2023

କଲେଜର ଛଅ ମହଲା କୋଠା ଉପରେ ଚଢ଼ି ବିପଦଜ୍ଜନକ ଭାବେ ରିଲସ୍ କଲେ ଛାତ୍ରୀ!

ବ୍ରହ୍ମପୁର: କଲେଜ ଛାତରେ ରିଲ୍ସ କରିବା ପଡିଲା ମହଙ୍ଗା । ଭିଡିଓ ଭାଇରାଲ ହେବା ପରେ କଲେଜ ପକ୍ଷରୁ ପ୍ରକାଶ ପାଇଲା ତତ୍ପରତା । ବ୍ରହ୍ମପୁର ଶଶିଭୂଷଣ ରଥ ସ୍ୱୟଂଶାସିତ ମହିଳା କଲେଜରେ ଏଣିକି ରିଲ୍ସ କରିବାକୁ ବାରଣ କରାଯାଇଛି ।…

ଆସନ୍ତାବର୍ଷ ଜାନୁଆରୀ ୨୨ରେ ହେବ ଅଯୋଧ୍ୟା ରାମମନ୍ଦିରର ଉଦ୍‌ଘାଟନ

ଅଯୋଧ୍ୟାରେ ରାମ ମନ୍ଦିର ଉଦ୍‌ଘାଟିତ ହେବା ନେଇ ତାରିଖ ଘୋଷଣା ହୋଇଛି । ଅଯୋଧ୍ୟାରେ ଚାଲିଥିବା ବୈଠକରେ ରାମ ଲାଲାଙ୍କୁ ୨୨ ଜାନୁଆରୀ ୨୦୨୪ ରେ ଗର୍ଭଗୃହରେ ବିରାଜମାନ କରାଇବାକୁ ନିଷ୍ପତ୍ତି ନିଆଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ…

କୃଥିକା ପ୍ରଭାକରନଙ୍କୁ ଅପରାଜିତାଙ୍କ ଚାଲେଞ୍ଜ

ଭୁବନେଶ୍ୱର:କୃଥିକା ପ୍ରଭାକରନଙ୍କୁ ଅପରାଜିତାଙ୍କ ଚାଲେଞ୍ଜ । ଟୁଇଟ କରି ଖୋଲା ଚାଲେଞ୍ଜ ଦେଇଛନ୍ତି ସାଂସଦ ଅପରାଜିତା । କୃଥିକା ପ୍ରଭାକରଣଙ୍କ ସାହାସକୁ ନେଇ ପ୍ରଶ୍ନ କରିଛନ୍ତି । ଏତେ ସାହାସର କାରର କ’ଣ ବୋଲି ପ୍ରଶ୍ନ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ…

ଜଳବାୟୁ ପରିବର୍ତ୍ତନ ମୁକାବିଲା ପାଇଁ ବ୍ରିଟେନ ଦେବ 2 ବିଲିୟନ ଡଲାର

ଗ୍ରୀନ୍ କ୍ଲାଇମେଟ୍ ଫଣ୍ଡ ବା ସବୁଜ ଜଳବାୟୁ ପାଣ୍ଠିକୁ 2 ବିଲିୟନ ଡଲାର ଅର୍ଥାତ୍ 1 ଲକ୍ଷ 56 ହଜାର 360 କୋଟି ଯୋଗାଇବ ବ୍ରିଟେନ। ଦିଲ୍ଲୀରେ ଅନୁଷ୍ଠିତ ଜି-20 ଶିଖର ସମ୍ମିଳନୀର ଦ୍ୱିତୀୟ ଦିନରେ ଏହି ଘୋଷଣା କରିଛନ୍ତି ବ୍ରିଟେନ…

ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଦୁଇ ଦୁର୍ବୃତ୍ତ

ସୋର: ସୋରରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଦିନ ଦ୍ବିପ୍ରହରରେ ସୋର ବରଫ ଛକରେ ବୁଲିଲା କଟୁରୀ ଓ ଭୁଜାଲି । ଆଉ ଲହୁ ଲୁହାଣ ହେଲେ ଯୁବକ । ଦୁଇ ଯୁବକ ଅନ୍ୟ ଜଣେ ଯୁବକଙ୍କୁ ବିଚ୍ ରାସ୍ତାରେ…

