2023

ନିଖୋଜ ନାବାଳକର ମିଳିଲା କ୍ଷତ ବିକ୍ଷତ ଝୁଲନ୍ତା ମୃତ ଦେହ, ରାଗରେ ପୋଲିସ ଗାଡି ଜାଲିଦେଲେ ଉତ୍ତ୍ୟକ୍ତ ଲୋକ

ଅନୁଗୋଳ: ଆଠମଲ୍ଲିକ ବାରିଣୀ ଜଙ୍ଗଲରୁ ନାବାଳକଙ୍କ କ୍ଷତ ବିକ୍ଷତ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି । ନାବାଳକ ଜଣଙ୍କ ଗୋଡ଼ ହାତ ଆଦି ନଥିବା ବେଳେ ବଳି ଦିଆ ଯାଇଥିବା ସନ୍ଦେହ କରାଯାଉଛି । ସୂଚନା ଅନୁସାରେ ଗତ ୨୩…

ଓଲିଉଡ୍ ହିରୋଇନଙ୍କ ଭିଡିଓ ଭାଇରାଲ, ପୁରୁଷ ବନ୍ଧୁଙ୍କ ନାଁରେ ଥାନାରେ ଏତଲା ଦେଲେ ଅଭିନେତ୍ରୀ

ଭୁବନେଶ୍ଵର: ଓଲିଉଡ଼ରେ ପୁଣି ଉଠିଛି ଅନ୍ତରଙ୍ଗ ଭିଡ଼ିଓ ଭାଇରାଲ୍ ବିବାଦ । ଜଣେ ଜଣାଶୁଣା ଅଭିନେତ୍ରୀ ତାଙ୍କ ପୁରୁଷବନ୍ଧୁଙ୍କ ନାଁରେ ଆଣିଛନ୍ତି ଅଭିଯୋଗ । ନାୟିକା ଜଣକ ଥାନାରେ ଏଫଆଇଆର ଦାଖଲ କରି ପୁରୁଷବନ୍ଧୁ ସେମାନଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ…

ମଦ ମାଫିଆଙ୍କ ଦୌରାତ୍ମ୍ୟ, ଅବକାରୀ କର୍ମଚାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ

ଆଠଗଡ଼: ରେଡ୍‌ ବେଳେ ମଦ ମାଫିଆଙ୍କ ଅତର୍କିତ ଆକ୍ରମଣ । ଖଣ୍ଡାରେ ଆକ୍ରମଣ ସହ ଅବକାରୀ ଗାଡ଼ି ଭଙ୍ଗାରୁଜା କରିଛନ୍ତି । ମରଣାନ୍ତକ ଆକ୍ରମଣରେ ଆଠଗଡ଼ ଅବକାରୀ ବିଭାଗର ୪ ଜଣ କର୍ମଚାରୀ ଆହତ ହୋଇଛନ୍ତି । ଆଜି ଅବକାରୀ କର୍ମଚାରୀ…

ଯନ୍ତ୍ରଣା ବଖାଣିଲେ ଅଞ୍ଜୁ,‘ମୋତେ ଭାରତ ଫେରିବା ଅବସ୍ଥାରେ ରଖି ନାହାନ୍ତି ସ୍ବାମୀ’

ନୂଆଦିଲ୍ଲୀ: ଭାରତରୁ ପାକିସ୍ତାନ ଆସିଥିବା ଅଞ୍ଜୁଙ୍କୁ ନେଇ ପ୍ରତିଦିନ ବିଭିନ୍ନ ପ୍ରକାରର ଖବର ପ୍ରକାଶ ପାଉଛି । ନିକଟରେ ଅଞ୍ଜୁ ଦୁଃଖ ବଖାଣି କହିଛନ୍ତି, ‘‘ମୋତେ ଭାରତ ଆସିବା ଅବସ୍ଥାରେ ରଖି ନାହାନ୍ତି ସ୍ବାମୀ। ସେ ମୋ ନାମରେ ଏମିତି ଅପପ୍ରଚାର…

ଭୁବନେଶ୍ୱର IIITର ନୂଆ ନିର୍ଦ୍ଦେଶକ ଡ. ଆଶିଷ ଘୋଷ

ଭୁବନେଶ୍ୱର: ଭୁବନେଶ୍ୱର ଟ୍ରିପଲ୍‌ ଆଇଟିର ନୂଆ ନିର୍ଦ୍ଦେଶକ । ଡ. ଆଶିଷ ଘୋଷଙ୍କୁ IIIT ନିର୍ଦ୍ଦେଶକ ଭାବରେ ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ ଗଣେଶୀ ଲାଲ । ତାଙ୍କୁ ୫ ବର୍ଷ ପାଇଁ ନିଯୁକ୍ତି ମିଳିଛି । ଡ. ଆଶିଷ ଘୋଷ ଏବେ…

