2023

ଯେପର୍ଯ୍ୟନ୍ତ ଅସମାନତା ଥିବ, ସେପର୍ଯ୍ୟନ୍ତ ସଂରକ୍ଷଣ ରହିବ: ମୋହନ ଭଗବତ

ଜାତିଗତ ଭେଦଭାବ, ଅସମାନତା ଓ ସଂରକ୍ଷଣକୁ ନେଇ ଆରଏସଏସ ମୁଖ୍ୟ ମୋହନ ଭଗବତଙ୍କ ବଡ଼ ବୟାନ୍। ସମାଜରେ ଭେଦଭାବ ଥିବା ପର୍ଯ୍ୟନ୍ତ ସଂରକ୍ଷଣ ବା ରିଜରଭେସନ୍ ରହିବା ଉଚିତ୍ ବୋଲି କହିଛନ୍ତି ମୋହନ। ମଣିପୁରରେ ଜାତିଗତ ହିଂସା, ମହାରାଷ୍ଟ୍ରରେ ସଂରକ୍ଷଣ ପାଇଁ…

ଜି-୨୦ ସମ୍ମିଳନୀ: ଚାନ୍ଦି ଓ ସୁନା ଛାଉଣୀ ପାତ୍ରରେ ପରସାଯିବ ଖାଦ୍ୟ

ଅତିଥି ଦେବୋ ଭବଃ । ଭାରତ ସବୁବେଳେ ଅତିଥିଙ୍କୁ ଦେବତାଙ୍କ ସହ ସମାନ କରୁଥିବା ବେଳେ ଏଥର ବିଶ୍ୱ ଦେଖିବ ଭାରତର ଆତିଥେୟତା। ଡାଇନିଂ ଟେବୁଲରେ ହିଁ ଅତିଥିମାନେ ପାଇପାରିବେ ଭାରତର ବିବିଧତାର ପରିଚୟ। କେଉଁଠି ଡାଇନିଂ ଟେବୁଲରେ ରୂପାରେ ନିର୍ମିତ…

ମଣିପୁରର ୫ ଜିଲ୍ଲାକୁ ଫେରିଲା କର୍ଫ୍ୟୁ, ୫୦ ଆହତ

ପୁଣି ଥରେ ଅଶାନ୍ତ ହୋଇ ଉଠିଛି ମଣିପୁର। ମୁହାଁମୁହିଁ ହୋଇଛନ୍ତି ସୁରକ୍ଷା କର୍ମୀ ଓ ସ୍ଥାନୀୟ ଅଞ୍ଚଳବାସୀ। ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ସୁରକ୍ଷା କର୍ମୀ ଗୁଳି ମାଡ଼ ସାଙ୍ଗକୁ ଲୁହବୁହା ଗ୍ୟାସର ପ୍ରୟୋଗ କରିବା ଯୋଗୁ ପୁଣି ଥରେ ତେଜି ଉଠିଛି…

ପଦ୍ମକେଶରପୁର ଗୋଷ୍ଠୀ ସଂଘର୍ଷ ଘଟଣାରେ ୩୦ ଗିରଫ

ଭୁବନେଶ୍ୱର ପଟିଆ ସ୍ଥିତ ପଦ୍ମକେଶରପୁର ଗାଁରେ ଗୋଷ୍ଠୀ ସଂଘର୍ଷ ଘଟଣାରେ ଉଭୟ ପକ୍ଷରୁ ୩୦ରୁ ଅଧିକ ଲୋକଙ୍କୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୁଲିସ। ଗତକାଲି ବିଳମ୍ବିତ ରାତିରେ ଚଢ଼ାଉ କରାଯାଇ ଗିରଫ କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଆଗକୁ…

