2023

ସାଙ୍ଗ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲା ୧୦ମ ଶ୍ରେଣୀ ଛାତ୍ର

ସାମ୍ନାକୁ ଆସିଛି ଅତ୍ୟନ୍ତ ବିଚଳିତ କରିବା ଭଳି ଘଟଣା। ସାମାନ୍ୟ ବ୍ୟାଗ ପାଇଁ ଜଣେ ୧୦ମ ଶ୍ରେଣୀ ଛାତ୍ର ଘଟଣାଇଛି ଅଭାବନୀୟ କାଣ୍ଡ। ସେ ତା’ର ସହପାଠୀଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛି। ଉତ୍ତର ପ୍ରଦେଶର ଆଲିଗଡ଼ ସହରରେ…

ଖୋଲିଲା ହୀରାକୁଦର ଆଉ ୮ଟି ଗେଟ, ୨୨ଟି ଗେଟ ଦେଇ ହେଉଛି ଜଳ ନିଷ୍କାସନ

ସମ୍ବଲପୁର: ଖୋଲିଲା ହୀରାକୁଦର ଆଉ ୮ଟି ଗେଟ । ବର୍ତ୍ତମାନ ସମୁଦାୟ ୨୨ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ବଙ୍ଗୋପସଗାରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଉପର ମୁଣ୍ଡରେ ଜାରି ରହିଛି ଲଗାଣ ବର୍ଷା । ଏହାକୁ…

କେରଳରେ ନିପା ଭାଇରସ୍ ଆତଙ୍କ

କେରଳରେ ନିପା ଭାଇରସ୍ ଆତଙ୍କ। କେରଳର କୋଝିକୋଡ଼ ଜିଲ୍ଲାରେ ପୁଣି ଜଣେ ଯୁବକ ନିପା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ରେ ପହଞ୍ଚିଛି। ଏହି ୩୯ ବର୍ଷୀୟ ଯୁବକଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ…

ଭୁଶୁଡିଲା ଭାର୍ଗବୀ ନଦୀବନ୍ଧ

ଭୁଶୁଡିଲା ଭାର୍ଗବୀ ନଦୀବନ୍ଧ । ପୁରୀ ଜିଲ୍ଲା ନିକଟସ୍ଥ ପିପିଲି ବ୍ଲକର ବାଲିଗାଁ ନଦୀବନ୍ଧରେ ଏକ ଫାଟ ସୃଷ୍ଟି ହେଇଛି । ଫାଟଟି ପ୍ରାୟେ ୪ଶହ ମିଟର ଲମ୍ବ ବୋଲି ଜଣାପଡିଛି । ଯେହାକୁ ନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି ପିପିଲି…

ପଞ୍ଜି ସ୍କାମରେ ଗୋବିନ୍ଦା ଫସିଯିବା ଘଟଣା; ପାଟି ଫିଟାଇଲେ ମ୍ୟାନେଜର

ସୋଲାର ଟେକ୍ନୋଲଜି ଆଲିଆନ୍ସ (STA) ର ବ୍ରାଣ୍ଡ ଆମ୍ବାସଡର ହୋଇ ହଜାରେ କୋଟିର ପଞ୍ଜି ସ୍କାମରେ ସାମିଲ ଥିବା ନେଇ ଗୋବିନ୍ଦାଙ୍କ ନାମରେ ଉଠିଛି ଅଭିଯୋଗ । ଏପରିକି ଖୁବ୍‌ ଶୀଘ୍ର ଓଡ଼ିଶା EOW ଗୋବିନ୍ଦାଙ୍କୁ ପଚରାଉଚରା ପାଇଁ ମୁମ୍ବାଇ ଯିବ…

