2023

ମହରମ୍ ପୂର୍ବରୁ ଭଦ୍ରକ ସହରରେ ପୋଲିସର ଫ୍ଲାଗ୍ ମାର୍ଚ୍ଚ

ଭଦ୍ରକ: ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଭଦ୍ରକ ସହରରେ ଫ୍ଲାଗ ମାର୍ଚ୍ଚ କରାଯାଇଛି । ଶନିବାର ୨୯ ତାରିଖରେ ମୁସଲିମ୍ ସମ୍ପ୍ରଦାୟର ମହରମ୍ ପର୍ବ ପାଳନକୁ ଦୃଷ୍ଟିରେ ରଖି ଆଜି ଠାରୁ ଭଦ୍ରକ ଜିଲ୍ଲାରେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି…

ରାଜ୍ୟପାଳଙ୍କୁ ନ ନେଇ ଚାଲିଗଲା ବିମାନ, ଥାନାରେ ଅଭିଯୋଗ କଲେ ରାଜ୍ୟପାଳଙ୍କ ପ୍ରୋଟୋକଲ ଅଧିକାରୀ

ବେଙ୍ଗାଲୁରୁ: ରାଜ୍ୟପାଳଙ୍କୁ ନ ନେଇ ଚାଲିଗଲା ବିମାନ | ଆଉ ପାଖାପାଖି ଦେଢ଼ ଘଣ୍ଟା ଅପେକ୍ଷା କରିବା ପରେ ଗନ୍ତବ୍ୟସ୍ଥଳକୁ ଗଲେ ରାଜ୍ୟପାଳ | ଗୁରୁବାର ଦିନ କର୍ଣ୍ଣାଟକର କେମ୍ପେଗୌଡ଼ା ଅନ୍ତର୍ଜାତୀୟ ବିମାନବନ୍ଦରରେ ଏଭଳି ଏକ ଘଟଣା ଘଟିଛି | ମିଳିଥିବା…

ପିଲାଙ୍କୁ ନେଇ ମିଛ କହିବା ମେୟରଙ୍କୁ ମହଙ୍ଗା ପଡ଼ିଲା; ପଦରୁ ବିଦା କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ବିହାର ଛପରା ଜିଲ୍ଲାର ମେୟର ଥିବା ରାକ୍ଷୀ ଗୁପ୍ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ରାକ୍ଷୀ ଗୁପ୍ତା ତାଙ୍କର ତିନି ସନ୍ତାନଙ୍କ ପାଇଁ ମେୟର ପଦ ହରାଇ ଦେଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ରାକ୍ଷୀ ଗୁପ୍ତା ତାଙ୍କ ନାମାଙ୍କନ ପତ୍ର…

ଆପତ୍ତିଜନକ ପୋଷ୍ଟ ପାଇଁ ବନ୍ଧା ହେଲେ ବିଜେପି ନେତ୍ରୀ

ବେଙ୍ଗାଲୁରୁ : ସୋଶାଲ ମିଡିଆରେ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ପ୍ରତି ଅତ୍ୟନ୍ତ ଆପତ୍ତିଜନ ଶବ୍ଦ ବ୍ୟବହାର କରିବା ଜଣେ ବିଜେପି ନେତ୍ରୀଙ୍କୁ ମହଙ୍ଗା ପଡ଼ିଛି। ତାଙ୍କର ଏପରି ସୋଶାଲ ମିଡିଆ ପୋଷ୍ଟ ପାଇଁ ତାଙ୍କୁ ପୁଲିସ୍‌ ବେଙ୍ଗାଲୁରୁରୁ ଗିରଫ କରିଛି। ଅଭିଯୁକ୍ତ…

ସୋମବାର ଧାର୍ଯ୍ୟ ହେବ ଅନାସ୍ଥା ପ୍ରସ୍ତାବ ତାରିଖ, ଉପସ୍ଥିତ ରହିବେ ମୋଦି

ନୂଆଦିଲ୍ଲୀ : କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ବିରୋଧରେ କଂଗ୍ରେସ ଆଣିଥିବା ଅନାସ୍ଥା ପ୍ରସ୍ତାବ ଆସନ୍ତା ସପ୍ତାହରେ ଗୃହରେ ଆଗତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଏହି ଅନାସ୍ଥା ପ୍ରସ୍ତାବ ଉପସ୍ଥାପନ କରାଯିବ। ସେହିପରି ଏହା ଉପରେ…

ଭାଜପା ଉପରେ ଗର୍ଜିଲେ ମମତା, କହିଲେ- ମଣିପୁରକୁ କାହିଁକି ପଠାଉନ ସାଂସଦ, କାହାକୁ ଡରୁଛ ?

