2023

ବିଜେପି ଛାଡ଼ିଲେ ନେତାଜୀଙ୍କ ଅଣନାତି

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅଣନାତି ଚନ୍ଦ୍ର ବୋଷ ଆଜି ବିଜେପି ଛାଡ଼ିଛନ୍ତି। ବିଜେପି ପ୍ରତିଶ୍ରୁତି ମୁତାବକ ନେତାଜୀଙ୍କ ସ୍ୱପ୍ନ ପୂରଣ ଦିଗରେ କୌଣସି ପଦକ୍ଷେପ ନ ନେବାରୁ ସେ ଦଳ ଛାଡ଼ିଥିବା କହିଛନ୍ତି। ଚନ୍ଦ୍ର ବୋଷ ୨୦୧୬ରେ ବିଜେପିରେ ଯୋଗ…

କଂଗ୍ରେସରୁ ପ୍ରାର୍ଥୀ ହେବେ ନାହିଁ ସୁର ରାଉତରାୟଙ୍କ ସାନପୁଅ ମନ୍ମଥ

ଭୁବନେଶ୍ୱର:ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ ଆଗାମୀ ନିର୍ବାଚନ ଲଢିବେ । କିନ୍ତୁ କଂଗ୍ରେସରୁ ନୁହେଁ । ପ୍ରାୟ ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବିଧାୟକ ସୁର ରାଉତରାୟ ୭ ମାସ ପୂର୍ବରୁ ରାଜନୀତିରୁ ସନ୍ୟାସ ନେବେ ବୋଲି…

ସମବାୟ ବ୍ୟାଙ୍କରୁ ୪.୧୩କୋଟି ଟଙ୍କାର ଋଣ ଠକେଇ, ଇଓଡବ୍ଲୁ ହାତରେ ଆଉ ଏକ ଅଭିଯୁକ୍ତ

ଭୁବନେଶ୍ଵର: ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ହାତରେ ସମବାୟ ବ୍ୟାଙ୍କରୁ ଋଣ ଠକେଇ ମାମଲାର ଅନ୍ୟ ଜଣେ ଅଭିଯୁକ୍ତ । ସମବାୟ ବ୍ୟାଙ୍କରୁ ୪.୧୩କୋଟି ଟଙ୍କାର ଋଣ ଆଣି ଠକେଇ କରିଥିବା ଅଭିଯୋଗରେ ଏମଡି. ସରଫରାଜ ଜେଭେଦକୁ ଗିରଫ କରିଛି…

ପୁରୀରେ ଡକାୟତି ଯୋଜନା ପଣ୍ଡ, ୫ଜଣ ଗିରଫ

ପୁରୀ: ପୁରୀରେ ଡକାୟତି ଯୋଜନା ପଣ୍ଡ । ୫ଜଣଙ୍କୁ ଗିରଫ କଲା ବାସେଳୀ ସାହି ଥାନା ପୋଲିସ । ଗିରଫ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ମାମଲା ରହିଛି । ଏନେଇ ସାମ୍ବାଦିକ ସମ୍ମିଳନୀକରି ସୂଚନା ଦେଇଛି ବାସେଳୀ ସାହି…

ଆସନ୍ତାକାଲି ଭାରତ ଆସିବେ ବାଇଡେନ୍ : ସ୍ପଷ୍ଟ କଲା ହ୍ୱାଇଟ୍ ହାଉସ

ନୂଆଦିଲ୍ଲୀ : କଳ୍ପନା ଜଳ୍ପନାର ଅନ୍ତ । ଜି-୨୦ ସମ୍ମିଳନୀରେ ଯୋଗ ଦେବାକୁ ଆସନ୍ତାକାଲି ଭାରତ ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ତେବେ କୋଭିଡ ଆକ୍ରାନ୍ତ ଯୋଗୁ ବାଇଡେନଙ୍କ ପତ୍ନୀ ଜିଲ୍ ବାଇଡେନ ଭାରତ ଆସିବେନି । ତେବେ…

