2023

ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’କୁ ସମାଲୋଚନା କଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ରବିବାର ଅଭିଯୋଗ କରିଛନ୍ତି ଯେ ‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ର ଚିନ୍ତାଧାରା ଭାରତୀୟ ସଂଘ ଏବଂ ଏହାର ସମସ୍ତ ରାଜ୍ୟ ଉପରେ ଆକ୍ରମଣ। ରାହୁଲ ଗାନ୍ଧି ଏକ୍ସ (ପୂର୍ବରୁ ଟ୍ଵିିଟର)ରେ ଲେଖିଛନ୍ତି, ‘ଇଣ୍ଡିଆ’ ଅର୍ଥାତ୍‌…

ଛେଳି ଚୋରି ସନ୍ଦେହରେ ଦଳିତ ଯୁବକ ଓ ତାଙ୍କ ସାଙ୍ଗକୁ ଓଲଟା ବାନ୍ଧି ନିର୍ଯାତନା

ହାଇଦ୍ରାବାଦ: ତେଲେଙ୍ଗାନାର ମାଞ୍ଚିରିଆଲ ଜିଲ୍ଲାରେ ଛେଳି ଚୋରି ସନ୍ଦେହରେ ଜଣେ ଦଳିତ ବ୍ୟକ୍ତି ଓ ତାଙ୍କ ସାଙ୍ଗଙ୍କୁ ଏକ ଶେଡ୍‌ରେ ଓଲଟା ଝୁଲାଇ ନିତାନ୍ତ ଅମାନୁଷିକ ଭାବେ ନିର୍ମମ ନିର୍ଯାତନା ଦିଆଯାଇଛି। ଏହି ଘଟଣାରେ କୋମୁରାଜୁଲା ରାମୁଲୁ, ତାଙ୍କ ପତ୍ନୀ ସ୍ୱରୂପା…

ଦୁର୍ଗାପୂଜା ପାଇଁ ଜବରଦସ୍ତ ଚାନ୍ଦା ଆଦାୟ କରି ପାରିବେ ନାହିଁ

କଟକ: ଦୈତ ନଗରୀରେ ଦୁର୍ଗାପୂଜା ପାଇଁ କରି ପାରିବେ ନାହିଁ ଜବରଦସ୍ତ ଚାନ୍ଦା ଆଦାୟ।ଜବରଦସ୍ତ ଚାନ୍ଦା ଆଦାୟ କଲେ ବାନ୍ଧିବ କମିଶନରେଟ ପୋଲିସ। ଗତ ବର୍ଷ ଭଳି ଏ ବର୍ଷ ମଧ୍ୟ ପୋଲିସର ଏ ନେଇ କଡା ଆଭିମୁଖ୍ୟ ରହିଥିବା ସ୍ପଷ୍ଟ…

ଶିକ୍ଷକଙ୍କ ଗଳାକାଟି ହତ୍ୟା କଲା ଛାତ୍ର

ଗୁରୁ-ଶିଷ୍ୟ ପରମ୍ପରା କର୍ତ୍ତବ୍ୟନିଷ୍ଠ ଆଉ ଦାୟିତ୍ୱବୋଧତାକୁ ପ୍ରତିପାଦନ କରେ। ହେଲେ ମଣିଷର ନିହିତ ସ୍ୱାର୍ଥ ବାରମ୍ୱାର ଏହି ପରମ୍ପରାକୁ କଳଙ୍କିତ କରୁଛି। ଆଗକୁ ଗୁରୁଦିବସ ଭଳି ପବିତ୍ର ଅବସର ଥିବାବେଳେ ନିକଟରେ ଏହିପରି ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଶିକ୍ଷକଙ୍କ…

ଓଡିଶାର ‘କପଡାଗୁନ୍ଦା’ ଶାଲ ଓ ‘ଇଡିତାଲ୍‌’ ଚିତ୍ରକୁ ମିଳିବ ଜିଆଇ ଟ୍ୟାଗ

ରାୟଗଡା : ଓଡିଶାର ସ୍ୱତନ୍ତ୍ର ସାତୋଟି ଉତ୍ପାଦ ସାମଗ୍ରୀକୁ ଜିଆଇ ଟ୍ୟାଗ ମାନ୍ୟତା ଦେବା ପାଇଁ ନିଆଯାଇଥିବା ପଦକ୍ଷେପ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରାୟଗଡା ଜିଲ୍ଲାର ଡଙ୍ଗରିଆ କନ୍ଧଙ୍କ ବାନ୍ଧ କଳା ‘କପଡାଗୁନ୍ଦା ’ ଶାଲ ଓ ଗୁଣପୁରର…

