ଅର୍ଦ୍ଧସାମରିକ ବାହିନୀ ଆସାମ ରାଇଫଲ୍ସ ବିରୋଧରେ ମାମଲା ରୁଜୁ କଲା ମଣିପୁର ପୁଲିସ
ଗୁଆହାଟି: ହିଂସା ପ୍ରଭାବିତ ମଣିପୁରର ଏକ ଜିଲ୍ଲାରୁ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ଆସାମ ରାଇଫଲ୍ସ ପ୍ରତ୍ୟାହାର ହେବାର କିଛି ଘଣ୍ଟା ପରେ ଏହି ଫୋର୍ସର ଯବାନଙ୍କ ବିରୋଧରେ ସ୍ଥାନୀୟ ପୁଲିସ ମାମଲା ରୁଜୁ ହୋଇଛି। ଗତ ଶନିବାର ବିଷ୍ଣୁପୁର ଜିଲ୍ଲାରେ ୩…
