2023

କୁମାର ବିଶ୍ୱାସ କାଉ ବେଶରେ ଆସି ଖୁମ୍ପିଛନ୍ତି: ଆପ ବିଧାୟକ

ନୂଆଦିଲ୍ଲୀ: ବୁଧବାର ମୌସୁମୀ ଅଧିବେଶନରେ ଭାଗ ନେବାକୁ ସଂସଦ ଭବନ ଆସୁଥିବା ବେଳେ ରାଜ୍ୟସଭା ଏମ୍‌ପି ରାଘବ ଚଢା ଏକ ଅସ୍ବାଭାବିକ ପରିସ୍ଥିତିର ସାମ୍ନା କରିଥିଲେ। ସଂସଦ ଭବନ ବାହାରେ ଫୋନରେ କଥା ହେଉଥିବା ବେଳେ ରାଘବ କାଉ ଆକ୍ରମଣର ଶିକାର…

ଇସଲାମ ଗ୍ରହଣ କରିବା ପରେ ବୁର୍ଖା ପିନ୍ଧିଲେ ଅଞ୍ଜୁ, ଭାଇରାଲ ହେଲା ଭିଡିଓ

ମୁମ୍ବାଇ: ରାଜସ୍ଥାନର ଅଲୱର ଜିଲ୍ଲାର ଭିୱାଡିରୁ ପାକିସ୍ତାନ ଯାଇଥିବା ଅଞ୍ଜୁଙ୍କ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଅଞ୍ଜୁ ବୁର୍ଖା ପିନ୍ଧି ରାତ୍ରୀ ଭୋଜନ କରୁଥିବା ଦେଖିବାକୁ ମିଳିଛି। ଭାଇରାଲ ଭିଡିଓକୁ ଜଣେ ପାକିସ୍ତାନୀ ସାମ୍ବାଦିକ ସେୟାର କରିଛନ୍ତି।…

ମୋଦିଙ୍କ ରେଡ ଡାଏରୀ ବନାମ ଅଶୋକ ଗେହଲଟଙ୍କ ନାଲି ଟମାଟୋ ବୟାନକୁ ନେଇ ଚର୍ଚ୍ଚା

ଜୟପୁର : ରାଜସ୍ଥାନ ରାଜନୀତିରେ ରେଡ୍‌ ଡାଏରୀ ସସପେନ୍ସକୁ ନେଇ ହଟଚମଟ ଜାରି ରହିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରସଙ୍ଗ ଉଠାଇଛନ୍ତି। ଡାଏରୀରେ ଥିବା ଗୁପ୍ତ କଥା ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସ ସରକାରକୁ ଆସନ୍ତା ବିଧାନସଭା ନିର୍ବାଚନରେ…

ବିକାଶମୂଳକ କାର୍ଯ୍ୟ ପାଇଁ କୌଣସି ପ୍ରକାରର ଟଙ୍କା ମିଳିବନି !

ବେଙ୍ଗାଲୁରୁ : ନିଜ ନିଜର ନିର୍ବାଚନ ମଣ୍ଡଳୀରେ ବିକାଶମୂଳକ କାର୍ଯ୍ୟ ପାଇଁ କର୍ଣ୍ଣାଟକାର କ୍ଷମତାସୀନ କଂଗ୍ରେସ ବିଧାୟକମାନେ ପାଣ୍ଠି ଅପେକ୍ଷାରେ ରହିଛନ୍ତି। ହେଲେ ଚଳିତ ଆର୍ଥିକ ବର୍ଷରେ ସେମାନଙ୍କୁ ନିର୍ବାଚନ ମଣ୍ଡଳୀରେ ବିକାଶମୂଳକ କାର୍ଯ୍ୟକ୍ରମ ପାଇଁ କୌଣସି ପ୍ରକାରର ପାଣ୍ଠି ଦିଆଯାଇ…

କ୍ଷମତା ପାଇଁ ଶାସକ ଦଳ ଯେଉଁ କୌଣସି ରାଜ୍ୟକୁ ଜଳିବାକୁ ଛାଡ଼ି ଦେଇପାରେ : ରାହୁଳ

ନୂଆଦିଲ୍ଲୀ : ମଣିପୁରରେ ଜାରି ରହିଥିବା ଭୟଙ୍କର ହିଂସା ଘଟଣାରେ ବିରୋଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତି ଦାବି କରୁଥିବା ବେଳେ ଏଯାଏ ସୁଫଳ ମିଳିନି। ମଣିପୁର ପ୍ରସଙ୍ଗରେ ମୋଦି ଚୁପ ରହିଥିବାରୁ ବିରୋଧୀ ଉଭୟ ସଂସଦ ଭିତରେ ଓ ବାହାରେ…

