିବା ତାଙ୍କ ପୁଅ ପୁଲିସ…
ନୂଆଦିଲ୍ଲୀ: ବିଶ୍ୱକର୍ମା ଜୟନ୍ତୀ ଅବସରରେ ‘ପିଏମ୍ ବିଶ୍ୱକର୍ମା’ ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ପାରମ୍ପରିକ ଶିଳ୍ପରେ ନିୟୋଜିତ କାରିଗର ମାନଙ୍କୁ ସହାୟତା ପ୍ରଦାନ କରିବା ଏବଂ ସେମାନଙ୍କର ଦକ୍ଷତା ବୃଦ୍ଧି କରିବା ଏହି ଯୋଜନାର ମୂଳଲକ୍ଷ୍ୟ । ‘ପିଏମ୍ ବିଶ୍ୱକର୍ମା’…
ଭୁବନେଶ୍ୱର: ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ବୁଧବାର ସୃଷ୍ଟି ହୋଇଥିବା ସୁଦୃଶ୍ୟ ଲଘୁଚାପ ଏବେ ପୂର୍ବ ମଧ୍ୟପ୍ରଦେଶ ଓ ପଡ଼ୋଶୀ ରାଜ୍ୟରେ ସକ୍ରିୟ ରହିଛି। ଆମ ରାଜ୍ୟରେ ଏହାର ସିଧା ପ୍ରଭାବ ନରହିବା କାରଣରୁ ଆଜିଠାରୁ ଧୀରେ ଧୀରେ ବର୍ଷା କମ୍ ହେବ।…
ନୂଆଦିଲ୍ଲୀ : ଦିଲ୍ଳୀ ହାଇକୋର୍ଟ ଏକ ମାମଲାରେ ସ୍ୱାମୀ ଅନ୍ୟ ମହିଳାଙ୍କ ସହ ରହିବା ନେଇ ପତ୍ନୀ କରିଥିବା ଅଭିଯୋଗର ପିଟିସନକୁ ଖାରଜ କରିଦେଇଛନ୍ତି । ଏଥିସହ ସ୍ୱାମୀ ଅନ୍ୟ ମହିଳାଙ୍କ ସହ ରହିବାକୁ ମଧ୍ୟ ଅପରାଧ ବୋଲି ମାନି ନାହାଁନ୍ତି,…
ପୁରୀ: ଦୂର ହୋଇଛି ମହାପ୍ରଭୁଙ୍କ ନୀତିକାନ୍ତିକୁ ନେଇ ହୋଇଥିବା ଅଚଳାବସ୍ଥା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ହସ୍ତକ୍ଷେପ ପରେ ସ୍ବାଭାବିକ ହେଲା ମହାପ୍ରଭୁଙ୍କ ନୀତିକାନ୍ତି । ନୀତିକାନ୍ତିକୁ ନେଇ ସୃଷ୍ଟି ହୋଇଥିବା ଅଚଳାବସ୍ଥା ଦୂର ହୋଇଛି । ମହାପ୍ରଭୁଙ୍କ ବଡ଼ ମହାସ୍ନାନ…
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ପୁଅ ହଣ୍ଟର୍ ବାଇଡେନ୍ଙ୍କ ପାଇଁ ଅଡ଼ୁଆ ବଢ଼ିଛି। ବେଆଇନ ଭାବେ ବନ୍ଧୁକ ରଖିବା ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଏହା ପ୍ରଥମ ଥର ଯେ ଆମେରିକାର କୌଣସି ବର୍ତ୍ତମାନର ରାଷ୍ଟ୍ରପତିଙ୍କ ପୁଅଙ୍କ ବିରୋଧରେ ଆପରାଧିକ…
ଭୁବନେଶ୍ୱର: ସ୍ୱାଭିମାନ ଅଞ୍ଚଳରେ ଉଠାଇଲେ ଦୁ୍ର୍ନୀତି କଥା । କହଲେ ବିଜେଡି ସରକାରର ଭ୍ରଷ୍ଟାଚାରର କଥା । ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ । ପୁଣି ଧୃତରାଷ୍ଟ୍ର ବୋଲି କହି ମୁଖ୍ୟମନ୍ତ୍ରୀଙ୍କୁ ଆକ୍ଷେପ କଲେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ । ସାଂସଦ…
କେରଳ ହାଇକୋର୍ଟ ଜଷ୍ଟିସ ପି.ବି କୁନ୍ହିକୃଷ୍ଣନ ପିଲାମାନଙ୍କ ପାଇଁ ରନ୍ଧା ଖାଦ୍ୟ ଉପରେ ଗୁରୁତ୍ୱ ଦେଇଛନ୍ତି । ସ୍ୱିଗି କି ଜମାଟୋରୁ ଖାଦ୍ୟ ଅର୍ଡର ନ କରି ଅଭିଭାବକମାନଙ୍କୁ ହାତ ତିଆରି ଖାଦ୍ୟ କରି ପିଲାମାନଙ୍କୁ ଖୁଆଇବା ପାଇଁ କହିଛନ୍ତି ।…
ଜୟପୁର: ‘ଇଣ୍ଡିଆ’ ମେଣ୍ଟ ହତାଶ ହୋଇପଡିଛି । କିଛି ଗଣ ମାଧ୍ୟମର ଆଙ୍କର ମାନଙ୍କୁ ବୟକଟ କରିବା ନିଷ୍ପତି ଦୁର୍ଭାଗ୍ୟ ଜନକ । ଏପରିୂ ନିଷ୍ପତ୍ତି ଅତ୍ୟନ୍ତ ନିନ୍ଦନୀୟ ଏବଂ ରାଷ୍ଟ୍ରପାଇଁ ବିପଦ ଜନକ । ଏମିତି କହି ସ୍ୱାଭିମାନ ଅଞ୍ଚଳରେ…