ଆଜି ଇ-ବସ ଓ ଇ-ରିକ୍ସାରେ ମାଗଣା ଯିବେ ଯାତ୍ରୀ

ଭୁବନେଶ୍ୱର:ଆଜି ମାମଣା ଯାତ୍ରା । ମୋ ଇ ବସ ହେଉ ବା ଇ ରିକ୍ସା ହେଉ, ଯେଉଁଥିରେ ଯିବେ ମାଗଣାରେ ଯିବେ । କେଉଁଠି ଦେବାକୁ ପଡିବନି ଫିସ । ଏନେଇ ଆଜି ଭୁବନେଶ୍ୱର ମହାନଗର ନିଗମ ଏବଂ କ୍ୟାପିଟାଲ ରିଜିଅନ…

ମୋବାଇଲ ଚୋରିରେ ମାତିଛନ୍ତି ନାବାଳକ: ୪ ଗିରଫ , ୩୫ଟି ମୋବାଇଲ ଜବତ

ରାୟଗଡା :ରାୟଗଡା ପୋଲିସକୁ ବଡ ସଫଳତା । ମୋବାଇଲ ଦୋକାନରୁ ଦାମୀ ମୋବାଇଲ ଚୋରି କରିଥିବା ଘଟଣାରେ ପୋଲିସ ହାତରେ ଧରା ପଡିଛନ୍ତି ୪ ଜଣ ନାବାଳକ | ସେମାନଙ୍କ ଠାରୁ ପୋଲିସ ୩୫ଟି ମୋବାଇଲ ଜବତ କରିଛି । ଏ…

ଦାଦାର ଛୁରାମାଡରେ ପୁତୁରା ଗୁରୁତର, ଅଭିଯୁକ୍ତ ଅଟକ

ପୁରୀ : ପୁରୀ ଜିଲ୍ଲା ବଳିଆପଣ୍ଡା ଥାନା ନାଲି ପଡିଆରେ ଅଭାବନୀୟ ଘଟଣା ଘଟିଛି । ନୃଶଂସ ଦାଦାର ଛୁରା ମାଡ଼ରେ ପୁତୁରା ଗୁରୁତର ଆହତ ହୋଇଛି। ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ପୁରୀ ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଛି।…

ଅବକାରୀ ଏଏସଆଇଙ୍କ ଘରେ ଭିଜିଲାନ୍ସ ରେଡ୍

କଟକ : ଭିଜିଲାନ୍ସ ପଞ୍ଝାରେ ଏଏସଆଇ । କଟକ ଭିଜିଲାନ୍ସ ଜାଲରେ ପଡିଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସର୍କଲ ଅବକାରୀ ବିଭାଗ ଏଏସଆଇ ସୁଦୀପ୍ତ ଦାଶ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରାଯାଉଛି । ନୟାଗଡ଼ ଘର ଓ…

ଆଜି ବି ପ୍ରବଳ ବର୍ଷିବ, ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର: ଆଜି ବି ପ୍ରବଳ ବର୍ଷିବ। ପ୍ରବଳ ବର୍ଷା ପାଇଁ ୧୩ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ। ଉତ୍ତର ପଶ୍ଚିମ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ଦୁର୍ବଳ ହୋଇଛି। ଏହା ସହ ଜଡ଼ିତ ଘୂର୍ଣ୍ଣିବଳୟ କ୍ଷେତ୍ର ବାୟୁମଣ୍ଡଳରେ…

ପୋଲ ତଳକୁ ଖସି ପଡିଲା କାର୍ , ୫ ଆହତ

ସୋର: ଅଧା ରହିଲା ଜଗା ଦର୍ଶନ । ଏକ ପରିବାର ଜଗା ଦର୍ଶନ ଲାଗି ପୁରୀ ବାହାରିଥିଲେ । ହେଲେ କ୍ଷଣକ ମଧ୍ୟରେ ସବୁ କିଛି ଓଲଟ ପାଲଟ ହୋଇଯାଇଥିଲା । ଦୁଃଖର କଳାବାଦଲ ଯେପରି ତାଙ୍କ ପରିବାର ଉପରକୁ ଘୋଟି…