ଦେଶରେ ଦୁର୍ନୀତି, ଜାତିବାଦ ଏବଂ ସାମ୍ପ୍ରଦାୟିକତାର ସ୍ଥାନ ରହିବନି: ପ୍ରଧାନମନ୍ତ୍ରୀ

ସ୍ୱାଧୀନତାର 100 ବର୍ଷ ବେଳକୁ ଭାରତ ବିକଶିତ ରାଷ୍ଟ୍ରରେ ପରିଣତ ହେବ। ଆଉ ସେତବଳକୁ ଦୁର୍ନୀତି, ଜାତିବାଦ ଏବଂ ସାମ୍ପ୍ରଦାୟିକତା ପାଇଁ କୌଣସି ସ୍ଥାନ ରହିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆଜି ଏକ ନ୍ୟୁଜ୍ ଏଜେନ୍ସିକୁ ସାକ୍ଷାତକାର…

ସୁବର୍ଣ୍ଣପୁରରୁ ୪୧ ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ , ଜଣେ ଗିରଫ

ଭୁବନେଶ୍ୱର: ଭଡା ଘରେ ଛପା ଯାଉଥିଲା ଜାଲ ନୋଟ୍ । ଧରିଲା ଏସଟିଏଫ୍ । ସୁବର୍ଣ୍ଣପୁରରୁ ଜବତ ହୋଇଛି ୪୧ ଲକ୍ଷ ଟଙ୍କାର ଜାଲ୍‌ ନୋଟ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅଞ୍ଚଳରେ ଏସଟିଏଫ୍ ଚଢାଉ କରି ୪୧ ଲକ୍ଷ…

ଇସ୍ରୋ ସୂର୍ଯ୍ୟ ମିଶନ ଆଦିତ୍ୟ-ଏଲୱାନ, ପ୍ରଥମ ଅର୍ବିଟ୍ ରେଜିଂ ସଫଳ

ସୂର୍ଯ୍ୟ ଅଭିମୁଖେ ଆଗେଇ ଚାଲିଛି ଆଦିତ୍ୟ-ଏଲୱାନ୍। ଗତକାଲି ଉତକ୍ଷେପଣେ ପରେ କକ୍ଷପଥରେ ଅବସ୍ଥାପିତ ହୋଇଥିଲା। ଆଜି ଦିନ ୧୧ଟା ୪୦ରେ ପ୍ରଥମ ଅର୍ବିଟ୍ ରେଜିଂ ହୋଇଥିବା ସୂଚନା ଦେଇଛି ଇସ୍ରୋ। ବର୍ତ୍ତମାନ ଦ୍ୱିତୀୟ ତଥା ନୂଆ ଅର୍ବିଟରେ ପ୍ରବେଶ କରି ପୃଥିବୀ…

ବଜ୍ରପାତ ନେଲା ୧୨ ଜୀବନ, ୧୪ ଆହତ: ଏସ୍‌ଆରସି

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ଶନିବାର ଦିନ ଅପରାହ୍‌ଣ ସମୟରେ ଘଡ଼ଘଡ଼ି ବର୍ଷା ସହିତ ବଜ୍ରପାତ ହେବାରୁ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ବଜ୍ରପାତରେ ୧୪ ଜଣ ଲୋକ ଆହତ ହୋଇଛି। ବଜ୍ରପାତରେ ୮ଟି ଗୋରୁଙ୍କ ମୃତ୍ୟୁ ହୋଇଥିଲା। ରାଜ୍ୟ ସରକାରଙ୍କ…

ହିନ୍ଦୁ ଧର୍ମ ଉପରେ ମୁଖ୍ୟମନ୍ତ୍ରୀ ପୁଅଙ୍କ ବିବାଦୀୟ ବୟାନ

ସନାତନ ଧର୍ମ ଉପରେ ଉଦୟାନିଧି ଷ୍ଟାଲିନ ଦେଇଥିବା ବୟାନକୁ ନେଇ ତୀବ୍ର ହେଉଛି ରାଜନୀତି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ତଥା କ୍ରୀଡା ବିକାଶ ମନ୍ତ୍ରୀ ଉଦୟାନିଧି ଗତକାଲି ଏକ ସଭାରେ ହିନ୍ଦୁ ଧର୍ମ ଡେଙ୍ଗୁ-ମ୍ୟାଲେରିଆ ଭଳି ଏହାର ବିଲୋପ…