ଆନ୍ଧ୍ର ମନ୍ତ୍ରୀଙ୍କୁ ପାରଳାଖେମୁଣ୍ଡିରେ ସମ୍ବର୍ଦ୍ଧନା: ବିରୋଧ କଲେ କଂଗ୍ରେସ ଓ ବିଜେପି
ପାରଳାଖେମୁଣ୍ଡିରେ ଆନ୍ଧ୍ର ପ୍ରଦେଶ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ନେଇ ବିବାଦ ଓ ପ୍ରତିବାଦ । ଯାହାକୁ ନେଇ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ରାଜନୈତିକ ତାତି ବଢିବାରେ ଲାଗିଛି । ଗତକାଲି ଅପରାହ୍ଣରେ ଆନ୍ଧ୍ର ମନ୍ତ୍ରୀଙ୍କୁ ଗୋଷାଣୀ ବ୍ଲକ୍ ଅଧ୍ୟକ୍ଷଙ୍କ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା…