ଅଙ୍ଗନବାଡ଼ି କେନ୍ଦ୍ରରେ ପଶି ଗୋଡ଼େଇ ଗୋଡ଼େଇ କାମୁଡିଲା ଶିଆଳ, ୧୨ ଆହତ

ସୋର: ଅଙ୍ଗନବାଡ଼ି କେନ୍ଦ୍ର ପଶିଗଲା ଶିଆଳ । ଗୋଡ଼େଇ କାମୁଡିଲା । ଶିଆଳ କାମୁଡିବାରୁ ୧୨ ଜଣ ଆହତ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ସୋର ଡାଲଙ୍ଗ ଗାଁରେ ଏହି ଘଟଣା ଘଟିଛି । ଆଜି ସକାଳେ ଅଙ୍ଗନବାଡି କେନ୍ଦ୍ରରେ ଅଚାନକ…

ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ଗୁମୁଟରୁ ଦାନବାକ୍ସ ଭାଙ୍ଗି ଲୁଟ୍‌

ପୁରୀ: ଶ୍ରୀମନ୍ଦିରକୁ ନେଇ ବିବାଦ ଶେଷ ହେବାର ନାଁ ଧରୁନି । ଗୋଟିଏ ପରେ ଗୋଟିଏ ଅଘଟଣ ଘଟି ଚାଲିଛି । ଶ୍ରୀମନ୍ଦିର ପ୍ରଶାସନ-ସେବାୟତଙ୍କ ମଧ୍ୟରେ ବୁଝାମଣା ଅଭାବରୁ ପ୍ରଭୁଙ୍କ ବନକଲାଗି ନୀତି ବନ୍ଦ ରହିଥିବାବେଳେ ଏବେ ଦକ୍ଷିଣ ଦ୍ୱାର ଗୁମୁଟରୁ…

ରାଜଧାନୀରୁ ଦିନକରେ ୪୩ ଡେଙ୍ଗୁ ରୋଗୀ ଚିହ୍ନଟ

ଭୁବନେଶ୍ୱର: ମାଡିଚାଲିଛି ଡେଙ୍ଗୁ। ରାଜ୍ୟରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା। ଜଳାଳୟ ପାଲଟିଛି ମଶାଙ୍କ ଘର। ରାଜଧାନୀର ବିଭିନ୍ନ ସ୍ଥାନରେ ଜମିରହୁଛି ପାଣି। ଏଥିଯୋଗୁଁ ଡେଙ୍ଗୁ ମଶାଙ୍କ ବଂଶ ବିସ୍ତାର ଦୃତଗତିରେ ବୃଦ୍ଧି ପାଇଚାଲିଛି। ଗତ ୨୪ ଘଣ୍ଟାରେ ରାଜଧାନୀରୁ ୪୩ ଜଣ…

ଆମେରିକାରେ ଆମ୍ବଲିଓମା ଆମେରିକାନମ୍ କୀଟ ଆତଙ୍କ : ମାଂସ ଖାଇଲେ ବ୍ୟାପୁଛି ରହସ୍ୟମୟୀ ରୋଗ, ହଜାର ହଜାର ଆମେରିକୀୟ ସଂକ୍ରମିତ

ନ୍ୟୁୟର୍କ : ଆମେରିକାର ଅନେକ ଅଞ୍ଚଳରେ ରେଡ୍ ମିଟ୍ ଆଲର୍ଜି ରୋଗ ର ମାମଲା ବଢିବାରେ ଲାଗିଛି । ଏହି ରୋଗ ଲୋନ ଷ୍ଟାର ଟିକ୍ ନାମକ କୀଟ କାମୁଡ଼ିବା ଦ୍ୱାରା ହୋଇଥାଏ । ଏହି କୃମିର ବୈଜ୍ଞାନିକ ନାମ ହେଉଛି…

ଭିଜିଲାନ୍ସ ଜାଲରେ ନୟାଗଡ ଜିଲ୍ଲା ଗଣିଆ ଅତିରିକ୍ତ ତହସିଲଦାର

ନୟାଗଡ: ଲାଞ୍ଚ ନେବା ପଡିଲା ମହଙ୍ଗା । ଭିଜିଲାନ୍ସ ଜାଲରେ ପଡ଼ିଲେ ସରକାରୀ ବାବୁ । ନୟାଗଡ ଜିଲ୍ଲା ଗଣିଆ ତହସିଲର ଅତିରିକ୍ତ ତହସିଲଦାର ବନମାଳି ପରିଡା ଭିଜିଲାନ୍ସ ଜାଲରେ ପଡିଛନ୍ତି । ୧୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ସେ…