ଫିରିଙ୍ଗିଆ ଥାନା ପୋଡି ଘଟଣା: ବନ୍ଧା ହେଲେ ଆଉ ୨, ୨୧ରେ ପହଞ୍ଚିଲା ଗିରଫ ସଂଖ୍ୟା
କକନ୍ଧମାଳ : କନ୍ଧମାଳ ଫିରିଙ୍ଗିଆ ଥାନା ପୋଡି ଘଟଣାରେ ଆଉ ୨ ଜଣ ଗିରଫ । ଟିକାବାଲି ଅଞ୍ଚଳରୁ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏହାକୁ ମିଶାଇ ମୋଟ ଗିରଫଙ୍କ ସଂଖ୍ୟା ୨୧କୁ ବୃଦ୍ଧି ହୋଇଛି ।…
କକନ୍ଧମାଳ : କନ୍ଧମାଳ ଫିରିଙ୍ଗିଆ ଥାନା ପୋଡି ଘଟଣାରେ ଆଉ ୨ ଜଣ ଗିରଫ । ଟିକାବାଲି ଅଞ୍ଚଳରୁ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏହାକୁ ମିଶାଇ ମୋଟ ଗିରଫଙ୍କ ସଂଖ୍ୟା ୨୧କୁ ବୃଦ୍ଧି ହୋଇଛି ।…
ଜଟଣୀ: ବଦଳିଲା ପୁରୀ-ତାଳଚେର ପାସେଞ୍ଜର ଟ୍ରେନ ମେମୁ ରେକ୍। ପୂର୍ବରୁ ବ୍ୟବସ୍ଥା ଥିବା ଆଇସିଏଫ୍ ରେକ୍କୁ ମେମୁ ରେକ୍ରେ ପରିବର୍ତ୍ତନ କରାଯାଇଛି। ଯାତ୍ରୀଙ୍କ ସୁଗମ ଯାତ୍ରା ପାଇଁ ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଏହାଦ୍ୱାରା ବସିବା…
ବୌଦ୍ଧ: ଶିକାରୀ ବାପଝିଅ ଗିରଫ। ଦେଶୀ ବନ୍ଧୁକ, ଟାଙ୍ଗିଆ ସମେତ ଶୀକାରରେ ବ୍ୟବହୃତ ବହୁ ସାମଗ୍ରୀ ଜବତ । ବୌଦ୍ଧ ଜିଲ୍ଲା କୁସଙ୍ଗ ବନ୍ୟପ୍ରାଣୀ ବିଭାଗର ସର୍ଚ୍ଚ ଅପରେସନ ବେଳେ ଦୁଇ ଜଣ ଶିକାରୀ ଗିରଫ ହୋଇଛନ୍ତି । ସେମାନଙ୍କୁ ଗିରଫ…
ଭୁବନେଶ୍ୱର: ଜାଗା ମିଶନରେ ଉପକୃତ ହେବେ ଭୂମିହୀନ ବସ୍ତିବାସିନ୍ଦା। ସେମାନଙ୍କୁ ଭୂମି ଅଧୀକାର ପ୍ରମାଣପତ୍ର ପ୍ରଦାନ କରିବେ ରାଜ୍ୟ ସରକାର। ମହାନଗର ନିଗମ ଅଞ୍ଚଳରେ ଭୂମିହୀନଙ୍କୁ ନଜସ୍ୱ ଜମିପଟ୍ଟା ମିଳିବ। ସମ୍ଭବତଃ ଆସନ୍ତା ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଗା…
