2023

ଓଡିଶା ହାଇକୋର୍ଟରେ ପ୍ରଥମ ଘଟଣା: ଓଡ଼ିଆରେ ରାୟ ପ୍ରଦାନ କଲେ ଜଷ୍ଟିସ ଡ଼.ସଞ୍ଜୀବ କୁମାର ପାଣିଗ୍ରାହୀ

କଟକ: ଓଡ଼ିଶା ହାଇକୋର୍ଟ ଆଜି ତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଥିବାବେଳେ ଏପଟେ ହାଇକୋର୍ଟର ସଫଳତାରେ ଯୋଡି ହୋଇଛି ଆଉ ଏକ ଫର୍ଦ୍ଦ । ଓଡ଼ିଆ ଭାଷାରେ ପ୍ରକାଶ ପାଇଛି ହାଇକୋର୍ଟଙ୍କ ପ୍ରଥମ ରାୟ । ବିଚାରପତି ଡକ୍ଟର ସଞ୍ଜୀବ…

କେନ୍ଦ୍ର ମନ୍ତ୍ରୀଙ୍କୁ ଅଶ୍ଳୀଳ ଭିଡିଓ କଲ୍‌ କରି ବନ୍ଧା ହେଲେ ୨ ଯୁବକ

ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରୀଙ୍କ ଫୋନ୍‌କୁ ଆସିଲା ଅଶ୍ଳୀଳ ଭିଡିଓ କଲ୍‌ । କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲଙ୍କୁ ଏପରି ଅଶ୍ଳୀଳ ଭିଡିଓ କଲ୍‌ କରିଥିବା ଏକ ଗ୍ୟାଙ୍ଗର ୨ ଜଣଙ୍କୁ ବାନ୍ଧିଛି ପୁଲିସ୍‌। ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଫେରାର…

କଟକ ଚଣ୍ଡିଙ୍କ ଦର୍ଶନ କଲେ, ନେତାଜୀ ସଂଗ୍ରହାଳୟ ବୁଲି ଦେଖିଲେ ରାଷ୍ଟ୍ରପତି

କଟକ: ମଙ୍ଗଳବାରଠାରୁ ତିନି ଦିନିଆ ଓଡ଼ଶା ଗସ୍ତରେ ଆସି ଆଜି କଟକରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କଡା ସୁରକ୍ଷା ମଧ୍ୟରେ ସଡ଼କ ପଥରେ ଆଜି କଟକ ଯାଇଛନ୍ତି ରାଷ୍ଟ୍ରପତି । କଟକରେ ପହଞ୍ଚି ପ୍ରଥମେ ଚଣ୍ଡୀ ମନ୍ଦିର ଯାଇଥିଲେ…

ଭିଜିଲାନ୍ସ ଜାଲରେ ଜଳ ଯୋଗାଣ ସହକାରୀ ଯନ୍ତ୍ରୀ

ଭବାନୀପାଟଣା: ଭିଜିଲାନ୍ସ ଜାଲରେ ଜଳ ଯୋଗାଣ ସହକାରୀ ଯନ୍ତ୍ରୀ। କଳାହାଣ୍ଡି ଆୟକର ବିଭାଗ ପକ୍ଷରୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜିପିଏସ ସେକ୍ସନ ଅତିରିକ୍ତ ଯନ୍ତ୍ରୀଙ୍କ ଘରେ ଚଢ଼ାଉ। ଭବାନୀପାଟଣା ସରକାରୀ ଜଳ ଯୋଗାଣ ବିଭାଗର ଜିପିଏସ ସେକ୍ସନ ଅତିରିକ୍ତ…

ଭୋକଉପାସରେ ଆମେରିକା ରାସ୍ତାରେ ପଡ଼ିଛନ୍ତି ସ୍ନାତକୋତ୍ତର ପଢ଼ିବାକୁ ଯାଇଥିବା ଭାରତୀୟ ଛାତ୍ରୀ

ହାଇଦ୍ରାବାଦ: ସ୍ନାତକୋତ୍ତର ପଢ଼ିବା ପାଇଁ ଆମେରିକା ଯାଇଥିବା ତେଲେଙ୍ଗାନାର ଜଣେ ଯୁବତୀଙ୍କ ଜିନିଷପତ୍ର ଚୋରି ‌ହୋଇଯିବାରୁ ସେ ଭୋକ ଓ ହତାଶାରେ ଚିକାଗୋ ରାସ୍ତାରେ ପଡ଼ି ରହିଥିବା ତାଙ୍କ ମାଆ କହିଛନ୍ତି। ଏ ଘଟଣାରେ ହସ୍ତକ୍ଷେପ କରି ଝିଅ ସୟେଦା ଲୁଲୁ…

୨୦୨୩ ଅନାସ୍ଥା ପ୍ରସ୍ତାବ ପାଇଁ ପ୍ରସ୍ତୁତ ହେବାକୁ ବିରୋଧୀଙ୍କୁ ବହୁ ପୂର୍ବରୁ କହିଥିଲେ ମୋଦୀ!

