2023

ମରୁଡ଼ି ସଙ୍କଟରୁ ମୁକ୍ତି ପାଇଁ ବାବା ମହାକାଳଙ୍କୁ ଡାକିଲେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ

ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଉଜ୍ଜୈନର ବାବା ମହାକାଳଙ୍କୁ ଦର୍ଶନ କରିଛନ୍ତି। ରାଜ୍ୟରେ ଭଲ ବର୍ଷା ହେବାର କାମନା କରି ସିଏମ୍‌ ଚୌହାନ ବାବାଙ୍କ ଦରବାରରେ ପହଞ୍ଚିଥିଲେ ଏବଂ ଏଠାରେ ସେ ମହାରୁଦ୍ରାଭିଷେକରେ ସାମିଲ ହୋଇଥିଲେ। ଭାଦ୍ରବ ମାସର…

ଛିନତାଇ ଗ୍ୟାଙ୍ଗର ୪ଜଣଙ୍କୁ ବାନ୍ଧିଲା କମିଶନରେଟ ପୋଲିସ

ଭୁବନେଶ୍ଵର: କମିଶନରେଟ୍ ପୋଲିସ କବଜାରେ ଛିନତାଇ ଗ୍ୟାଙ୍ଗ । ୪ଜଣଙ୍କୁ ବାନ୍ଧିଲା କମିଶନରେଟ ପୋଲିସ । ସେମାନଙ୍କ ନିକଟରୁ ୩୦ଟି ସୁନା ଚେନ, ୩ଟି ବାଇକ ଜବତ କରିଛି କମିଶନରେଟ ପୋଲିସ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ଵର ଡିସିପି ପ୍ରତୀକ…

ସନାତନ ଧର୍ମ ଉପରେ ବିବାଦୀୟ ବୟାନ: ତାମିଲନାଡ଼ୁ ସିଏମ୍‌ ଓ ପୁଅ ଉଦୟନିଧି ଷ୍ଟାଲିନ୍‌ଙ୍କ ବିରୋଧରେ କୋର୍ଟରେ ଅଭିଯୋଗ

ତାମିଲନାଡ଼ୁ ସିଏମ୍‌ ଏମ୍‌କେ ଷ୍ଟାଲିନ୍‌ ଓ ତାଙ୍କ ପୁଅ ତଥା ମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍‌ଙ୍କ ବିରୋଧରେ ଅଭିଯୋଗ ଦାଖଲ। ବିହାରର ମୁଜାଫର୍‌ପୁର କୋର୍ଟରେ ସୋମବାର ଏହି ଅଭିଯୋଗ ଦାଖଲ କରାଯାଇଛି। ଆଇନଜୀବୀ ସୁଧୀର କୁମାର ଓଝା ସନାତନ ଧର୍ମ ବିରୋଧରେ ଉଦୟନିଧି…

ଫାଶୀ ଲଗାଇ ବି.ଟେକ ଛାତ୍ରଙ୍କ ଆତ୍ମହତ୍ୟା

ରାଉରକେଲା: ଏନଆଇଟି-ରାଉରକେଲା ଦ୍ୱିତୀୟ ବର୍ଷର ବି.ଟେକ୍ ଛାତ୍ର ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ସୋମବାର ଏମ୍ଏସ୍ ସ୍ୱାମୀନାଥନ୍ ହଲ୍ ଅଫ୍ ରେସିଡେନ୍ସରେ ଥିବା ହଷ୍ଟେଲ ରୁମରୁ ଛାତ୍ରଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଛାତ୍ର ଜଣକ ହେଲେ ତ୍ରିପୁରାର ଦେବମଳୟ…

ଜି-୨୦ ସମ୍ମିଳନୀରେ ରହିବ AI ଆଙ୍କର

ରାଜଧାନୀ ଦିଲ୍ଲୀରେ ଆସନ୍ତା ୯ ଏବଂ ୧୦ ତାରିଖରେ ଆୟୋଜନ ହେବ ଜି-୨୦ ସମ୍ମିଳନୀ। ସୂତ୍ରରୁ ପ୍ରକାଶ ଯେ ଏହି ସମ୍ମିଳନୀରେ ବିରାଟ ଢାଞ୍ଚାରେ ଟେକ୍ନୋଲୋଜି ଉପରେ କାର୍ଯ୍ୟ ହେବ। ଏଠାକୁ ଆସୁଥିବା ବିଭିନ୍ନ ଦେଶର ରାଷ୍ଟ୍ରାଧ୍ୟକ୍ଷଙ୍କ ପାଇଁ ଜଣେ ଆଙ୍କର…

