2023

ଅପେକ୍ଷା କରନ୍ତୁ, ଆପେ ଆପେ ଭାରତରେ ମିଶିଯିବ ପାକ୍‌ ଅଧିକୃତ କଶ୍ମୀର: କେନ୍ଦ୍ରମନ୍ତ୍ରୀ

ପାକିସ୍ତାନ ଅଧିକୃତ କଶ୍ମୀର, ଯାହାକୁ ନେଇ ଦୀର୍ଘଦିନ ଧରି ଭାରତ-ପାକିସ୍ତାନ ମଧ୍ୟରେ ବିବାଦ ଲାଗି ରହିଛି, ଏହି ଅଞ୍ଚଳକୁ ନେଇ ବଡ଼ ବୟାନ୍ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ତଥା ପୂର୍ବତନ ଆର୍ମି ଚିଫ୍ ଜେନେରାଲ୍ ଭିକେ ସିଂହ। ଖୁବ୍ ଶୀଘ୍ର ଏହା…

ଯୁବକଙ୍କୁ ଗୁଳିମାଡ଼ ଘଟଣା: ସାମାନ୍ୟ ବଚସାରୁ ହୋଇଥିଲା ଫାୟାରିଂ, ୪ ଅଟକ

ବାଲେଶ୍ଵର : ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଶୋଭାରାମପୁରରେ ଗତକାଲି ରାତିରେ ଯୁବକଙ୍କ ଉପରକୁ ହୋଇଥିବା ଗୁଳିମାଡ଼ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ୍‌। ଏହି ଘଟଣାରେ ପୋଲିସ୍ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ପ୍ରାଥମିକ ତଦନ୍ତରୁ କଥା…

୪୮ଘଣ୍ଟା ଫସି ରହିବା ପରେ ନିଜଦେଶକୁ ଫେରିଲେ କାନାଡା ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଗତରବିବାର କାନାଡା ଫେରିବାର ଥିଲା। ତେବେ ସେ ଯେଉଁ ବିମାନରେ ଯାତ୍ରା କରିଥାଆନ୍ତେ ସେହି ବିମାନଟିରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଥିଲା। ତେଣୁ ‌ସେ ଆଉ କାନାଡ଼ା ଯାଇ ନପାରି ଦିଲ୍ଲୀରେ ରହିଥିଲେ। ପ୍ରକାଶିତ…

ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ଦାବିରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ପୁରୀ: ପୁଣି ତେଜିଲା ଶ୍ରୀମନ୍ଦିର ଚାରିଦୁଆର ଖୋଲିବା ଦାବି। ଶ୍ରୀମନ୍ଦିର ଚାରି ଦୁଆର ଖୋଲିବା ସପକ୍ଷରେ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ସମେତ ସେବାୟତ, ବୁଦ୍ଧିଜୀବୀମାନେ ମତ ରଖିଥିବାବେଳେ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ତଥା ଚାରି ଦ୍ଵାରରେ ଭକ୍ତଙ୍କ ପ୍ରବେଶ କଟକଣା…

ନେପାଳୀ ଯୁବତୀଙ୍କୁ ପ୍ରେମ ପରେ ହତ୍ୟା କଲେ ବିବାହିତ ସେନା ଅଧିକାରୀ

ପଶ୍ଚିମବଙ୍ଗ ସିଲିଗୁଡ଼ିରୁ ଆସିଛି ଏକ ଦୁଃଖଦ ଖବର। ସେନାରେ କାର୍ଯ୍ୟରତ ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଜଣେ ନେପାଳୀ ଯୁବତୀଙ୍କୁ ହତ୍ୟା କରିବା ଅଭିଯୋଗରେ ଗିରଫ କରିଛି ଡେରାଡୁନ୍ ପୁଲିସ। ସୋମବାର ଦିନ ପଶ୍ଚିମବଙ୍ଗର ସିଲିଗୁଡ଼ି ଅଞ୍ଚଳରେ ଜଣେ ଯୁବତୀଙ୍କ ମୃତଦେହ ସନ୍ଦେହଜନକ…

