2023

G20 ସମ୍ମିଳନୀ: ବିଦେଶୀ ଅତିଥିଙ୍କ ପାଇଁ ସରୋଜିନୀ ନଗର ମାର୍କେଟ୍‌ରେ ମିଳିବ ୫୦% ରିହାତି

ଦିଲ୍ଲୀରେ G20 ସମ୍ମିଳନୀ ଆୟୋଜନ ହେବାକୁ ଯାଉଛି। ଏହି ସମୟରେ ସରୋଜିନୀ ନଗର ମାର୍କେଟ୍‌ରେ ଜିନିଷ କିଣାକିଣି ଉପରେ ମିଳିବ ୫୦% ରିହାତି। ଏଠାକାର ଦୋକାନୀ କହିଛନ୍ତି ଯେ G20 ସମ୍ମିଳନୀକୁ ଆସୁଥିବା ବିଦେଶୀ ଅତିଥିମାନେ ସେମାନଙ୍କ ମାର୍କେଟ୍‌ରୁ ଜିନିଷ କିଣାକିଣି…

ଅମର୍ଦ୍ଦା ଏୟାର୍‌ଷ୍ଟ୍ରିପ୍‌ରୁ ଉଡ଼ିବ ବିମାନ, ପୁନରୁଦ୍ଧାର ପାଇଁ କେନ୍ଦ୍ର ଦେଲା ୪୫ କୋଟି

ବାରିପଦା: ରାସଗୋବିନ୍ଦପୁର ବ୍ଲକ୍‌ ଅମର୍ଦା ଏୟାରଷ୍ଟ୍ରିପ୍‌ ପାଇଁ ଫିଟିଲା ବାଟ। ଏହାର ପୁନରୁଦ୍ଧାର କାର୍ଯ୍ୟ ପାଇଁ କେନ୍ଦ୍ର ସରକାର ପ୍ରାଥମିକ ପର୍ଯ୍ୟାୟରେ ୪୫ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ କେନ୍ଦ୍ର…

ଜି-୨୦ ସମ୍ମିଳନୀ; ଦିଲ୍ଲୀରେ ଚେକିଂ ସହ ବ୍ଲକିଂ ଜୋରଦାର

ଜି-୨୦ ସମ୍ମିଳନୀ ଲାଗି ରାଜଧାନୀ ଦିଲ୍ଲୀରେ ଜୋରଦାର ପ୍ରସ୍ତୁତି ଜୋରଦାର ଚାଲିଛି । ଆସନ୍ତା ୯ ତାରିଖରେ ଦିଲ୍ଲୀରେ ଜି-୨୦ ସମ୍ମିଳନୀ ଆୟୋଜନ ହେବାକୁ ଯାଉଥିବା ବେଳେ ଏ ନେଇ ଚାଲିଛି ବ୍ୟାପକ ଆୟୋଜନ। ଅତିଥିଙ୍କୁ ସ୍ୱାଗତ ଲାଗି ରାଜଧାନୀ ଦିଲ୍ଲୀ…

ସିସି ଟିଭିରେ ବ୍ଲାକ ଜ୍ୟାକେଟ ପିନ୍ଧା ଛିନତାଇ ଗ୍ୟାଙ୍ଗ : ୪ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ସାମ୍ନାକୁ ଆସିଲା ସୁନା ଚେନ ଲୁଟ ବେଳର ସିସି ଟିଭି ଭିଡିଓ । କଳା ଜ୍ୟାକେଟ ପିନ୍ଧି ସ୍ପିଡି ବାଇକରେ ଆସି ସୁନା ଚେନ ଲୁଟି ନେଉଛନ୍ତି । ଏମାନେ ମୁଖ୍ୟତଃ ମହିଳା ମାନଙ୍କୁ ଟାର୍ଗେଟ କରି ଏଭଳି…

ପ୍ଲାଷ୍ଟିକ ଗୋଡାଉନରେ ନିଆଁ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

ଏକ ପ୍ଲାଷ୍ଟିକ ଗୋଡାଉନରେ ଭୟାବହ ଅଗ୍ନିକାଣ୍ଡ। 14 ମାଇଲ ଅଞ୍ଚଳକୁ ବ୍ୟାପିଥିବା ଆସାମର ଏକ ପ୍ଲାଷ୍ଟିକ ଗୋଡାଉନରେ ନିଆଁ ଲାଗିଯାଇଛି। ଫଳରେ ଲକ୍ଷ୍ୟାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ଆଜି ଏହି ଭୟଙ୍କର ଦୁର୍ଘଟଣା ଘଟିଛି। କାମରୁପ ମେଟ୍ରୋ ଜିଲ୍ଲାରେ…