ଅଗଷ୍ଟ ୩ ଯାଏ ଜ୍ଞାନବ୍ୟାପୀ ସର୍ଭେ ଉପରେ ଲାଗିଲା ରୋକ

ନୂଆଦିଲ୍ଲୀ : ଅଗଷ୍ଟ ୩ ତାରିଖ ଯାଏ ଉତ୍ତର ପ୍ରଦେଶର ବାରାଣସୀରେ ଥିବା ଜ୍ଞାନବ୍ୟାପୀ ମସଜିଦରେ କୌଣସି ପ୍ରକାରର ସର୍ଭେ ହୋଇ ପାରିବ ନାହିଁ। ଏଏସ୍‌ଆଇର ସର୍ଭେ ଉପରେ ସଂପୂର୍ଣ୍ଣ ତଥା ସ୍ଥାୟୀ ରୋକ ଲଗାଇବା ପାଇଁ ମସଜିଦ କମିଟି କରିଥିବା…

ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନରେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର। ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଟୋନି ବ୍ଲେୟାର । ଏହି ଅବସରରେ ରାଜ୍ୟର ପ୍ରଗତି ସମ୍ପର୍କରେ ଆଲୋଚନା ହୋଇଥିଲା । ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ ଅଫ୍ ଗ୍ଲୋବାଲ…

ଆଜି ବି ହୋଇପାରିନି ବନକଲାଗି ନୀତି

ଆଜି ବି ହୋଇପାରିନି ଜଗାର ବନକଲାଗି। ଆଜି ବନକଲାଗି ନୀତି କରିବା ନେଇ ପ୍ରଶାସନିକ ନିର୍ଦ୍ଦେଶକୁ ଫୁସ୍‌ କିନା ଉଡ଼ାଇ ଦେଲେ ସମ୍ପୃକ୍ତ ସେବକ। ଥରେ ନୁହେଁ, ଏହାକୁ ମିଶାଇ ଦୁଇଥର ନିର୍ଦ୍ଦେଶକୁ ବେଖାତିର କରାଗଲା। ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବନକଲାଗି ନୀତି…

ଭାରତୀୟ ସ୍ୱାଧୀନତା ସଂଗ୍ରାମକୁ ନେତୃତ୍ୱ ଦେଉଥିଲେ ବହୁ ଓଡ଼ିଆ ଓକିଲ: ରାଷ୍ଟ୍ରପତି

ଭାରତୀୟ ସ୍ୱାଧୀନତା ସଂଗ୍ରାମକୁ ନେତୃତ୍ୱ ଦେଉଥିଲେ ବହୁ ଓକିଲ। ଓଡ଼ିଶାର ମଧୁ ବାରିଷ୍ଟର ଏହି ମୁକ୍ତି ସଂଗ୍ରାମରେ ଜଣେ ପ୍ରମୁଖ ଯୋଦ୍ଧା ଥିଲେ। ଆଜି କଟକ ନ୍ୟାସନାଲ ଲ’ ୟୁନିଭର୍ସିଟି ସମାବର୍ତ୍ତନ ଉତ୍ସବରେ ବକ୍ତବ୍ୟ ରଖି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହା…

ଏହି କାରଣ ପାଇଁ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ନେଇ ପ୍ରଶାସନ ସମାଲୋଚିତ

କଟକ: ଏଥର କଟକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ବେଳେ କୌଣସି ବିଦ୍ୟୁତ ବିଭ୍ରାଟ ହୋଇନି କିନ୍ତୁ ଯେଉଁ ସ୍ଥାନରେ ମହାମହିମ ଅଭିଭାଷଣ ରଖୁଥିଲେ ତାର ଛାତକୁ ଜରି ପାଲରେ ଘୋଡାଇ ରଖିବାକୁ ନେଇ ଏବେ ବିବାଦ ଦେଖାଦେଇଛି। ଯାହା ପ୍ରଶାସନ…