2023

ଦିଲ୍ଲୀ ଦୀପାବଳିରେ ଏଥର ବି ଫୁଟିବନି ବାଣ

ନୂଆଦିଲ୍ଳୀ: ଏଥର ବି ଦିୱାଲୀରେ ଦିଲ୍ଲୀରେ ଫୁଟିବନି ବାଣ । କଟକଣା ଲଗାଇଲେ ଆପ ସରକାର । ଦିଲ୍ଲୀ ଆମ ଆଦମୀ ପାର୍ଟି ସରକାର ପୁଣି ଥରେ ଦିୱାଲି ପର୍ବ ଉପରେ କଟକଣା ଲଗାଇଛନ୍ତି । ଦୀୱାଲିରେ ବାଣ ଫୁଟିବା ଉପରେ…

ଜଙ୍କିଆ ଥାନା ASI ସସ୍‌ପେଣ୍ଡ

ଖୋର୍ଦ୍ଧା: ୱାର୍ଡ ମେମ୍ବରଙ୍କୁ ଆକ୍ରମଣ କରିବା ଅଭିଯୋଗରେ ନିଲମ୍ବିତ ହେଲେ ଖୋର୍ଦ୍ଧା ଜଙ୍କିଆ ଥାନା ASI ନିରଞ୍ଜନ ମହାନ୍ତି । ASI ନିରଞ୍ଜନ ମହାନ୍ତି ଙ୍କୁ ନିଲମ୍ବନ କରିଛନ୍ତି ଖୋର୍ଦ୍ଧା ଏସପି । ରବିବାର ଅପରାହ୍ନରେ ଏକ ମାମଲା ସମ୍ପର୍କରେ ବୁଝିବା…

ରାସ୍ତାକଡ଼ରେ ବସିଥିବା ବେଳେ ମାଡ଼ିଗଲା ଟ୍ରକ, 7 ମୃତ

ମୃତ୍ୟୁ ବି ଏମିତି ଆସେ। ଗାଡି ଖରାପ ହୋଇଯିବାରୁ ରାସ୍ତାକଡରେ ବସିଥିବା ସମୟରେ ମାଡିଗଲା ଟ୍ରକ୍। ଘଟଣାସ୍ଥଳରେ ଚାଲିଗଲା 7 ଯାତ୍ରୀଙ୍କ ଜୀବନ। ଏପରି ଏକ ଦୁଃଖଦ ଘଟଣା ଘଟିଛି ତାମିଲନାଡୁରେ। ଆଜି ସକାଳ ସମୟରେ ତିରୁପଥୁର ଜିଲ୍ଲାରେ ଏହି ଦୁର୍ଘଟଣା…

ବିଭିନ୍ନ ଦାବି ନେଇ କ୍ୟାପିଟାଲ ହସ୍ପିଟାଲରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ

ବିଭିନ୍ନ ଦାବି ନେଇ କ୍ୟାପିଟାଲ ହସ୍ପିଟାଲରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ । କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁଙ୍କ ବିରୋଧରେ ନାରାବାଜି । ସଫେଇ କର୍ମଚାରୀମାନଙ୍କୁ ବିଭିନ୍ନ ସମୟରେ ନିର୍ଦ୍ଦେଶକ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ଆଣିଛନ୍ତି ଆନ୍ଦୋଳନକାରୀ । ଏହା ସହ…

ନୀତିଶ ଭାରି ଚତୁର, ତାଙ୍କର ରାଜନୀତି କରିବାର ନିଜସ୍ୱ ରଣନୀତି ଅଛି: ପ୍ରଶାନ୍ତ କିଶୋର

ପାଟନା: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଆଜିକାଲି ବିହାରରେ ଜନସୁରାଜ ଯାତ୍ରା କରୁଛନ୍ତି। ସେ ଗାଁ ଗାଁ ବୁଲି ଲୋକଙ୍କୁ ଭେଟୁଛନ୍ତି। ଅନୁମାନ କରାଯାଉଛି ଯେ ସେ ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ନିଜ ଦଳ ଆରମ୍ଭ କରିବେ ଏବଂ ନିର୍ବାଚନରେ…