ବ୍ରିଟେନର ମତ୍ସ୍ୟଜୀବୀ ଧରିଲେ ବିରଳ ନୀଳ ଚିଙ୍ଗୁଡ଼ି

କମଳା, ଧଳା, ଗାଢ଼ କଳା ରଙ୍ଗର ଚିଙ୍ଗୁଡ଼ି ଆପଣ ଖାଇଥିବେ ନିଶ୍ଚିତ । କିନ୍ତୁ ଆପଣ କେବେ ନୀଳ ରଙ୍ଗର ଚିଙ୍ଗୁଡ଼ି ଦେଖିଛନ୍ତି କି ? ଏଭଳି ଏକ ଦୁର୍ଲଭ ନୀଳ ଚିଙ୍ଗୁଡ଼ି ଜଣେ ମତ୍ସ୍ୟଜୀବିଙ୍କ ଜାଲରେ ଧରା ପଡ଼ିଛି ।…

ଦୁର୍ଘଟଣା ଏଡାଇବାକୁ ଓଡ଼ିଶା ପୋଲିସର ସଚେତନତା

ଭୁବନେଶ୍ୱର: ସାରା ରାଜ୍ୟରେ ସଡ଼କ ସୁରକ୍ଷା ନିୟମ କଡାକଡି ଲାଗୁ ହୋଇଛି। ଏଥିଯୋଗୁଁ ସଡ଼କ ଦୁର୍ଘଟଣା ଏବଂ ମୃତ୍ୟୁହାର ମଧ୍ୟ ହ୍ରାସ ପାଇଛି। ରାଜ୍ୟରେ ସଡକ ଦୁର୍ଘଟଣା ଏଡାଇବାକୁ ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ଅନେକ ପ୍ରକାରର କାର୍ଯ୍ୟକ୍ରମ ମାଧ୍ୟମରେ…

ବ୍ରିଟେନ ପ୍ରଧାନମନ୍ତ୍ରୀ ସୁନକ ପତ୍ନୀଙ୍କୁ ନେଇ ଅକ୍ଷରଧାନ ମନ୍ଦିର ଭ୍ରମଣ

ନୂଆଦିଲ୍ଲୀ: ‘ଜି୨୦’ ଶିଖର ସମ୍ମିଳନୀରୁ ସାମାନ୍ୟ ବିରତି ନେଇ ଆଜି ସକାଳୁ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ତାଙ୍କ ସ୍ତ୍ରୀ ଅକ୍ଷତା ମୂର୍ତ୍ତି ଦିଲ୍ଲୀସ୍ଥିତ ଅକ୍ଷରଧାମ ମନ୍ଦିରକୁ ଯାଇଥିଲେ। ସେଠାରେ ମନ୍ଦିରରେ ପୂଜା ଓ ଆଳତି କରିଥିଲେ ଦୁହେଁ ।…

ବାଲିମେଳା ଜଳଭଣ୍ଡାରରେ ଡଙ୍ଗା ବୁଡି ଜଣେ ନିଖୋଜ

କାଲିମେଳା: ବୁଡ଼ିଗଲା ଦେଶୀ ଡଙ୍ଗା, ଜଣେ ନିଖୋଜ। ବାଲିମେଳା ଜଳଭଣ୍ଡାରରେ ଅଘଟଣ । ଦେଶୀ ଡଙ୍ଗା ବୁଡି ଜଣେ ନିଖୋଜ । ନିଖୋଜ ବ୍ୟକ୍ତି ଜଣଙ୍କ ହେଲେ ରାମଗୁଡା ଗାଁର ୪୭ ବର୍ଷିୟ ରାମଚନ୍ଦ୍ର ମୁଦୁଲି ।ସୂଚନା ଅନୁସାରେ, ଗତକାଲି ରାମଚନ୍ଦ୍ର…

ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଜି-20 ଦେଶର ରାଷ୍ଟ୍ରମୁଖ୍ୟ

ଜି-20 ଶିଖର ସମ୍ମିଳନୀରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି। ଆଜି ଦ୍ୱିତୀୟ ଦିନର କାର୍ଯ୍ୟକ୍ରମରେ ରାଜଘାଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଜି-20 ଦେଶର ରାଷ୍ଟ୍ରମୁଖ୍ୟ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସକାଳେ ବାପୁଙ୍କ ସମାଧି ପୀଠରେ ପହଞ୍ଚି ନିରବ…