2023

ଜି୨୦ ଶିଖର ସମ୍ମିଳନୀରେ ଉତ୍ତମ ଡ୍ୟୁଟି କରିଥିବା ପୋଲିସ କର୍ମୀଙ୍କ ସହିତ ଡିନର କରିବେ ପ୍ରଧାନମନ୍ତ୍ରୀ ମୋଦି

ରାଜଧାନୀ ଦିଲ୍ଲୀରେ ଚାଲିଥିବା ଜି୨୦ ଶିଖର ସମ୍ମିଳନୀ ଶେଷ ହୋଇଛି । ଜି୨୦ ଶିଖର ସମ୍ମିଳନୀରେ ଦିଲ୍ଲୀରେ ଆଇନ ବ୍ୟବସ୍ଥା ଏବଂ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଦିଲ୍ଲୀ ପୋଲିସ କର୍ମୀ ଦିନରାତି ଅକ୍ଲାନ୍ତ ପରିଶ୍ରମ କରିଥିଲେ । ଏବେ ଏହି…

ଜାତୀୟ ଯୋଗାସନ ପ୍ରତିଯୋଗିତା: ଭାଗ ନେବେ ମୟୂରଭଞ୍ଜର ୧୧ ଛାତ୍ରଛାତ୍ରୀ

କଟକ: ଓଡିଶା ଯୋଗ ଆସୋସିଏସନ ପକ୍ଷରୁ କଟକ ଠାରେ ଦୁଇ ଦିନିଆ ୨୯ ତମ ରାଜ୍ୟସ୍ତରୀୟ ଯୋଗାସନ ସ୍ପୋଟ୍ସ ଚମ୍ପିଆନସିପ ୨୦୨୩-୨୦୨୪ ଅନୁଷ୍ଠିତ ହୋଇଯାଇଛି । ୨ଦିନ ଧରି ଚାଲିଥିବା ଏହି ରାଜ୍ୟ ସ୍ତରୀୟ ଯୋଗାସନ ପ୍ରତିଯୋଗିତାରେ ୧୭ ରୁ ଅଧିକ…

ପ୍ରେମିକର ଗଳା କାଟି ହତ୍ୟା କଲା ପ୍ରେମିକା

ପ୍ରେମିକକୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚିଥିଲା ପ୍ରେମିକା । ପ୍ରେମିକର ଅନ୍ୟ ଆଡେ ବିବାହ ଠିକ୍‌ ହେବାରୁ ପ୍ରେମିକା ରଚିଥିଲା ହତ୍ୟାକାଣ୍ଡ । ପ୍ରେମିକକୁ ଗଳା କାଟି ହତ୍ୟା କରିବା ପରେ ଘର ଛାଡି ଚାଲିଯାଇଥିଲା ପ୍ରେମିକା । ଉତ୍ତରାଖଣ୍ଡ…

ବଦଳିଲା ଯାଜପୁର ମେଡିକାଲ କଲେଜର ନାଁ

ଯାଜପୁର: ବଦଳିଲା ଯାଜପୁର ମେଡିକାଲ କଲେଜର ନାଁ। ମେଡିକାଲ କଲେଜ ନାଁ ଯଯାତି କେଶରୀ ମେଡିକାଲ କଲେଜକୁ ପରିବର୍ତ୍ତନ ହୋଇଛି। ନୂଆ ନାଁ କୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 5T ସଚିବ ଭିକେ ପାଣ୍ଡିଆନଙ୍କ ଯାଜପୁର ଜିଲ୍ଲା ଗସ୍ତ…

କୋଟା ହଷ୍ଟେଲ୍‌ରୁ ମିଳିଲା NEET କୋଚିଂ ଛାତ୍ରୀଙ୍କ ମୃତଦେହ

ରାଜସ୍ଥାନର କୋଟାରେ କୋଚିଂ ଷ୍ଟୁଡେଣ୍ଟ୍‌ଙ୍କ ଆତ୍ମହତ୍ୟା ମାମଲା ଥମିବାର ନାଁ ଧରୁନାହିଁ। ପୁଣି ଏବେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାରେ ନିଟ୍‌ କୋଚିଂ ନେଉଥିବା ଜଣେ ଛାତ୍ରୀଙ୍କ ମୃତଦେହ ସେ ରହୁଥିବା ଛାତ୍ରୀ ନିବାସରୁ ମିଳିଛି। ଛାତ୍ରୀ ଜଣକ…