ହଷ୍ଟେଲକୁ କେନ୍ଦ୍ର କରି ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି

ହଷ୍ଟେଲକୁ କେନ୍ଦ୍ର କରି ଉତ୍କଳ ବିଶ୍ୱବିଦ୍ୟାଳୟରେ ପୁଣି ଛାତ୍ର ଅଶାନ୍ତି । ହଷ୍ଟେଲ ରୁମ ଆବଣ୍ଟନରେ ହେଉଥିବା ପାତର ଅନ୍ତରକୁ ବିରୋଧ କରି ଛାତ୍ରମାନେ କରିଛନ୍ତି ଆନ୍ଦୋଳନ । ଏହି ପାତର ଅନ୍ତର ନୀତିକୁ ବିରୋଧ କରି ପିଜି ଡିପାର୍ଟ ମେଣ୍ଟର…

ଚୀନ ବୈଦେଶିକ ମନ୍ତ୍ରୀଙ୍କ ପରେ ପ୍ରତିରକ୍ଷା ମନ୍ତ୍ରୀ ବି ନିଖୋଜ!

କେଉଁଆଡେ ଉଭାନ ହୋଇଯାଉଛନ୍ତି ସି ଜିନପିଙ୍ଗଙ୍କ କ୍ୟାବିନେଟ ମନ୍ତ୍ରୀ? ଜଣଙ୍କ ପରେ ଜଣ ମନ୍ତ୍ରୀଙ୍କର କାହିଁକି ମିଳୁନି ପତ୍ତା? ଚୀନର କ୍ୟାବିନେଟ ମନ୍ତ୍ରୀଙ୍କ ନିଖୋଜକୁ ନେଇ ଏପରି କିଛି ପ୍ରଶ୍ନ ସୃଷ୍ଟି ହୋଇଛି। ପ୍ରଥମେ ବୈଦେଶିକ ମନ୍ତ୍ରୀ କିନ୍ ଗ୍ୟାଙ୍ଗଙ୍କ ନିଖୋଜ…

ପାରାଦୀପ କପିଳଯୋରରେ ଭାସୁଛି କ୍ୟୁଣ୍ଟାଲ କ୍ୟୁଣ୍ଟାଲ ମାଛ

ପାରାଦୀପରେ ପୁଣି ମାଛ ମଡ଼କ। କପିଳଯୋରରେ ଭାସୁଛି କ୍ୟୁଣ୍ଟାଲ କ୍ୟୁଣ୍ଟାଲ ମାଛ। ସ୍ମୃତି ଉଦ୍ୟାନ ନିକଟସ୍ଥ କପିଳଯୋରରେ ଭାସୁଛି ମଲା ମାଛ। ଦୁଇ ଦିନ ଧରି ଯୋରରେ ମାଛ ମରି ଭାସୁଛନ୍ତି। ମାଛ ମରି ଭାସୁଥିବାରୁ ଦୂର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି।…

ସନାତନ ଧର୍ମ ପରେ ବିଜେପିକୁ ଟାର୍ଗେଟ କଲେ ଉଦୟନିଧି: ଦଳକୁ କହିଲେ ‘ବିଷଧର ସାପ’

ନୂଆଦିଲ୍ଲୀ:ତାମିଲନାଡୁ କ୍ରୀଡା ମନ୍ତ୍ରୀ ତଥା ଏଡିଏମକେ ନେତା ଉଦୟନିଧି ଷ୍ଟାଲିନ ପୁଣି ଥରେ ବିବାଦୀୟ ବୟାନ ଦେଇଛନ୍ତି । ସନାତନ ଧର୍ମ ପରେ ଏବେ ବିଜେପିକୁ କରିଛନ୍ତି ଟାର୍ଗେଟ କଲେ ଉଦୟନିଧି । ବିଜେପିକୁ ବିଷଧର ସାପ ସହ ତୁଳନା କରି…

ବାରିପଦା ବେତନଟୀ ରେଞ୍ଜର ବନ କର୍ମଚାରୀଙ୍କୁ ଦଳିଦେଲା ଦନ୍ତା

ବନ କର୍ମଚାରୀଙ୍କୁ ଦଳିଦେଲା ଦନ୍ତା। ବାରିପଦା ବେତନଟୀ ରେଞ୍ଜ ଅନ୍ତର୍ଗତ ବେଣାପୁରା ଗାଁ ନିକଟରେ ହାତୀ ଆକ୍ରମଣରେ ଦୁଇ ଜଣ ବନ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ଫରେଷ୍ଟର ପ୍ରଦୀପ ଦେହୁରୀ ଓ ପ୍ରୋଟେକ୍ଟସନ ଆସିଷ୍ଟାଣ୍ଟ ଯତୀନ କିସ୍କୁ…