ନୂଆଦିଲ୍ଲୀ : ମଣିପୁର ପ୍ରସଙ୍ଗ ନେଇ କେନ୍ଦ୍ର ସରକାରଙ୍କ ଉପର ଗର୍ଜିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଗତ ୨ ମାସରୁ ଊର୍ଦ୍ଧ୍ୱ ଦିନ ହେଲାଣି ମଣିପୁର ଜଳୁଥିବା ବେଳେ ଏଯାଏ ଭାଜପା କିନ୍ତୁ ନିଜ ସାଂସଦଙ୍କୁ ସ୍ଥିତି ପରଖିବାକୁ ସେଠାକୁ…

ଭାରତ ଅଣ ବାସୁମତୀ ଧଳା ଚାଉଳ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବା ପରେ ଏବେ ବିଦେଶରେ ଭାରତୀୟମାନେ ଚାଉଳ ଦୋକାନ ଆଗରେ ଲମ୍ବାଧାଡ଼ି ଲଗାଉଛନ୍ତି

ନୂଆଦିଲ୍ଲୀ : ଆମେରିକାଠାରୁ ଆରମ୍ଭ କରି ଅଷ୍ଟ୍ରେଲିଆ ଓ କାନାଡା ପର୍ଯ୍ୟନ୍ତ ଲୋକେ ଚାଉଳ କିଣିବା ପାଇଁ ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି। ଏହି ଦେଶଗୁଡ଼ିକରେ ରହୁଥିବା ପ୍ରବାସୀ ଭାରତୀୟ, ଆଫ୍ରିକୀୟ ନାଗରିକମାନେ ବହୁ ସଂଖ୍ୟାରେ ଚାଉଳ ବସ୍ତା…

ଶ୍ରୀଲଙ୍କାରେ ସାମରିକ ଘାଟି ପ୍ରତିଷ୍ଠା କରିବ ଚୀନ !

ବେଜିଂ: ଶ୍ରୀଲଙ୍କା ଓ ପାକିସ୍ତାନରେ ନିଜର ନୌସେନା ଘାଟି ସ୍ଥାପନ କରିବାକୁ ଯାଉଛି ଚୀନ୍ । ଏହି ଦୁଇ ଦେଶ ଚୀନର ଋଣ ଭାରରେ ବୁଡି ରହିଛନ୍ତି । ଏଭଳି ସ୍ଥିତିରେ ଚୀନ ଏହି ଦୁଇ ଦେଶର ଆଭ୍ୟନ୍ତରୀଣ ଓ ବିଦେଶ…

ଅଞ୍ଜୁ-ନସରୁଲ୍ଲାଙ୍କ ପ୍ରି-ୱେଡିଂ ଭିଡିଓ ସୁଟ୍‌ ଆଇଏସ୍‌ଆଇ କରାଇଛି ବୋଲି ଦାବି କଲେ ବିଶେଷଜ୍ଞ

ଇସ୍‌ଲାମାବାଦ: ସୀମା ହାଇଦରଙ୍କ ପରେ ଏବେ ଲାଇମଲାଇଟରେ ଅଛନ୍ତି ଅଞ୍ଜୁ। ଭାରତରୁ ପାକିସ୍ତାନରେ ପହଞ୍ଚିଥିବା ଅଞ୍ଜୁ ସେଠାକାର ନିବାସୀ ନସରୁଲ୍ଲାଙ୍କ ସହ ଏବେ ଅଛନ୍ତି। କିଛି ଦିନ ପୂର୍ବରୁ ଅଞ୍ଜୁ ଏବଂ ନାସରୁଲ୍ଲାଙ୍କ ବିବାହ ପୂର୍ବର ସୁଟିଂ ଭିଡିଓ (ପ୍ରି ୱେଡିଂ…

୨୦୨୪ ଫେବ୍ରୁଆରୀ ୨୦ ତାରିଖରେ ହେବ ବୋର୍ଡ ପରୀକ୍ଷା, ମାର୍ଚ୍ଚ ୪ ପର୍ଯ୍ୟନ୍ତ ଚାଲିବ

ଆସନ୍ତା ବର୍ଷ ଆଗୁଆ ହେବ ମାଟ୍ରିକ ପରୀକ୍ଷା । ୨୦୨୪ ଫେବ୍ରୁଆରୀ ୨୦ ତାରିଖରେ ହେବ ବୋର୍ଡ ଏକ୍‌ଜାମ । ଏନେଇ ସୂଚନା ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ । ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା। ଏକାଠି…