ଚନ୍ଦ୍ରବାବୁ ନାଇଡୁଙ୍କ ଗୃହବନ୍ଦୀ ଆବେଦନ ଖାରଜ
ଦୁର୍ନୀତି ମାମଲାରେ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଥିବା ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ କୌଣସି ପ୍ରକାରର ଆଶ୍ୱସ୍ତି ମିଳିନି। ସେ ନିଜ ଘର ଭିତରେ ପୁଲିସ୍ ନଜରରେ ରହିବାକୁ ଚାହୁଁଥିଲେ। ଏଥିପାଇଁ ସେ କୋର୍ଟରେ…
