ଜଟଣୀରେ ଜମି ପଟ୍ଟା ବାଣ୍ଟିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ହୀରାକୁଦ ବସ୍ଥାପିତଙ୍କୁ ତୁରନ୍ତ ଜମି ପଟ୍ଟା ଦେବେ ବୋଲି ସରକାର ଘୋଷଣା କରବା ପରେ ଏବେ ଜଟଣୀ ପାଳି । ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ମୁଖ୍ୟମନ୍ତ୍ରୀ ଜଟଣୀ ଖାସମାହଲ ଜମି ସମସ୍ୟାର ସମାଧାନ କରି ଲୋକଙ୍କୁ ପଟ୍ଟା ଦେବା…
ଭୁବନେଶ୍ୱର: ହୀରାକୁଦ ବସ୍ଥାପିତଙ୍କୁ ତୁରନ୍ତ ଜମି ପଟ୍ଟା ଦେବେ ବୋଲି ସରକାର ଘୋଷଣା କରବା ପରେ ଏବେ ଜଟଣୀ ପାଳି । ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ମୁଖ୍ୟମନ୍ତ୍ରୀ ଜଟଣୀ ଖାସମାହଲ ଜମି ସମସ୍ୟାର ସମାଧାନ କରି ଲୋକଙ୍କୁ ପଟ୍ଟା ଦେବା…
ଦକ୍ଷତା ବିକାଶ କ୍ଷେତ୍ରରେ ଭାରତ ହେବ ବିଶ୍ବର ହବ୍। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବପ୍ନ ଓ ଏଥିପାଇଁ ସେ ପ୍ରତିଶ୍ରୁତି ବଦ୍ଧ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏକବିଂଶ ଶତାବ୍ଦୀରେ ଦକ୍ଷତା…
ନୂଆଦିଲ୍ଲୀ: ପୁଣିଥରେ ବିବାହ ବନ୍ଧନରେ ବାନ୍ଧି ହେଲେ ଦେଶର ଅନ୍ୟତମ ଅଗ୍ରଣୀ ଆଇନଜୀବୀ ତଥା ଭାରତର ପୂର୍ବତନ ସଲିସିଟର ଜେନେରାଲ ହରିଶ ସାଲଭେ। ସାଲଭେ ୬୮ ବର୍ଷ ବୟସରେ ତୃତୀୟ ଥର ପାଇଁ ବିବାହ କରିଛନ୍ତି। ଏହି ଖବର ବର୍ତ୍ତମାନ ଚର୍ଚ୍ଚାର…
କଟକ: ଓଟିଇଟି ଫଳ ପ୍ରକାଶ ପାଇବା ପରେ ଆରମ୍ଭ ହୋଇଛି ବିବାଦ। ପ୍ରଶ୍ନପତ୍ରରେ ତ୍ରୁଟି ସହ ଫଳ ପ୍ରକାଶନରେ ମଧ୍ୟ ଅନେକ ତ୍ରୁଟି ଥିବା ଅଭିଯୋଗ କରିବା ସହିତ ସଠିକ୍ ମୂଲ୍ୟାୟନ ଦାବି କରି ଆଜି ଶତାଧିକ ପରୀକ୍ଷାର୍ଥୀ କଟକ ସ୍ଥିତ…
ଜୈସଲମେର:ଚନ୍ଦ୍ରଯାନ ସଫଳତା ପୂର୍ବକ ଲାଣ୍ଡ କରିଗଲା । ହେଲେ ରାହୁଲଯାନ ନା କେବେ ପ୍ରକ୍ଷେପଣ କରାଯାଇଛି ନା କେବେ ଲାଣ୍ଡ କରିଛି । ଏମିତି କହି କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ରାଜସ୍ଥାନ ଗସ୍ତରେ ଯାଇ…
ଭୁବନେଶ୍ବର: ପୁଣି ବିସ୍ଫୋରକ ବୟାନ ଦେଇ ରାଜ୍ୟ ରାଜନୀତିକୁ ହଲଚଲ କରି ଦେଇଛନ୍ତି ଜୟନାରାୟଣ ମିଶ୍ର । ରାଜ୍ୟ ଚଳାଇବା ପାଇଁ ପାଣ୍ଡିଆନଙ୍କୁ ଲିଜ ଦେଇଛନ୍ତି ନବୀନ ପଟ୍ଟନାୟକ । ହେଲେ ଏଥର ରାଜ୍ୟରେ ଆଉ ରହିବନି ଲିଜ ସରକାର ।…
ଭାରତର ରାଜଧାନୀ ନୂଆଦିଲ୍ଲୀରେ ଆସନ୍ତା ୯ ଓ ୧୦ ତାରିଖ ଦୁଇ ଦିନ ଧରି ୧୮ତମ ଜି-୨୦ର ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ଯୋଗ ଦେବା ପାଇଁ ଭାରତ ଗସ୍ତରେ ଆସିବେ ଚାଇନା ପ୍ରଧାନମନ୍ତ୍ରୀ ଲି କ୍ୟୁଆଙ୍ଗ। ଚାଇନାର ବୈଦେଶିକ…
ଭୁବନେଶ୍ବର:ଉତ୍ତର ପଶ୍ଚିମ ଏବଂ ତତସଂଲଗ୍ନ ପଶ୍ଚମ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଓଡ଼ିଶାର ଅନେକ ସ୍ଥାନରେ ଆସନ୍ତା…
ଜମ୍ମୁ-କଶ୍ମୀର ରିଆସି ଜିଲ୍ଲାରେ ଆଜି ବଡ଼ଧରଣର ଏନକାଉଣ୍ଟର ହୋଇଛି। ସର୍ଚ୍ଚ ଅପରେସନ ଓ କର୍ଡନ ସମୟରେ ହୋଇଥିବା ଗୁଳି ବିନିମୟରେ ଜଣେ ଆତଙ୍କୀ ନିହତ ହୋଇଛି। ସେହିପରି ଜଣେ ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ଏନକାଉଣ୍ଟର ସ୍ଥଳରୁ ଏୟାରଲିଫ୍ଟ…
ଭୁବନେଶ୍ୱର: ସାପ ଧରାଳିଙ୍କ ପାଇଁ ଖୁସି ଖବର । ସାପ ଧରାଳିଙ୍କ ପାଇଁ ହେବ ବୀମା । ବୀମା ପ୍ରିମିୟମ ଭରିବ ଜଙ୍ଗଲ ଓ ପରିବେଶ ବିଭାଗ । ଏ ନେଇ ଘୋଷଣଶ କରିଛନ୍ତି ରାଜସ୍ୱ ବିଭାଗ ମନ୍ତ୍ରୀ ପ୍ରମିଳା ମଲ୍ଲିକ…