ବାଲେଶ୍ଵର FM ମେଡିକାଲରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ରୋଗୀ

ବାଲେଶ୍ଵର: ବାଲେଶ୍ଵର FM ମେଡିକାଲ କଲେଜ ଓ ହସ୍ପିଟାଲରେ ଅଗ୍ନିକାଣ୍ଡ । AC ସର୍ଟସର୍କିଟରୁ ନିଆଁ ଲାଗିଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡ କାରଣରୁ କାହାର କିଛି କ୍ଷୟକ୍ଷତି ହୋଇନଥିବା ବେଳେ ବର୍ତ୍ତମାନ ନିଆଁକୁ ସମ୍ପୁର୍ଣ୍ଣ ଭାବରେ ଆୟତ୍ତ କରାଯାଇଛି ।…

ମୁମ୍ବାଇ: ଫ୍ଲାଟ୍‌ରୁ ୨୪ ବର୍ଷୀୟା ଟ୍ରେନି ଏୟାର୍‌ ହୋଷ୍ଟେସ୍‌ଙ୍କ ମୃତଦେହ ଉଦ୍ଧାର

ମହାରାଷ୍ଟ୍ରର ମୁମ୍ବାଇରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପୋଓ୍ଵଇ ଅଞ୍ଚଳରେ ଜଣେ ଯୁବତୀଙ୍କ ମୃତଦେହ ସେ ରହୁଥିବା ଫ୍ଲାଟ୍‌ରୁ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଛି। ମୁମ୍ବାଇ ଡିସିପି ଦତ୍ତା ନାଲାଓ୍ଵାଡେ ଏ ନେଇ ସୂଚନା ଦେଇଛନ୍ତି। ମୃତ ଯୁବତୀ ଜଣେ…

ବସକୁ ଅଟକାଇ କାଚ ଭାଙ୍ଗିଲା ହାତୀ, ଆତଙ୍କିତ ହୋଇ ଦୌଡ଼ିଲେ ଲୋକେ

ରାୟଗଡ଼ା: ରାସ୍ତା ଉପରେ ବସକୁ ଅଟକାଇଲା ଆଉ ଶୁଣ୍ଢରେ କାଚ ଭାଙ୍ଗିଲା ଦନ୍ତା ହାତୀ। ପୁଣି ବସ୍‌କୁ ଠେଲିବାକୁ ଲାଗିଲା । ତେବେ ବସ୍‌ ଡ୍ରାଇଭରର ଉପସ୍ଥିତି ବୁଦ୍ଧି ଯୋଗୁଁ ବସ୍‌ ଯାତ୍ରୀମାନେ ରକ୍ଷା ପାଇଗଲେ । ଡ୍ରାଇଭର ବସ୍‌ ଟିକୁ…

ଲକ୍ଷ୍ନୌରେ ଅକ୍ଟୋବର ୩୦ ଯାଏ ୧୪୪ ଧାରା ଲାଗୁ

ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଆସନ୍ତା ଅକ୍ଟୋବର ୩୦ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରି ଦିଆଯାଇଛି। ଅର୍ଥାତ୍‌ ଏହି ସମୟରେ କୌଣସି ବି ପ୍ରକାର ଧାରଣା, ବିକ୍ଷୋଭ ପ୍ରଦର୍ଶନ ଆଦି ବିନା ଅନୁମତିରେ ହୋଇପାରିବ ନାହିଁ। ଯଦି କେହି ନିୟମ ଉଲ୍ଲଂଘନ…

କଂଗ୍ରେସରେ ମିଶିଲେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର: କଂଗ୍ରେସରେ ମିଶିଲେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ । ହକି ଷ୍ଟିକ ଛାଡି ହାତ ଧରିଲେ । କଂଗ୍ରେସ ଭବନରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଆନୁଷ୍ଠିକ ଭାବେ ଦଳରେ ସାମିଲ ହୋଇଛନ୍ତି ଏଇ ହକି…