2023

ଲୋକସଭାରେ ଜନ୍ମ ଓ ମୃତ୍ୟୁ ପଂଜୀକରଣ ବିଲ୍ ଗୃହୀତ

ନୂଆଦିଲ୍ଲୀ : ଗତ ଜୁଲାଇ ୨୬ ତାରିଖରେ କେନ୍ଦ୍ର ସରକାର ଲୋକସଭାରେ ଆଗତ କରିଥିବା ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ବିଲ୍ ୨୦୨୩ ମଙ୍ଗଳବାର ଗୃହୀତ ହୋଇଛି । ଏହି ବିଲରେ ଜନ୍ମ ଓ ମୃତ୍ୟୁର ଜାତୀୟ ଓ ରାଜ୍ୟସ୍ତରୀୟ…

ଯୁଦ୍ଧ ଆଉ ଏକ ବିକଳ୍ପ ନୁହେଁ, ଆମେ ଭାରତ ସହ ଆଲୋଚନା ପାଇଁ ପ୍ରସ୍ତୁତ: ଶହବାଜ ଶରିଫ

ଇସଲାମାବାଦ: ଭାରତକୁ ଡରିଲାଣି କି ପାକିସ୍ତାନ? ପଡୋଶୀ ଦେଶ ପାକିସ୍ତାନରୁ କଥାବାର୍ତ୍ତାର ଅଫର ମିଳିବା ପରେ ଏବେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି। ପଡୋଶୀ ଦେଶ ପାକିସ୍ତାନରୁ କଥାବାର୍ତ୍ତା ପାଇଁ ଭାରତକୁ ଏବେ ଅଫର ମିଳିଥିବା କୁହାଯାଉଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ…

‘ଝିଅକୁ କେମିତି ମାରିଛି, ହତ୍ୟାକାରୀ ଫୋନ କରି ବଖାଣିବା ପରେ ମୁଁ ଅଚେତ ହୋଇପଡ଼ିଥିଲି’

ନୂଆଦିଲ୍ଲୀ: ଲିଭ୍-ଇନ୍ ସଂଗିନୀ ଶ୍ରଦ୍ଧା ୱାକର ହତ୍ୟା ମାମଲାରେ ଦିଲ୍ଲୀ ପୁଲିସ ଅଭିଯୁକ୍ତ ଅଫତାବ ଅମିନ ପୁନାୱାଲା ବି‌ରୋଧରେ ୩୦୦୦ ପୃଷ୍ଠାର ଚାର୍ଜସିଟ ଲେଖିଥିଲା। ଶ୍ରଦ୍ଧାଙ୍କ ବାପା ବିକାଶ ସଦନ ୱାକର ଅଦାଲତରେ ସାକ୍ଷୀ ଦେବାକୁ ଆସିଥିବା ବେଳେ କହିଛନ୍ତି, ‘ଗତବର୍ଷ…

ମଣିପୁରରେ ସାମ୍ବିଧାନିକ ବ୍ୟବସ୍ଥାର ସଂପୂର୍ଣ୍ଣ ବିପର୍ଯ୍ୟୟ ହୋଇଯାଇଛି: ଡିଜିପିଙ୍କୁ ସମନ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ମଣିପୁର ହିଂସା ଘଟଣାରେ ତଦନ୍ତର ଅସ୍ଥିରତାକୁ ନେଇ ସୁପ୍ରିମ୍‌କୋର୍ଟ ଆଜି ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହ ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି ବୋଲି କହିଛନ୍ତି। ) ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ତଦନ୍ତରେ…

ଅଗଷ୍ଟ ୩ ପର୍ଯ୍ୟନ୍ତ ବଢ଼ିଲା ଯୁକ୍ତ ଦୁଇ ଶ୍ରେଣୀରେ ସ୍ପଷ୍ଟ ଆଡମିଶନ୍ ଅବଧି

ଭୁବନେଶ୍ୱର: ଯୁକ୍ତ ୨ ସ୍ପଟ୍ ଆଡମିଶନ ଅବଧି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଖରାପ ପାଗକୁ ଦୃଷ୍ଟିରେ ରଖି ସରକାର ଦ୍ୱାଦଶ ସ୍ପଟ୍ ଆଡମିଶନ ଅବଧିକୁ ୩ ଅଗଷ୍ଟ ଯାଏ ବଢ଼ାଇଛନ୍ତି । ଏନେଇ ଉଚ୍ଚଶିକ୍ଷା ମାଧ୍ୟମିକ ପରିଷଦ…

