ଦାଉଦଙ୍କୁ ଦିଆଯାଇନି ବିଷ, ହସ୍ପିଟାଲ ନୁହେଁ ଘରେ ଚାଲିଛି ଚିକିତ୍ସା
ଭାରତର ମୋଷ୍ଟ ଓ୍ୱାଣ୍ଟେଡ ଡନ୍ ଦାଉଦ ଇବ୍ରାହିମ ଅସୁସ୍ଥ। ତାଙ୍କୁ ବିଷ ଦିଆଯାଇଥିବା ନେଇ ଖବର ସାମ୍ନାକୁ ଆସିଛି। ଏପରିକି ତାଙ୍କୁ ପାକିସ୍ତାନ କରାଚୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା କଥା ସୂଚନା ମିଳିଥିଲା। ତେବେ ଏହି ଖବର ମିଥ୍ୟା ବୋଲି ଜଣାପଡିଛି।…