ରାଜ୍ୟରେ ଅକ୍ଟୋବରରୁ ଆରମ୍ଭ ହେବ ବାଘ ଗଣନା

ଭୁବନେଶ୍ୱର : ଅକ୍ଟୋବରରୁ ରାଜ୍ୟରେ ବାଘ ଗଣନା । ଆଜିଠୁ ଆରମ୍ଭ ହେବ ତାଲିମ। ରାଜ୍ୟ ବନ ବିଭାଗ ସ୍ବତନ୍ତ୍ର ଭାବେ ନିଜସ୍ବ ବାଘ ଗଣନା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ଏଥିପାଇଁ ଆଜିଠୁ ବାଘ ଗଣନା ପ୍ରକ୍ରିୟା ତାଲିମ ପ୍ରକ୍ରିୟା…

ନୁହ ଗୋଷ୍ଠୀ ସଂଘର୍ଷ ଘଟଣା; ବନ୍ଧା ହେଲେ କଂଗ୍ରେସ ବିଧାୟକ

ହରିୟାଣାର ନୁହରେ ଘଟିଥିବା ଗୋଷ୍ଠୀ ସଂଘର୍ଷ ମାମଲାରେ ବନ୍ଧା ହେଲେ କଂଗ୍ରେସ ବିଧାୟକ । ସାମ୍ପ୍ରଦାୟିକ ଦଙ୍ଗାକୁ ଉସକାଇବା ଅଭିଯୋଗରେ ହରିୟାଣାର ଫିରୋଜପୁରର କଂଗ୍ରେସ ବିଧାୟକ ମମ୍ମନ ଖାନଙ୍କ ବିରୋଧରେ ମାମଲା ହୋଇଥିବା ବେଳେ ଗତକାଲି ତାଙ୍କୁ ବାନ୍ଧିଛି ପୁଲିସ୍‌ ।…

କେନ୍ଦୁଝରରେ ପୂର୍ବତନ ମହିଳା ସରପଞ୍ଚ ଓ ସ୍ବାମୀଙ୍କୁ ହତ୍ୟା ଘଟଣାରେ ୭ ଅଟକ

କେନ୍ଦୁଝର : କେନ୍ଦୁଝର ବାଲିପାଳ ପଞ୍ଚାୟତରେ ପୂର୍ବତନ ସରପଞ୍ଚ ରମ୍ଭା ପାତ୍ର ଓ ତାଙ୍କ ସ୍ବାମୀଙ୍କୁ ହତ୍ୟା ଘଟଣା । ପୋଲିସ ୭ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ବ୍ୟକ୍ତିଗତ ଶତ୍ରୁତା ନା ରାଜନୈତିକ ବିବାଦରୁ ହତ୍ୟା କରାଯାଇଛି ,…

ଅନନ୍ତନାଗ ଏନକାଉଣ୍ଟର; ଆଉ ଜଣେ ଯବାନ ସହିଦ

ଜମ୍ମୁ-କଶ୍ମୀରର ଅନନ୍ତନାଗରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ବଡ଼ ଧରଣର ଏନକାଉଣ୍ଟରରେ ସହିଦଙ୍କ ସଂଖ୍ୟା ୪ରେ ପହଞ୍ଚିଛି । ପୂର୍ବରୁ ଏହି ଗୁଳି ବିନିମୟରେ ଭାରତୀୟ ସେନାର ଜଣେ କର୍ଣ୍ଣେଲ, ଜଣେ ମେଜର ଓ ଜମ୍ମୁ-କଶ୍ମୀର ପୁଲିସ୍‌ର ଜଣେ ଡିଏସ୍‌ପି…

ଆସନ୍ତାକାଲି ରାଜ୍ୟ କ୍ୟାବିନେଟ ବୈଠକ

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟାରେ ବୈଠକ ଅନୁଷ୍ଠିତ ହେବ। ଆସନ୍ତାକାଲି ଅତିରିକ୍ତ ବଜେଟକୁ ମିଳିପାରେ ଅନୁମୋଦନ। ଆସନ୍ତା ୨୨ ତାରିଖରୁ ବିଧାନସଭା ମୌସୁମୀ ଅଧିବେଶନ…