G-20 ସମ୍ମିଳନୀ: ବିଶ୍ୱବାସୀଙ୍କୁ ମିଲେଟ ମିଶନର ସଫଳତା କହିବେ ଦୁଇ ଆଦିବାସୀ ମହିଳା

ଜି-୨୦ ସମ୍ମିଳନୀରେ ଓଡ଼ିଶାର ମିଲେଟ ମିଶନର ସଫଳତାର କଥା କହିବେ ଦୁଇ ଆଦିବାସୀ ମହିଳା । କୋରାପୁଟ ଓ ମୟୂରଭଞ୍ଜ ଜିଲ୍ଲାର ଦୁଇ ଆଦିବାସୀ ମହିଳା ଦିଲ୍ଲୀ ଶିଖର ସମ୍ମିଳନୀରେ ମାଣ୍ଡିଆ, ବିଭିନ୍ନ କୃଷି ଉତ୍ପାଦ, ସୁସ୍ଥ ଖାଦ୍ୟାଭ୍ୟାସ ଏବଂ ମିଲେଟ…

କଟକରେ ଫାୟାରିଂ: ବନ୍ଧୁକ ମୁନରେ ବ୍ୟବସାୟୀଙ୍କଠାରୁ ଲୁଟିନେଲେ ଟଙ୍କା ଓ ସୁନାଗହଣା

କଟକ : କଟକ କନ୍ଦରପୁର ନିକଟ ମତ୍ତଗଜପୁର ଠାରେ ଅଘଟଣ । ଡକାୟତି ପାଇଁ ଗୁଳିମାଡ ହୋଇଛି । ଫାଙ୍କା ଗୁଳି ଚାଳନା କରି ଦୁର୍ବୃତ୍ତମାନେ ଜଣେ ସୁନା ବ୍ୟବସାୟୀଙ୍କଠାରୁ ପ୍ରାୟ ୫ ଲକ୍ଷ ଟଙ୍କାର ସୁନା ଗହଣା ଓ ୨୫…

ମଣିପୁର ହିଂସା: ଏଡିଟର୍ସ ଗିଲ୍ଡର ୪ ସଦସ୍ୟଙ୍କୁ ସୁପ୍ରିମ ସୁରକ୍ଷା

ମଣିପୁର ହିଂସା ଘଟଣାରେ ଏଡିଟର୍ସ ଗିଲ୍ଡ ଅଫ ଇଣ୍ଡିଆର ୪ ଜଣ ସଦସ୍ୟଙ୍କୁ ସୁପ୍ରିମକୋର୍ଟ ସୁରକ୍ଷା ଦେଇଛନ୍ତି। ମଣିପୁର ହିଂସା ଘଟଣାକୁ ନେଇ ସେମାନଙ୍କ ନାଁରେ ଦୁଇଟି ଲେଖାଏ ଏଫଆଇଆର ହୋଇଥିଲା। ତେବେ ସେମାନଙ୍କ ବିରୋଧରେ ବର୍ତ୍ତମାନ କୌଣସି ପ୍ରକାରର ଦୃଷ୍ଟାନ୍ତମୂଳକ…

ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‌ଘାଟିତ

ଭୁବନେଶ୍ୱର : ନୃତ୍ୟ ସଙ୍ଗୀତରେ ଆମର ଶାସ୍ତ୍ରୀୟ ପରମ୍ପରାର ସଚେତନତା ସୃଷ୍ଟି କରିବା ଓ ତାହାକୁ ବଜାୟ ରଖିବାର ଲକ୍ଷ୍ୟ ନେଇ ଉଦ୍‌ଘାଟିତ ହେଲା ୨୯ତମ ଓଏମସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ । ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ…

ପୁରୀରେ ପୂଜକଙ୍କୁ ସଂଘବଦ୍ଧ ଆକ୍ରମଣ, ଆହତ ଅବସ୍ଥାରେ ଚିକିତ୍ସାଳୟରେ ଭର୍ତ୍ତି

ପୁରୀ: ପୁରୀ ମାର୍କଣ୍ଡେଶ୍ୱର ସାହି ସ୍ଥିତ ରେବେସା ମଠର ପୂଜକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ମଠର ଜଣେ ବାବାଜୀ ଏହି ଉନ୍ମତ୍ତ କାଣ୍ଡ ଭିଆଇଛନ୍ତି । ଆହତ ପୂଜକ ହେଉଛନ୍ତି ଲକ୍ଷ୍ମୀଧର ଦାସ।ସେ ୩୦ ବର୍ଷ ହେବ ପରିବାର ସହ ମଠରେ…