ଖୋଲିଲା ହୀରାକୁଦର ଦୁଇଟି ଗେଟ୍

ସମ୍ବଲପୁର: ଖୋଲିଲା ହୀରାକୁଦର ଦୁଇଟି ଗେଟ୍ । ଆଜି ଅପରାହ୍ନ ୪ଟାରେ ହୀରାକୁଦ ଡ୍ୟାମ୍‌ର ୨ଟି ଗେଟ୍ ଖୋଲାଯାଇଛି । ଉଭୟ ଡାହାଣ ଓ ବାମ ପଟରେ ଗୋଟାଏ ଲେଖାଏଁ ଗେଟ ଖୋଲାଯାଇଛି । ଉପରମୁଣ୍ଡରେ ଲଘୁଚାପ ଜନିତ ବର୍ଷା ସମ୍ଭାବନା…

ଏଆର୍‌ ରେହମାନ୍‌ଙ୍କ ସଙ୍ଗୀତ କାର୍ଯ୍ୟକ୍ରମ ବେଳେ ଟ୍ରାଫିକ୍‌ ଜାମ୍‌ରେ ଫସିଲା ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି

ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍‌ଙ୍କ ଗାଡ଼ି ଟ୍ରାଫିକ୍‌ ଜାମ୍‌ରେ ଫସିବା ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ରହିଛି ଯେ ଏଠାରେ ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଏଆର୍‌ ରେହମାନଙ୍କ ସଙ୍ଗୀତ କାର୍ଯ୍ୟକ୍ରମ ‘ମରକ୍କୁମା ନେନଜାମ୍‌’ ଚାଲିଥିଲା। ଏହି ସମୟରେ ଇଷ୍ଟ୍‍ କୋଷ୍ଟ୍‍…

୩ କର୍ମୀଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେପି

ଭୁବନେଶ୍ୱର: ୩ କର୍ମୀଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟହାର କଲା ବିଜେପି । ଭଦ୍ରକ ଜିଲ୍ଲାର ଏହି ତିନି ତୃଣମୂଳ ସ୍ତର କର୍ମୀଙ୍କୁ ଦଳରେ ସାମିଲ କରାଇଛି ଦଳ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନମଣ୍ଡଳୀର ରାମଚନ୍ଦ୍ର ଦାସ, ସୁବାସ ମୁଦୁଲି…

କେରଳରେ 2 ମୁଣ୍ଡ ନେଲାଣି ନିପା ଭାଇରସ୍

ଡରାଉଛି ନିପା ଭାଇରସ୍। କେରଳକୁ ଗଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଟିମ୍। କୋଜିକୋଡରେ ନିପା ଭାଇରସରେ ଆକ୍ରାନ୍ତ ହୋଇ ଦୁଇ ଜଣଙ୍କ ମୃତ୍ୟୁ ହେବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସେଠାକୁ ଏକ ସ୍ୱାସ୍ଥ୍ୟ ବିଶେଷଜ୍ଞ ଟିମ୍ ପଠାଇଛନ୍ତି। ଅଗଷ୍ଟ ୩୦ରେ ଜଣେ…

ଚିନ୍ତା ବଢାଉଛି ସ୍କ୍ରବ୍ ଟାଇଫସ୍: ସମ୍ବଲପୁରରୁ ଚିହ୍ନଟ ହେଲେ ଆଉ ୩ ଆକ୍ରାନ୍ତ

ସମ୍ବଲପୁର: ଡ଼େଙ୍ଗୁ ପରେ ଏବେ ରାଜ୍ୟରେ ସ୍କ୍ରପ ଟାଇଫସ ଆତଙ୍କ । ଟ୍ରମ୍ବୀ କୁଲାଇଟ କୀଟ କାମୁଡିବ ଦ୍ୱାରା ଏହି ଜ୍ୱର ହୋଇଥାଏ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏଥିରେ ଆକ୍ରାନ୍ତ ହେଉଥିବା ରୋଗୀ ଚିହ୍ନଟ ହେଉଥିବା ବେଳେ ଏହି କୀଟ…