ଓଏସଏସସି ପ୍ରଶ୍ନପତ୍ର ଲିକ୍ ମାମଲା, ଷ୍ଟାଫ ସିଲେକ୍ସନ କମିସନ ଅଧ୍ୟକ୍ଷଙ୍କ ଇସ୍ତଫା ସହ ସିବିଆଇ ତଦନ୍ତ ଦାବି

ଭୁବନେଶ୍ୱର: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ (ଓଏସ୍ଏସସି) ପ୍ରଶ୍ନପତ୍ର ଲିକ୍ ଘଟଣାକୁ ବିରୋଧ କରି ସୋମବାର ଶତାଧିକ ଚାକିରି ଆଶାୟୀ ବାଲେଶ୍ୱର ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ଶୋଭାଯାତ୍ରା କରିଛନ୍ତି। ନିଯୁକ୍ତି ପ୍ରକ୍ରିୟାକୁ ନେଇ ହୋଇଥିବା ଅନିୟମିତତାର…

ବାଲେଶ୍ୱରରେ ବନ୍ଦେ ଭାରତ ଟ୍ରେନ୍ ଉପରକୁ ପଥର ଫିଙ୍ଗି ନାବାଳକ ଗିରଫ

ବାଲେଶ୍ୱର: ପଥର ଫିଙ୍ଗି ବନ୍ଧା ହେଲେ ନାବାଳକ । ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ ଉପରକୁ ପଥର ଫିଙ୍ଗିବା ଅଭିଯୋଗରେ ଆରପିଏଫ୍ ଜଣେ ନାବାଳଙ୍କୁ ଗିରଫ କରିଛି । ପଥର ଫିଙ୍ଗିବା ପରେ ଆଉ ୨ ଜଣ ଯୁବକ ଖସି ପଳାଇବାରେ…

ଏଏସଓ ନିଯୁକ୍ତି ପରୀକ୍ଷା: ରିଭ୍ୟୁ ପିଟିସନ ଖାରଜ, ପୂର୍ବ ରାୟ କାଏମ ରଖିଲେ ହାଇକୋର୍ଟ

ଭୁବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଦ୍ୱାରା ପରିଚାଳିତ ସହକାରୀ ସେକ୍ସନ ଅଫିସର (ଏଏସଓ) ନିଯୁକ୍ତି ପରୀକ୍ଷାରେ ହୋଇଥିବା ଅନିୟମିତତା ସମ୍ପର୍କିତ ରିଭ୍ୟୁ ଓ ରିଟ୍ ପିଟିସନ୍କୁ ସୋମବାର ଓଡ଼ିଶା ହାଇକୋର୍ଟ ଖାରଜ କରିଦେଇଛନ୍ତି। ନୂଆ ମେରିଟ୍ ଲିଷ୍ଟ ପ୍ରକାଶ ପାଇଁ…

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କିସ୍‍ର ୩ ଛାତ୍ର କୃତକାର୍ଯ୍ୟ

ଭୁବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଅନୁଷ୍ଠିତ ୨୦୨୧-୨୨ ପ୍ରଶାସନିକ ସେବା ପରୀକ୍ଷା ଫଳ ଆଜି ପ୍ରକାଶ ପାଇଥିବା ବେଳେ ଏଥିରେ କିସ୍‍ର ୩ଜଣ ଛାତ୍ର କୃତକାର୍ଯ୍ୟ ହୋଇଛନ୍ତି । ସେମାନେ ହେଲେ ସୁନ୍ଦରଗଡ଼ର ବିଶ୍ୱନାଥ ରଞ୍ଜନ କିଷାନ, ନୂଆପଡ଼ାର ଫାଲ୍‍ଗୁନୀ…

କଲର୍ଭଟ ଭୁଶୁଡି ୫ ମୃତ ଘଟଣା: ପୁଅ ଓ ସ୍ୱାମୀଙ୍କୁ ହରାଇବା ପରେ ବିଷ ପିଇଦେଲେ ମହିଳା

ରାୟଗଡା: କଲଭର୍ଟ ଭୁଶୁଡିବା ଘଟଣାର ପୁଣି ଏକ ବିକଳ ଦୃଶ୍ୟ ସାମ୍ନାକୁ ଆସିଛି । ସକାଳୁ ସକାଳୁ କଲଭର୍ଟ ଭୁଶୁଡିବା ଘଟଣାରେ ଚାଲିଗଲା ସ୍ୱାମୀ ଓ ପୁଅଙ୍କ ଜୀବନ । ଏମିତି ଦୁଃଖଦ ଖବର ଶୁଣିବା ପରେ ମାନସିକ ଭାରସାମ୍ୟ ହରାଇ…