ମୋବାଇଲ ଫୋନ ଦେଖୁଥିବା ବେଳେ ନଦୀକୁ ଖସିପଡିଲେ ଯୁବକ

ନଦୀକୁ ଖସିପଡି ଯୁବକ ନିଖୋଜ । ପୋଲ ଉପରେ ବସି ମୋବାଇଲ ଫୋନ ଦେଖୁଥିବାବେଳେ ନଦୀକୁ ଖସିପଡିଲେ ଯୁବକ । ଏଯାଏ ଯୁବକଙ୍କ ପତ୍ତା ମିଳୁନି । ଯାଜପୁର ଜିଲ୍ଲା ବରୀ-ରାମଚନ୍ଦ୍ରପୁର ଥାନା ହଳଦୀବସନ୍ତ ନିକଟ ବ୍ରାହ୍ମଣୀ ନଦୀର ୩ ମୁହାଣି…

ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ଅବଧି ୨୫ ଯାଏ ବଢ଼ିଲା

ଆପ୍‌ ନେତା ତଥା ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ମିଳିଥିବା ମେଡିକାଲ ବେଲ୍‌ ଅବଧିକୁ ଆଜି ସୁପ୍ରିମକୋର୍ଟ ବୃଦ୍ଧି କରିଛନ୍ତି। ଆସନ୍ତା ୨୫ ତାରିଖ ଯାଏ ଏହା ବଢ଼ାଇ ଦିଆଯାଇଛି। ମନିଲଣ୍ଡରିଂ ମାମଲାରେ ଇଡି ଶ୍ରୀ ଜୈନଙ୍କୁ ଗିରଫ…

ସୌମ୍ୟ ପଟ୍ଟନାୟକଙ୍କୁ ଉପ ସଭାପତି ପଦରୁ ହଟାଇଲା ବିଜେଡି

ଭୁବନେଶ୍ୱର: ଶେଷରେ ଖଣ୍ଡପଡ଼ା ବିଧାୟକ ସୌମ୍ୟ ପଟ୍ଟନାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ବିଜେଡି । ତାଙ୍କୁ ଦଳର ଉପସଭାପତି ପଦରୁ ହଟା ଯାଇଛି । ବିଜେଡି ବିଧାୟକ ସୌମ୍ୟ ପଟ୍ଟନାୟକ ନିଜ ଖବରକାଗଜ ସମ୍ବାଦରେ ଏକ ଆଲେଖ୍ୟ ଲେଖି ବିବାଦୀୟ ହୋଇ…

ହରିୟାଣାରେ ଗୋ-ରକ୍ଷକ ମୋନୁ ମାନେସର୍‌ ଅଟକ

ନୂଆଦିଲ୍ଲୀ: ରାଜସ୍ଥାନରେ ୨ଜଣ ଲୋକଙ୍କୁ ହତ୍ୟା କରାଯିବା ଏବଂ ଜୁଲାଇ ମାସରେ ମାସରେ ନୁହ୍‌ ହିଂସାକାଣ୍ଡକୁ ଉସୁକାଇ ଥିବା ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଖୋଜାପଡ଼ିଥିବା ଗୋ-ରକ୍ଷକ ମୋନୁ ମାନେସର୍‌ଙ୍କୁ ଆଜି ହରିୟାଣା ପୁଲିସ ଅଟକ ରଖିଥିବା କଥା ବିଭିନ୍ନ ଜାତୀୟ…

ସୌରୀନ ଭଟ୍ଟଙ୍କ ଦୁଇଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କଲା କମିଶନରେଟ ପୋଲିସ

ବଢୁଛି ଜଣାଶୁଣା କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ଅଡୁଆ। ସୌରୀନଙ୍କ ଦୁଇଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କଲା କମିଶନରେଟ ପୋଲିସ । ଦୁଇଟି ଯାକ ଆକାଉଣ୍ଟ କୋଲକାତାର ବୋଲି ସୂଚନା ମିଳିଛି । ତାଙ୍କର ଅନ୍ୟ ଆକାଉଣ୍ଟକୁ ମଧ୍ୟ ଫ୍ରିଜ୍ କରାଯିବ ବୋଲି…