କଣ୍ଟାବାଞ୍ଜି: ସ୍କୁଲ ପରିଚାଳନା କମିଟି ସଭାପତିଙ୍କ ଦାଦାଗିରି । ସ୍କୁଲରେ ପଶି ଶୌଚାଳୟରେ ୪ ଛାତ୍ରୀଙ୍କୁ ତାଲା ପକାଇଦେଲେ । କଣ୍ଟାବାଞ୍ଜି ଥାନା ବୁରୋମାଲ ହାଇସ୍କୁଲ ରୁ ଏଭଳି ଅଭିଯୋଗ ଆସିଛି । ସଭାପତି ଜଣକ ଏମିତି କାହିଁକି କଲେ କାରଣ…
ଭୁବନେଶ୍ୱର: ପୂର୍ବତଟ ରେଳପଥର ରେଳ ସୁରକ୍ଷା ବଳ (ଆରପିଏଫ୍) ଜୁଲାଇ ୨୦୨୩ ରେ ଅପରେସନ୍ ନହ୍ନେ ଫରିସ୍ତେ ଅଭିଯାନ ମାଧ୍ୟମରେ ବିଭିନ୍ନ ଷ୍ଟେସନ ପ୍ଲାଟଫର୍ମ ଏବଂ ଟ୍ରେନରୁ ୬୨ ନାବାଳକ/ନାବାଳିକା ଶିଶୁଙ୍କୁ ଉଦ୍ଧାର କରିଛି ଢ ଚାଇଲ୍ଡଲାଇନ ପରି ଏନଜିଓ ଏବଂ…
ତୋଷଖାନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବେ ଜେଲରେ ବନ୍ଦୀ ଜୀବନ କାଟୁଛନ୍ତି। ସେ ଅଟ୍ଟୋକ ଜେଲରେ ରହି ରହି ଆକାମାକ୍ତା ହୋଇଗଲେଣି। ତାଙ୍କୁ ଆଉ ସେଠାରେ ଆଉ ଭଲ ଲାଗୁନି | ତେଣୁ…
ନୂଆଦିଲ୍ଳୀ: ପାକିସ୍ତାନ ଛାଡ଼ି ପ୍ରେମିକ ସଚିନଙ୍କ ନିକଟରୁ ଭାରତ ପଳାଇ ଆସିବା ସୀମା ହାଇଦର ଚର୍ଚ୍ଚାରେ ରହିବାର ବାସ୍ କିଛି ଦିନ ଭିତରେ ଆମ ଦେଶ ଛାଡ଼ି ପ୍ରେମିକଙ୍କୁ ଭେଟିବାକୁ ପାକିସ୍ତାନ ଯାଇଥିଲେ ଅଞ୍ଜୁ। ସୀମା ଭାରତ ଆସିବା ପରେ ଅଞ୍ଜୁଙ୍କ…
ତ୍ରିଭେନ୍ଦ୍ରମ: ବଦଳିଯିବ କେରଳ ରାଜ୍ୟର ନାଁ । ଏହା କେରଳରୁ ‘କେରଳମ୍’ ହେବ । ଏ ନେଇ ଏକ ପ୍ରସ୍ତାବ କେରଳ ବିଧାନସଭାରେ ଗୃହୀତ ହୋଇଛି ଓ ସରକାରୀ ଭାବେ ନାମ ପରିବର୍ତ୍ତନ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି ।…
ନୂଆଦିଲ୍ଲୀ: ଦୁଇ ଚକିଆ ଇଲେକ୍ଟ୍ରି ଗାଡ଼ି ନିର୍ମାଣ କରୁଥିବା କମ୍ପାନି ଓଲା ଇଲେକ୍ଟ୍ରିକ୍ ଆସନ୍ତା ସପ୍ତାହରେ ଏକ ନୂତନ ଇଲେକ୍ଟ୍ରିକ୍ ସ୍କୁଟର ଲଞ୍ଚ କରିବାକୁ ଯାଉଛି। ଏହା କମ୍ପାନିର ସର୍ବନିମ୍ନ ମୂଲ୍ୟର ଇଲେକ୍ଟ୍ରିକ୍ ସ୍କୁଟର ହେବ। ଏହାର ମୂଲ୍ୟ ୧ଲକ୍ଷରୁ କମ୍…