ନୂଆଦିଲ୍ଲୀ: ମଣିପୁର ହିଂସା, ସଂସଦରେ ହୋହଲ୍ଲା ଏବଂ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ମଧ୍ୟରେ ଭାଇରାଲ୍ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବ ଭିଡିଓ। ୨୦୨୩ରେ ଏପରି କିଛି ହେବ ବୋଲି ୨୦୧୯ ନିର୍ବାଚନ ପୂର୍ବରୁ ଆକଳନ କରି ସାରିଥିଲେ ପ୍ରଧାନମନ୍ତ୍ରୀ। ଯେଉଁଥିରେ…

ସଂସଦ ଭବନରେ କାଉ ଆକ୍ରମଣର ଶିକାର ହେବା ଘଟଣାକୁ ନେଇ ରାଘବ ଚଢ଼ାଙ୍କୁ ଆକ୍ଷେପ କଲେ ବିରୋଧୀ

ନୂଆଦିଲ୍ଲୀ: ବୁଧବାର ମୌସୁମୀ ଅଧିବେଶନରେ ଭାଗ ନେବାକୁ ସଂସଦ ଭବନ ଆସୁଥିବା ବେଳେ ରାଜ୍ୟସଭା ଏମ୍‌ପି ରାଘବ ଚଢା ଏକ ଅସ୍ବାଭାବିକ ପରିସ୍ଥିତିର ସାମ୍ନା କରିଥିଲେ। ସଂସଦ ଭବନ ବାହାରେ ଫୋନରେ କଥା ହେଉଥିବା ବେଳେ ରାଘବ କାଉ ଆକ୍ରମଣର ଶିକାର…

ଲକଡାଉନ ପ୍ରେମ ପରେ ବାହା ହୋଇଥିଲେ, ଏବେ ପତ୍ନୀଙ୍କ ସହ ତାଙ୍କ ବାପାମା’ଙ୍କୁ ହତ୍ୟା କଲେ

ଗୌହାଟୀ : କରୋନା ଲକଡାଉନ ବେଳେ ଆରମ୍ଭ ହୋଇଥିବା ପ୍ରେମ ଏବେ ଟ୍ରିପଲ ମର୍ଡରରେ ଶେଷ ହୋଇଛି। ଜଣେ ବ୍ୟକ୍ତି ଲକଡାଉନ ବେଳେ ପ୍ରେମରେ ପଡ଼ିଥିଲେ। ଏହାପରେ ପ୍ରେମ କରୁଥିବା ଯୁବତୀଙ୍କୁ ବିବାହ କରିଥିଲେ। ହେଲେ ଏବେ ସେ ନିଜ ପତ୍ନୀ…

ବୁଡ଼ିଯାଇଥିବା ୪୦୦ କାର ‘ଓଲା’ କମ୍ପାନିର ଥିଲା, ବେଆଇନ ଭାବେ ରଖାଯାଇଥିଲା ଗାଡ଼ି

ନୂଆଦିଲ୍ଲୀ : ନୂଆଦିଲ୍ଲୀ: ଦିଲ୍ଲୀ ଉପକଣ୍ଠ ନୋଇଡା ଏବେ ହିଣ୍ଡନ ନଦୀରେ ଆସିଥିବା ବନ୍ୟା ଯୋଗୁଁ ଚର୍ଚ୍ଚାରେ ରହିଛି । ଗତକାଲି ବନ୍ୟାଜଳ ଏକ କାର ପାର୍କିଂ ଅଂଚଳରେ ପ୍ରବେଶ କରିବା ସହ ପ୍ରାୟ ୪ ଶହ କାର ବୁଡ଼ାଇଦେଇଥିଲା ।…

ଅନାସ୍ଥା ପ୍ରସ୍ତାବରେ ସରକାର ଜିତିଯାଇ ପାରନ୍ତି, ମାତ୍ର ମଣିପୁର ପ୍ରସଙ୍ଗେର ବିରୋଧୀଙ୍କର ଏହା ସଫଳତା

ନୂଆଦିଲ୍ଲୀ : ନୂଆ କରି ଗଠନ ହୋଇଥିବା ବିରୋଧୀଙ୍କ ମେଣ୍ଟ ଇ.ଣ୍ଡି.ଆର ଅଂଶ ବିଶେଷ କଂଗ୍ରେସ ଓ ତେଲେଙ୍ଗାନାର କ୍ଷମତାସୀନ ବିଆରଏସ୍‌ ନରେନ୍ଦ୍ର ମୋଦି ସରକାର ବିରୋଧରେ ଦୁଇଟି ଭିନ୍ନଭିନ୍ନ ଅନାସ୍ଥା ପ୍ରସ୍ତାବ ଦେଇଛନ୍ତି। କଂଗ୍ରେସ ଦେଇଥିବା ଅନାସ୍ଥା ପ୍ରସ୍ତାବକୁ ଲୋକସଭା…