ଆଜି ପବିତ୍ର ଜନାଷ୍ଟମୀ, ଅର୍ଦ୍ଧରାତ୍ରିର ଅମୃତ ବେଳାରେ ଜନ୍ମ ନେବେ ଶ୍ରୀକୃଷ୍ଣ

ଭୁବନେଶ୍ୱର: ଆଜି ପବିତ୍ର ଜନାଷ୍ଟମୀ । ଆଜି ଅର୍ଦ୍ଧରାତ୍ରିର ଅମୃତ ବେଳାରେ ଜନ୍ମ ନେବେ ଶ୍ରୀ କୃଷ୍ଣ । କିମ୍ବଦନ୍ତୀ ଅନୁସାରେ, ଭାଦ୍ରବ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପ୍ରଭୁ ଶ୍ରୀକୃଷ୍ଣ, ଦେବକୀ ଓ ବସୁଦେବଙ୍କ ପୁତ୍ର ଭାବେ ମଥୁରାରେ ଜନ୍ମ…

ଭାରତୀୟ ସମ୍ବିଧାନର ମୁଖବନ୍ଧ ଟ୍ୱିଟ କଲା କଂଗ୍ରେସ, ଶବ୍ଦଗତ ତ୍ରୁଟି ଦର୍ଶାଇ ବର୍ଷିଲା ବିଜେପି

ଇଣ୍ଡିଆ ବନାମ ଭାରତକୁ ନେଇ ଜାତୀୟ ସ୍ତରରେ ରାଜନୀତି ତେଜିବାରେ ଲାଗିଛି। ମୁହାଁମୁହିଁ ହୋଇଛନ୍ତି ଦୁଇ ପାରମ୍ପରିକ ବିରୋଧୀ ଗୋଷ୍ଠୀ କଂଗ୍ରେସ ଓ ବିଜେପି । ବିରୋଧୀ ଦଳଗୁଡ଼ିକ ସେମାନଙ୍କ ମେଣ୍ଟର ନାଁ ଇଣ୍ଡିଆ ରଖିବାରୁ କ୍ଷମତାସୀନ ବିଜେପି ଭାରତ ଭେଳିକି…

ପାରାଦୀପ ବନ୍ଦର ଅଧୀକ୍ଷଣ ଯନ୍ତ୍ରୀ ପ୍ରମୋଦ ବିନ୍ଧାଣି ବହିଷ୍କୃତ

ପାରାଦୀପ: ଜାଲ୍‌ ଜାତିଗତ ପ୍ରମାଣପତ୍ର ଦେଇ ଚାକିରି ପାଇଥିବା ଅଭିଯୋଗରେ ପାରାଦୀପ ବନ୍ଦର ଅଧୀକ୍ଷଣ ଯନ୍ତ୍ରୀ ପ୍ରମୋଦ କୁମାର ବିନ୍ଧାଣିଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି। ଷ୍ଟେଟ ଲେଭେଲ ସ୍କୃଟିନି କମିଟି ନିର୍ଦ୍ଦେଶରେ ତାଙ୍କୁ ବରଖାସ୍ତ କରିଛନ୍ତି ପାରାଦୀପ ବନ୍ଦର କର୍ତ୍ତୃପକ୍ଷ। ବିନ୍ଧାଣି…

ଗୁରୁ ଦିବସରେ ‘ମାଲବୀୟ ମିଶନ’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ପବିତ୍ର ଗୁରୁ ଦିବସ ଅବସରରେ ନୂଆଦିଲ୍ଲୀଠାରେ ‘ମାଲବୀୟ ମିଶନ’ର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦେଶରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ କାର୍ଯ୍ୟରତ ଶିକ୍ଷକ ଓ ପ୍ରାଧ୍ୟାପକଙ୍କ କାପାସିଟି ବିଲଡିଂ ବୃଦ୍ଧି ପାଇଁ…

ଅର୍ଦ୍ଧ ନିର୍ମିତ ପାଣି ଟାଙ୍କିରୁ ମୃତ ଦେହ ଉଦ୍ଧାର

ଭୁବନେଶ୍ବର: ନନ୍ଦନକାନନ ଥାନା ଅଧୀନସ୍ଥ ରଘୁନାଥପୁର ପଞ୍ଚାୟତର ଏକ ଅର୍ଦ୍ଧ ନିର୍ମିତ ପାଣି ଟାଙ୍କିରୁ ଏକ ମୃତ ଦେହକୁ ଉଦ୍ଧାର କରିଛି ପୋଲିସ। ମୃତକ ଜଣଙ୍କ କେଉଁଝର ଜିଲ୍ଲା ଘଷିପୁରା ଥାନା ଅଞ୍ଚଳର ବୋଲି ପୋଲିସ ସୂଚନା ଦେଇଛି। ମୃତକଙ୍କ ସମ୍ପର୍କୀୟଙ୍କ…